Home ଜିଲ୍ଲା ପରିକ୍ରମା ଇଟାମାଟି ନାରାୟଣୀ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀଙ୍କ ପରଲୋକ

ଇଟାମାଟି ନାରାୟଣୀ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀଙ୍କ ପରଲୋକ

68

ନୟାଗଡ଼, ୫-୯(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଇଟାମାଟି ନାରାୟଣୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଦେବୀ(୫୯)ଙ୍କ ଅକାଳ ବିୟୋଗ ଘଟିଛି। ସେ ଦୀର୍ଘଦିନ ହେଲା କର୍କଟ ରୋଗରେ ପିଡ଼ୀତ ହୋଇ ଭୁବନେଶ୍ୱରର ଏକ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସାଧିନ ଥିଲେ। ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ଗ୍ରାମର ସମାଜସେବୀ ପ୍ରକାଶ କୁମାର ପାଣିଗ୍ରାହୀଙ୍କ ସେ ଧର୍ମପତ୍ନୀ। ତାଙ୍କ ଅକାଳ ବିୟୋଗରେ ଇଟାମାଟି ଅଂଚଳ ତଥା କ୍ରିଦାଶପୁର ଅଂଚଳରେ ଶୋକ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.