Home Authors Posts by Suchitra Dash

Suchitra Dash

1765 POSTS 0 COMMENTS

ବିଶ୍ୱ ମାନସିକ ଦିବସ ଅବସରରେ ଜନସଚେତନତା ରଥ ଉଦଘାଟିତ

0
ମାଲକାନଗିରି,୧୦ା୧୦ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ହସପିଟାଲ ପରିସରରେ ବିଶ୍ୱମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲାକୁ ମାନସିକ ବିକାର ଗସ୍ତ ମୁକ୍ତ ଅଚଂଳ ଗଠନ...

ଜୟପୁର ମାଲକାନଗିରି ରେଳପଥ ତୁରନ୍ତ ନିର୍ମାଣ ସହ ଖମାମ କୁ ରେଳ ପଥ...

0
ମାଲକାନଗିରି,୧୦ା୧୦(ଓଡିଆ ପୁଅ ) ଜୟପୁର ମାଲକାନଗିରି କୁ ତୁରନ୍ତ ରେଳପଥ ନିର୍ମାଣ କରିବା ଓ ମାଲକାନଗିରି ଠାରୁ ଖମାମକୁ ଆଉ ଏକ ନୂତନ ରେଳପଥ ନିର୍ମାଣ ପାଇଁ ପ୍ରସ୍ତାବ ରଖି ମାଲକାନଗିରି ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୁବ ର୍ତନ ବ୍ଲକ ସଭାପତି ନୀଳକଂଠ

0
ମାଲକାନଗିରି,୧୦ା୧୦ (ଓଡିଆ ପୁଅ) ମାଲକାନଗିରି ର ପୁରୁଖା କଂଗ୍ରେସ ନେତା,ବ୍ଲକର ପୁବ ର୍ତନ ସଭାପତି ତଥା ପୁବ ର୍ତନ ଜିଲ୍ଲାପରିଷଦ ସଭ୍ୟ ବିଏଲପୁର ଗ୍ରାମର ନିଳକଠଂ ଝୋଲା ଆଜି କଂଗ୍ରେସ ଦଳର ପ୍ରାଥମିକତା...

ଅଙ୍ଗନଓ୍ୟାର୍ଡି କର୍ମୀ ନିଯୁକ୍ତିରେ ଅନିୟମିତତା କୁନେଇ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ଆଦିବାସୀ ମହିଳା

0
ମାଲକାନଗିରି,୯ା୧୦ (ଓଡିଆ ପୁଅ )ମାଲକାନଗିରି ପୌରପରିଷଦ ୧୮ନମ୍ବର ଗଣ୍ଡିଆଗୁଡା ବସ୍ତିରେ ଥିବା ଅଙ୍ଗନ ଓ୍ୟାର୍ଡି କେନ୍ଦ୍ରରେ ଅଙ୍ଗନ ଓ୍ୟାର୍ଡିକର୍ମୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗନେଇ ବସ୍ତିର ଆଦିବାସୀ ମହିଳା ମାନେ ଜିଲ୍ଲାପାଳ...

ପୋଖରୀ ନିକଟରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଶିଶୁ ଙ୍କର ମୃତ୍ୟୁ

0
ମାଲକାନଗିରି,୯ା୧୦ (ଓଡିଆ ପୁ୍‌୍‌ଅ ) ପୋଖରୀ ନିକଟରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି,ଏପରି ଦୁଃଖଦ ଘଟଣା ଘଟି ଯାଇଛି ମାଲକାନଗିରି ଥାନାସ୍ଥ ପେଡାକୋଣ୍ଡା ପଚାଂୟତ ମଙ୍ଗ ଆଦିବାସୀ...

ବ୍ୟାଙ୍କର୍ସ ର ମେଗା ରୁଣ ମେଳା ,୩୯୪ଜଣଙ୍କୁ ୯କୋଟି୫୫ଲକ୍ଷ ଟଙ୍କା ରୁଣ ପ୍ରଦାନ

0
ମାଲକାନଗିରି,୮ା୧୦ (ଓଡିଆ ପୁଅ ) ମାଲକାନଗିରି ପୌରପରିଷଦ ନଗରଭବନ ଠାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ ମେଗା ରୁଣମେଳା ଅନୁଷ୍ଟିତ ହୋଇ ଯାଇଛି । ଜିଲ୍ଲା ଗ୍ରାମଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ ମୁଖ୍ୟଅତିଥି...

ଡକାୟତି ଉଦମ୍ୟ କରୁଥିବା ଛତିଶଗଡର ତିନି ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କଲେ

0
ମାଲକାନଗିରି,୮ା୧୦ (ଓଡିଆ ପୁଅ )ଗତ ବୁଧବାର ରାତ୍ରରେ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲାରୁ ୭ଜଣ ଯୁବକ ମାଲକାନଗିରି ଥାନାସ୍ଥ ପଦ୍ମଗିରି ବଇଲାପାରି ଗ୍ରାମକୁ ଡକାଏତି କରିବାକୁ ଆସିଥିଲେ । ନକଲି ବନ୍ଧୁକ ଦେଖାଇ...

ମାଲକାନଗିରି ରେ ପ୍ରବଳ ବର୍ଷା,୩ଟି ପୋଲ ବୁଡିଲା,ଘରେ ପଶିଲା ପାଣି

0
ମାଲକାନଗିରି ,୮ା୧୦ (ଓଡିଆପୁଅ ) ମାଲକାନଗିରି ଜିଲ୍ଲାରେ ଗତ କାଲି ମଧ୍ୟରାତ୍ରରେ ପ୍ରବଳ ବର୍ଷାହେବା ଫଳରେ ମାଲକାନଗରି ଜିଲ୍ଲାର ଏମଭି୭, ତମାସା ,ଏମଭି୨, ଏମଭି୩ ପୋଲ ଉପରେ ୩ଫୁଟରୁ ୪ଫୁଟ ଉଚ୍ଚରେ ପାଣିପ୍ରବାହିତ...

ପେଟ୍ରୋଲ,ଡିଜେଲ ମୂଲ୍ୟ ଆକାଶ ଛୁଆଁ, ଜିଲ୍ଲାରେ ଅତ୍ୟାବସ୍ୟକୀୟ ସାମଗ୍ରୀ ର ଦରବୃଦ୍ଧି

0
ମାଲକାନଗିରି,୭ା୧୦ (ଓଡିଆ ପୁଅ )ସମଗ୍ର ଦେଶରେ ପେଟ୍ରୋଲ ଡିଜେଲ ର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଆକାଶ ଛୁଆଁ ହୋଇ ଯାଇଛି...

ଜିଲ୍ଲା ପୁଲିସର ଅପରେସନ ସବୁଜ ଜହର , ଅଟୋ ସହ ଦୁଇ କ୍ୱିଟାଂଲ ଗଜେଂଇ...

0
ମାଲକାନଗିରି,୭ା୧୦ (ଓଡିଆ ପୁଅ ) ମାଲକାନଗିରି ଏସପି ପ୍ରହ୍ଲାଦ ସାଇ ମୀନା ଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ଅଶୁଂମାନ ଦ୍ୱିବେଦୀ ଙ୍କ ନେତୃତ୍ୱରେ ଜିଲ୍ଲାପୁଲିସ ପକ୍ଷରୁ ଆରମ୍ଭ ହୋଇ ଯାଇଛି ଅପରେସନ ସବୁଜ ଜହର,ଅପରେସନ...

ଝୋଟି ଚିତ୍ରଅଙ୍କନ ପ୍ରତିଯୋଗୀତା, ଆଦିମ ବଣ୍ଡା ଜନଜାତିଙ୍କ ପାରମ୍ପାରିକ ମାଳି ଓ ରିଙ୍ଗା ପ୍ରସ୍ତୁତି

0
ମାଲକାନଗିରିି,୬ା୧୦(ଓଡିଆ ପୁଅ) ଓଡିଶା ଲଳିତ କଳା ଏକାଡେମୀ,ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ମାଲକାଗନରି ଜିଲ୍ଲାପ୍ରଶାସନ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ପ୍ରଥମ ଥରକରି ମହିଳା ମାନଙ୍କ ମଧ୍ୟରେ ପାରମ୍ପାରିକ...

ପ୍ରଥମ ଥର କରି ଗଜେଂଇ ବେପାରୀଙ୍କ ୩କୋଟିରୁ ଉର୍ଦ୍ଦଟଙ୍କାର ସମ୍ପତି ବ୍ୟାଜପ୍ତି କଲା ପୁଲିସ

0
ମାଲକାନଗିରିି,୫ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ପ୍ରଥମ ଥରକରି ଗଜେଂଇ ବେପାରିଙ୍କ ସମ୍ପତି ବ୍ୟାଜପ୍ତି କରାଯିବା ସହ ଜଣେ ପୁଲିସ ହୋମଗାର୍ଡ ଙ୍କ ସମ୍ପତି ମଧ୍ୟ ବ୍ୟାଜପ୍ତି କରାଯାଇଥିବାର ଏସଡିପିଓ ଅଶୁଂମାନ...

ମାଲକାନଗିରି ବ୍ଲକ ଶିକ୍ଷକ ସଂଘର ନିର୍ବାଚନ,ସଭାପତି ରାମପ୍ରସାଦ ଓ ସଂପାଦକ ଗୁରୁପଦ

0
ମାଲକାନଗିରିି,୫ା୧୦ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାଶିକ୍ଷକ ସଂଘ ଗୃହରେ ନିଖିଳ ଉତ୍କଳ ଶିକ୍ଷକ ସଂଘ ହରିପୁର ରୋଡ କଟକ ଦ୍ୱାରା ପରିଚାଳିତ ମାଲକାନଗିରି ସଦର ବ୍ଲକ ଶିକ୍ଷକ ସଂଘ ର ନୂତନ କର୍ମକର୍ତା...

ସଫେଇ ମିତ୍ର ଅମୃତ ସମ୍ମାନ, ଜିଲ୍ଲାପ୍ରଶାସନ ଦ୍ୱାରା୧୦୦ଜଣ ସଫେଇ କର୍ମଚାରୀ ସମ୍ମାନୀତ

0
ମାଲକାନଗିରିି,୪ା୧୦ (ଓଡିଆ ପୁଅ )ମାଲକାନଗିରି ନଗର ଭବନଠାରେ ଆୟୋଜିତ ଆଜାଦି କି ଅମୃତ ମହୋତ୍ସବ ଅବସରେ ସଫେଇ ମିତ୍ର ଅମୃତ ସମ୍ମାନ କାର୍ଯ୍ୟକ୍ରମ ପୌରପରିଷଦ ପକ୍ଷରୁ ଅନୁଷ୍ଟିତ ହୋଇ ଯାଇଛି ।ଆଜି ନଗରଭବନ...

ମୋଟୁ ଥାନା ପୁଲିସର ମାଡରେ ଦୁଇ ଯୁବକ ଗୁରୁତର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ...

0
ମାଲକାନଗିରି,୪ା୧୦ (ଓଡିଆ ପୁଅ )ମୋଟୁ ଥାନା ପୁଲିସର ଥାର୍ଡଡିଗ୍ରୀରେ ଦୁଇଯୁବକ ଗୁରୁତର ଆହତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିକରିଛନ୍ତି ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି , ଏହି ଘଟଣାର ମାଲକାନଗରି ଏସଡିପିଓ ତଦନ୍ତ...

ମାଥିଲି ବ୍ଲକରେ ପ୍ରଥମ ଥରକରି ଜେଏମସି କୋର୍ଟ ଲୋକାର୍ପିତ

0
ମାଲକାନଗିରି,୪ା୧୦ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକଠାରେ ପ୍ରଥମ ଥରକରି ପ୍ରଥମେଶ୍ରଣୀ ବିଚାର ବିଭାଗୀୟ ଅଦାଲତ (ଜେଏମସି) ଉଦଘାଟିତ ହୋଇଯାଇଛି । ମାଲକାନଗରି ଜିଲ୍ଲା ମାଥିଲି ପୁରୁଣା ବ୍ଲକ କାର୍ଯ୍ୟାଳୟ ପରିସରରେ...

ବିଏଲ ପୁର ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା,ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛଭାରତ ଗଠନ ପାଇଁ ସପଥ...

0
ମାଲକାନଗିରି,୩ା୧୦ (ଓଡିଆ ପୁଅ ) ମାଲକାନଗିରି ସଦର ବ୍ଲକସ୍ଥ ବୀରଲକ୍ଷମ୍‌ଣପୁର ପଚାଂୟତ ପରିସରରେ ଆଜାଦୀକି ଅମୃତ ମହୋତ୍ସବ ଅବସରେ ସ୍ୱତନ୍ତ୍ର ଗ୍ରାମସଭା ମାଲକାନଗିରି ବ୍ଲକ ବିଡିଓ ଅଜୟକୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

ପୁଲିସ ମହାନିର୍ଦ୍ଦେଶକ ଙ୍କ ମାଲକାନଗିରି ଗସ୍ତ,ସ୍ୱାଭିମାନ ଅଚଂଳ ଜୋଡାମ୍ବ,କାଲିମେଳା ଥାନାର ନୂତନ ବିଲ୍ଡିଂ ଉଦଘାଟନ

0
ମାଲକାନଗିରି,୩ା୧୦ (ଓଡିଆ ପୁଅ ) ସ୍ୱତନ୍ତ୍ର ହେଲିକେପ୍ଟରରେ ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ , ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ନିର୍ଦ୍ଦେଶକ ଲଳିତ ଦାସ,ଆଇଜି ଅପରେସନ ଅମିତାଭ ଠାକୁର,ଆଇଜି ହେର୍ଡକ୍ୱାଟର ଅନିରୁଦ୍ଧ ସିଂ...

ତାର୍ଲାକୋଟା ଠାରେ ମଧୁସ୍ମିତା ସ୍ମୃତି ସମାବେଶ ଓ କବିତା ପାଠଉତ୍ସବ

0
ମାଲକାନଗିରି,୩ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ତାର୍ଲାକୋଟା ଉଚ୍ଚବିଦ୍ୟାଳୟ ପରିସରେ ମଧୁସ୍ମିତା ସ୍ମୃତି କମିଟି ପକ୍ଷରୁ ମଧୁସ୍ମିତା ସ୍ମୃତି ସମାବେଶ ଓ କବିତା ପାଠଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏହି ସମାବେଶ...

ଚିତ୍ରକୋଣ୍ଡା ଥାନା ପୁଲିସର ସଫଳତା, ଟ୍ରକ ସହ ୧୫୦୧ କେଜି ଗଜେଂଇ ଜବତ ଓ...

0
ମାଲକାନଗିରି,୩ା୧୦ (ଓଡିଆ ପୁଅ ) ପୁଲିସ ପେଟ୍ରୋଲିଂ ସମୟରେ ଗଜେଂଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ହାବୁଡରେ ପଡି ଜଣେ ଚୋରାଚଲାଣ କାରି ଧରାପଡିଛି । ଟ୍ରକ ସହିତ ୧୫୦୧ କେଜି...