Ranjan Das
ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକାରୀ ନିମନ୍ତେ ଉଚ୍ଚପଦସ୍ଥ ସ୍ୱାସ୍ଥ୍ୟ ଅଧିକାରୀଙ୍କ ୩ ଜିଲ୍ଲା ଗସ୍ତ
କୋରାପୁଟ ୧୮-୦୨(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା କାର୍ଯ୍ୟକାରୀ କରିବାକୁ ଯାଉଥିବା ଜଣାପଡିଛି ।ବିଭିନ୍ନ ବିଭାଗର ସୁପର ସ୍ପେଶାଲିଷ୍ଟ ଡାକ୍ତରମାନେ ଏୟାରରେ ଡାକ୍ତରଖାନା ଆସି ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟ...
ନିର୍ବିବାଦ ଗ୍ରାମରେ ଆନ୍ଧ୍ରର ଅନୁପ୍ରବେଶ ...
କୋରାପୁଟ ; ତା୧୬-୦୨(ଓଡିଆ ପୁଅ /ରଂଜନ ଦାସ)ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଂଚାୟତର କୋଟିଆ ଗ୍ରାମପୁଞର ସମୁଦାୟ ୨୮ ଟି ଗ୍ରାମ ମଧ୍ୟରୁ ୨୧ ଟି ଗ୍ରାମ ବିବାଦୀୟ ରହିଥିବାବେଳେ ଆନ୍ଧ୍ର ଅନୁପ୍ରବେଶ କରି...
ଓଡିଶା ବନ୍ଦ କୋରାପୁଟ ଜିଲ୍ଲାରେ ସଫଳ
କୋରାପୁଟ ୧୫-୦୨(ଓଡିଆ ପୁଅ /ରଂଜନ ଦାସ) ପେଟ୍ରୋଲ ,ଡିଜେଲ ,ଗ୍ୟାସ ଓ ଖାଦ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ବିରେଧ କରି ରାଜ୍ୟ କଂଗ୍ରେସ ଡାକରା ଦେଇଥିବା ୬ ଘଂଟିଆ ଓଡିଶା ବନ୍ଦ କୋରାପୁଟ...
ମେଡିକାଲ କଲେଜରୁ ନିଖୋଜ ଶିଶୁ ଉଦ୍ଧାର ଓ ୫ ଗିରଫ
କୋରାପୁଟ ୧୫-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରରୁ ଶିଶୁ ନିଖୋଜ ଘଟଣାରେ କୋରାପୁଟ ଟାଉନଥାନା ପୋଲିସ ଅଭିଯୋଗକାରୀଙ୍କର ୨ଜଣ ଶାଶୁଙ୍କ ସହ ୫ଜଣକୁ ଗିରଫ କରିଥିବାବେଳେ ...
ଓଡିଶା କାଜୁ ନିଗମ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକଙ୍କ କୋରାପୁଟ ଗସ୍ତ
କୋରାପୁଟ ୧୪-୦୨(ଓଡିଆ ପୁଅ / ରଂଜନ ଦାସ)ଓଡିଶା କାଜୁ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଏବଂ ଓଡିଶା କୃଷି ଶିଳ୍ପ ନିଗମ ତଥା ଓଡିଶା କାଜୁ ଉନ୍ନୟନ ନିଗମର ପରିଚାଳନା...
ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବାର୍ଷିକ ବୈଠକ
କୋରାପୁଟ ୧୪-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ବୈଠକ ସ୍ଥାନୀୟ ଚନ୍ଦନ ପୋଖରୀ ନିକଟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରଘୁନାଥ...
ସେଦାରାପୁ କାମି ହେଲେ ଫାଟୁସିନେରୀ ସରପଂଚ
କୋରାପୁଟ ୧୪-୦୨(ଓଡିଆ ପୁଅ/ରଂଜନ ଦାସ) ଆନ୍ଧ୍ରପ୍ରଦେଶ ସରକାର ଦ୍ୱାରା ବେଆଇନ ଭାବେ ବିବାଦୀୟ ଅଂଚଳରେ ଶନିବାର କରାଯାଇଥିବା ପଂଚାୟତ ନିର୍ବାଚନରେ ସେଦାରାପୁ କାମି(ହିମିରିକା) ଫାଟୁସିନେରୀ ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି । ସେଦାରାପୁ...
ଯୋଗାଯୋଗ ସମସ୍ୟା ଯୋଗୁଁ ଓଡିଶାର ମହିଳା ପ୍ରସବ କଲେ ଆନ୍ଧ୍ରରେ
କୋରାପୁଟ ୧୪-୦୨(ଓଡିଆ ପୁଅ /ରଂଜନ ଦାସ) ମୋବାଇଲ ନେଟୱାର୍କ ନ ଥିବାରୁ ଯୋଗାଯୋଗ ସମସ୍ୟା ହୋଇଥିଲା ଫଳରେ ୧୦୮ କିମ୍ବା ୧୦୨ ପହଂଚି ପାରିନଥିଲା,ହେଲେ ୨ ଯୁବ ସମାଜସେବୀଙ୍କ ଉଦ୍ୟମରେ ପଡୋଶୀ ଆନ୍ଧ୍ର...
ନିର୍ବାଚନ ସରିଲା ପରେ କୁନ୍ଦୁଲିରେ ବିଜେପି ଓ କଂଗ୍ରେସର ଆନ୍ଦୋଳନ
କୋରାପୁଟ ୧୩-୦୨(ଓଡିଆ ପୁଅ /ରଂଜନ ଦାସ )ଓଡିଶା ମାଟିରେ ପଡୋଶୀ ଆନ୍ଧ୍ର ପଂଚାୟତ ନିର୍ବାଚନ ଶେଷ କରିବା ପରେ ଜିଲ୍ଲାର ବିଜେପି ଓ କଂଗ୍ରେସ ନେତାମାନେ କୁନ୍ଦୁଲିଠାରେ ୨ଘ. ଆନ୍ଦୋଳନ କରିଥିଲେ ଓ...
ଓଡିଶା ମାଟିରେ ପଡୋଶୀ ଆନ୍ଧ୍ରର ନିର୍ବାଚନ ଶେଷ
କୋରାପୁଟ ୧୩-୦୨(ଓଡିଆ ପୁଅ /ରଂଜନ ଦାସ) ଓଡିଶା ମାଟିରେ ପଡୋଶୀ ଆନ୍ଧ୍ର ଆଜି ପଂଚାୟତ ନିର୍ବାଚନ କରିଛି । ପଟ୍ଟାଙ୍ଗୀ ବ୍ଲକର ବିବାଦୀୟ କୋଟିଆ ପଂଚାୟତର ଫାଟୁସିନେରୀରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ନିମନ୍ତେ...
କୋଟିଆ ମାଟି ମାର ସୁରକ୍ଷା ପାଇଁ ଦଳଗତ ନିର୍ବିଶେଷରେ ସମସ୍ତେ ଏକାଠି ସ୍ୱର ଉତୋଳନ...
କୋରାପୁଟ ୧୧-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆର ବିବାଦୀୟ ଗ୍ରାମପୁଞରେ ଆନ୍ଧ୍ର ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ କରି ବାସିନ୍ଦାମାନଙ୍କୁ ନିଜ ଆଡକୁ ନେବାକୁ ପ୍ରୟାସ ଜାରି...
ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ
କୋରାପୁଟ ୦୮-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ମହମ୍ମଦ ଅବଦାଲ ଅଖତର ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ନୂତନ ଜିଲ୍ଲାପାଳଙ୍କୁ ପୂବର୍ତନ ଜିଲ୍ଲାପାଳ ମଧୁସୂଦନ ମିଶ୍ର...
ନକ୍ସଲ ଗତିବିଧି ଶୂନ୍ୟପାଖାପାଖି ଆଣିବାକୁ ପୋଲିସ ଦୃଢ ସଂକଳ୍ପ ନେଇଛି-ଡିଜି ଅଭୟ
କୋରାପୁଟ ୦୭-୦୨(ଓଡିଆ ପୁଅ /ରଂଜନ ଦାସ) ଡିଜିପି ଅଭୟ ରବିବାର ଦିନ କୋରାପୁଟ ଜିଲ୍ଲା ଗସ୍ତ କରି ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ନକ୍ସଲ ଦମନ ଓ ଚୋରା ଗଞେଇ ଚାଲାଣ ଉପରେ...
ପ୍ରଧାନଶିକ୍ଷୟତ୍ରୀଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା
କୋରାପୁଟ ୦୭-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବାଗାନ୍ଧି ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଲକ୍ଷ୍ମି ପ୍ରସାଦ ରଥଙ୍କ ପତ୍ନୀ ବିଜୟଲକ୍ଷ୍ମି...
କୋରାପୁଟ ହସପିଟାଲରେ ଚିକିତ୍ସା ଅବହେଳାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଓ ଥାନାରେ ଏତଲା
କୋରାପୁଟ ୦୬-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କୋରାପୁଟ ସହରର ଜଣେ ଯୁବକଙ୍କ ଚିକିତ୍ସା ଅବହେଳାରେ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଓ...
କୋରାପୁଟ ଜିଲ୍ଲାପାଳ , ଏଡିଏମ ,ଉପଜିଲ୍ଲାପାଳ ଓ ଏସପି କୋଭିଡ ଟୀକା ନେଲେ
କୋରାପୁଟ ୦୬-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ୨ୟ ପର୍ଯ୍ୟାୟ କୋଭିଡ ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି ।କୋରାପୁଟ ସଂସ୍କୃତିଭବନ ପରିସରରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ...
୪୦୪କିଲୋ ଗଞ୍ଜେଇ ଜବତ,୮ ଗିରଫ
କୋରାପୁଟ ୦୫-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ସୁନାବେଡା ପୋଲିସ ଓ ପାଡୁଆ ପୋଲିସ ଦ୍ୱାରା ୪୦୪ କିଲୋ ଗଞେଇ ଜବତ କରାଯାଇଥିବା ବେଳେ ୮ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିସି ମାଧ୍ୟମରେ କୋଟିଆର ୯ ଟି ପ୍ରକଳ୍ପ ଲୋକାର୍ପିତ
କୋରାପୁଟ ୦୫-୦୨(ଓଡିଆ ପୁଅ /ରଂଜନ ଦାସ)ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବିବାଦୀୟ ଜୋଟିଆ ଗ୍ରାମ ପଂଚାୟତବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯କୋଟି ୩୦ ଲକ୍ଷ ୪୯ ହଜାର ଟଙ୍କା ବିନିମୟରେ ନିର୍ମିତ ୯ଟି...
ବିପୁଳ ପରିମାଣର ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ
କୋରାପୁଟ ୦୫-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ପୋଲିସକୁ ବଡ ସଫଳତା ମିଳିଥିବା ଜଣାପଡିଛି । ଗତ ୩ ଓ ୪ ତାରିଖ ଦିନ ଡିଭିଏଫ ଓ ବିଡିଡି ସ୍କାର୍ଡ ନାରାୟଣପାଟଣା...
ପଦ୍ମଶ୍ରୀ କମଳା ପୂଜାରୀ ସୁସ୍ଥ ହୋଇ ଘରକୁ ଗଲେ
କୋରାପୁଟ ; ତା୦୫-୦୨(ଓଡିଆ ପୁଅ /ରଂଜନ ଦାସ) ପଦ୍ମଶ୍ରୀ କମଳା ପୂଜାରୀ ସୁସ୍ଥ ହୋଇ ନିଜ ଘର ଜୟପୁରର ପାତ୍ରପୁଟକୁ ଯାଇଥିବା ଜଣାପଡିଛି ।ପଦ୍ମଶ୍ରୀ କମଳା ପୂଜାରୀ କିଡନୀ ଜନୀତ ରୋଗରେ ଆକ୍ରାନ୍ତ...





