Ranjan Das
ମେଡିକାଲ ଅକ୍ସିଜେନ ପ୍ଲାଂଟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ ୦୯-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ତରଳ ମେଡିକାଲ ଅକ୍ସିଜେନ(ଏଲଏମଓ,୧୩କେଏଲ)ସଂରକ୍ଷଣ ଓ ବଂଟନ ବ୍ୟବସ୍ଥା ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ(୬୦୦ଏଲପିଏମ)ର...
କୋରାପୁଟ ଜିଲ୍ଲାରେ ୧୪୨ଜଣ କରୋନା ପଜିଟିଭ ଚିହ୍ନଟ
କୋରାପୁଟ ୦୯-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ବୁଧବାର ଦିନ ୬୦ଜଣ ମହିଳାଙ୍କ ସମେତ ୧୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୪୮୪ରେ ପହଂଚିଛି । ...
କୋରାପୁଟ ଜିଲ୍ଲାପାଳ ଚାଟୁଆ ପଂଚାୟତର କଫି ବୃକ୍ଷରୋପଣ ପରିଦର୍ଶନ କରିବା ସହ ୬ ଟି...
କୋରାପୁଟ ୦୮-୦୬(ଓଡିଆପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ନନ୍ଦପୁର ବ୍ଲକ ଗସ୍ତରେ ଆସି ଆନ୍ଧ୍ର ସୀମାନ୍ତ ଚାଟୁଆ ପଂଚାୟତର ମୂର୍ତିକା ସଂରକ୍ଷଣ ବିଭାଗ ,କଫି ଉନ୍ନୟନ ବୋର୍ଡ ,...
କୋରାପୁଟ ଜିଲ୍ଲାରେ ୧୨୯ଜଣ କରୋନା ପଜିଟିଭ ଚିହ୍ନଟ
କୋରାପୁଟ ୦୮-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ମଙ୍ଗଳବାର ଦିନ ୬୦ଜଣ ମହିଳାଙ୍କ ସମେତ ୧୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୪୨ରେ ପହଂଚିଛି । ...
ଜୟପୁର ସଦର ପୋଲିସ ଦ୍ୱାରା ଗଞ୍ଜେଇ ଜବତ,୨ ଗିରଫ
କୋରାପୁଟ ୦୮-୦୬ (ଓଡିଆ ପୁଅ /ରଂଜନ ଦାସ) ଜୟପୁର ସଦର ଥାନା ଦ୍ୱାରା କୋଟିଏ ଟଙ୍କାର ଗଞ୍ଜେଇ ଜବତ କରା ଯାଇଥିବାବେଳେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ଜଣକୁ ଗିରଫ କରାଯାଇଛି । ...
କୋରାପୁଟ ଜିଲ୍ଲାରେ ୧୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ
କୋରାପୁଟ ୦୭-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ସୋମବାର ଦିନ ୮୮ଜଣ ମହିଳାଙ୍କ ସମେତ ୧୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨୧୩ରେ ପହଂଚିଛି । ଆଜିର...
ଗାଁ ଆମ୍ବ ପସରା ଷ୍ଟଲ ଉଦଘାଟିତ, ଦଶମନ୍ତପୁରରୁ ୧୦ ଟନ ଆମ୍ବ ରାଂଚି ଯିବ
କୋରାପୁଟ ୦୭-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହରସ୍ଥିତ ଅଫିସର୍ସ କ୍ଲବ ସମ୍ମୁଖରେ ଗାଁ ଆମ୍ବ ପସରା ଷ୍ଟଲ ଉଦଘାଟିତ ହୋଇଯାଇଛି ।ଓରମାସ ସହାୟତାରେ କାପକୋ ଦ୍ୱାରା ବୋରିଗୁମ୍ମାରୁ ୬ ଟନ ଆମ୍ବ...
ମେଡିକାଲ ଅକ୍ସିଜେନ ପ୍ଲାଂଟର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
କୋରାପୁଟ ୦୭-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ତରଳ ମେଡିକାଲ ଅକ୍ସିଜେନ(ଏଲଏମଓ,୧୩କେଏଲ) ସଂରକ୍ଷଣ ଓ ବଂଟନ ବ୍ୟବସ୍ଥା ଏବଂ ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ...
କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ସିଏମଆରଏଫରୁ ଆର୍ଥିକ ସହାୟତା ପ୍ରଦାନ
କୋରାପୁଟ ୦୬-୦୬(ଓଡିଆ ପୁଅ /ରଂଜନ ଦାସ) ଅତି ଦୟନୀୟ ଅବସ୍ଥାରେ ଥିବା କୋରାପୁଟ ପୌରାଂଚଳ ଡିଏନକେ କଲୋନୀର ହେମଲତା ନାୟକ ନାମ୍ନୀ ବିଧବା ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପୁନର୍ବାସ ପାଇଁ ୧୦...
କୋରାପୁଟ ଜିଲ୍ଲାରେ ୧୫୮ଜଣ କରୋନା ପଜିଟିଭ ଚିହ୍ନଟ
କୋରାପୁଟ ୦୬-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ରବିବାର ଦିନ ୬୩ଜଣ ମହିଳାଙ୍କ ସମେତ ୧୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦୩୩ରେ ପହଂଚିଛି । ...
ଇକୋସିଷ୍ଟମର ପୁନରୁଦ୍ଧାର ପାଇଁ ଓଡିଶା ହେଉଛି ଆଗଧାଡିର ପ୍ରତିନିଧି
କୋରାପୁଟ ୦୬-୦୬(ଓଡିଆ ପୁଅ /ରଂଜନ ଦାସ)ଜଙ୍ଗଳର ପୁନରୁଦ୍ଧାର ,ସାମାଜିକ ବନୀକରଣ ଅଭିଯାନ , ନଦୀ ଓ ଜଳଭଣ୍ଡାର ପାଶ୍ୱରେ ବୃକ୍ଷରୋପଣ ଏବଂ ପାହାଡ ଅଂଚଳରେ ଜଙ୍ଗଳ ସୃଷ୍ଟି ଇତ୍ୟାଦି କାର୍ଯ୍ୟକ୍ରମ ଓଡିଶାରେ ସଫଳତାର...
କରୋନା ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ
କୋରାପୁଟ ୦୬-୦୬(ଓଡିଆ ପୁଅ /ରଂଜନ ଦାସ)ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରୋନା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ରଥର...
ପ୍ରଗତି ଆନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ
କୋରାପୁଟ ୦୫-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବ୍ଲକ ଅନ୍ତର୍ଗତ କେନ୍ଦାର ଗ୍ରାମପଂଚାୟତର ଉପର ମାଙ୍ଗରା ଗ୍ରାମଠାରେ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଗତି ଆନୁକୁଲ୍ୟରେ ଏବଂ ଇଡିଲଗିଭ ଫାଉଣ୍ଡେସନ , ଆଇଫାଡ ଓ ଅଷ୍ଟ୍ରେଲିଆନ ହାଇକମିଶନ...
କୋରାପୁଟ ଜେଲରେ ୧୫୨ଜଣ କୋଭିଡ ଟୀକା ନେଲେ
କୋରାପୁଟ ୦୫-୦୬ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜେଲରେ ଶନିବାର ଦିନ ୧୫୨ ଜଣ କୋଭିଡ ଟୀକା ନେଇଥିବା ଜଣାପଡିଛି ।ସ୍ୱାସ୍ଥ୍ୟ କର୍ମିମାନେ ଜେଲକୁ ଯାଇ କଏଦୀମାନଙ୍କୁ ଟୀକା ପ୍ରଦାନ କରିଥିଲେ...
କୋରାପୁଟ ଜିଲ୍ଲାରେ ୧୬୧ଜଣ କରୋନା ପଜିଟିଭ ଚିହ୍ନଟ
କୋରାପୁଟ ୦୫-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଶନିବାର ଦିନ ୫୯ଜଣ ମହିଳାଙ୍କ ସମେତ ୧୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୭୫ରେ ପହଂଚିଛି । ...
କୋରାପୁଟ ବିଧାୟକଙ୍କ ବଦାନ୍ୟତା, ଦୁର୍ଘଟଣାଗସ୍ତ ଆହତଙ୍କୁ ଉଦ୍ଧାର କରି ହସପିଟାଲ ପଠେଇଲେ
କୋରାପୁଟ ୦୫-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ବଦାନ୍ୟତା ଦେଖିବାକୁ ମିଳିଛି ।ରାସ୍ତା ଦୁର୍ଘଟଣାଗସ୍ତ ଆହତଙ୍କୁ ଉଦ୍ଧାର କରି ହସପିଟାଲକୁ ପଠାଇଥିଲେ ବୋଲି...
କୋରାପୁଟ ଜିଲ୍ଲାର ହଳଦୀ ବାଙ୍ଗାଲୋର ଗଲା
କୋରାପୁଟ ୦୫-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ହଳଦୀ ବାଙ୍ଗାଲୋର ଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୟାପୁଟଠାରେ ଚମ୍ପି,ଡୁମୁରିପଦର ,କଣାପାଢୀ,ଟିମାଝୋଲା,ଲଛମଣି ,ତୟାପୁଟ ପ୍ରଭୃତି ଗ୍ରାମର ଚାଷୀମାନେ ଉତ୍ପାଦିତ...
କୋରାପୁଟ ଜିଲ୍ଲା କ୍ରୀଡା ବିଭାଗ ତରଫରୁ ଅନଲାଇନ ଆଲୋଚନାଚକ୍ର
କୋରାପୁଟ ୦୫-୦୬(ଓଡିଆ ପୁଅ /ରଂଜନ ଦାସ)କରୋନା ମହାମାରୀ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ ରହିଥିବା ବେଲେ କ୍ରୀଡାବିତମାନଙ୍କ ମନୋବଳ ସୁଦୃଢ କରିବା ନିମନ୍ତେ କୋରାପୁଟ ଜିଲ୍ଲା କ୍ରୀଡା ବିଭାଗ...
ସାର୍ବଜନୀନ ଦେୟମୁକ୍ତ ଟୀକାକରଣ ପାଇଁ କଂଗ୍ରେସର ଦାବିପତ୍ର ପ୍ରଦାନ
କୋରାପୁଟ ୦୪-୦୬(ଓଡିଆ ପୁଅ /ରଂଜନ ଦାସ) ମହାମାରୀ କରୋନାରୁ ରକ୍ଷା ପାଇବାକୁ ଭାରତ ସରକାର ସମସ୍ତ ନାଗରିକଙ୍କୁ ସାର୍ବଜନୀନ ଦେୟମୁକ୍ତ ଟୀକାକରଣ କରିବାକୁ କଂଗ୍ରେସ ଦାବି କରିଛି । ଅଖିଲ ଭାରତୀୟ କଂଗ୍ରେସ...
କୋରାପୁଟ ଜିଲ୍ଲାରେ ୧୮୫ଜଣ କରୋନା ପଜିଟିଭ ଚିହ୍ନଟ
କୋରାପୁଟ ୦୪-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ଶୁକ୍ରବାର ଦିନ ୭୩ଜଣ ମହିଳାଙ୍କ ସମେତ ୧୮୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୧୪ରେ ପହଂଚିଛି । ଆଜିର...