Home କୋରାପୁଟ କୋରାପୁଟ ଜେଲରେ ୧୫୨ଜଣ କୋଭିଡ ଟୀକା ନେଲେ କୋରାପୁଟଜିଲ୍ଲା ପରିକ୍ରମା କୋରାପୁଟ ଜେଲରେ ୧୫୨ଜଣ କୋଭିଡ ଟୀକା ନେଲେ By Ranjan Das - June 5, 2021 38 Total0 0 0 0 0କୋରାପୁଟ ୦୫-୦୬ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜେଲରେ ଶନିବାର ଦିନ ୧୫୨ ଜଣ କୋଭିଡ ଟୀକା ନେଇଥିବା ଜଣାପଡିଛି ।ସ୍ୱାସ୍ଥ୍ୟ କର୍ମିମାନେ ଜେଲକୁ ଯାଇ କଏଦୀମାନଙ୍କୁ ଟୀକା ପ୍ରଦାନ କରିଥିଲେ ।୧୨୧ ଜଣ ପ୍ରଥମ ଡୋଜ ଟୀକା ନେଇଥିବା ବେଳେ ୩୧ ଜଣ ଦ୍ୱିତୀୟ ଡୋଜ ଟୀକା ନେଇଥିଲେ ବୋଲି ଜଣାପଡିଛି । Tweet Total0 0 0 0 0