Home Authors Posts by Premananda Das

Premananda Das

393 POSTS 0 COMMENTS

ପ୍ରବାସୀ ଶ୍ରମିକଙ୍କ ତେଲେଙ୍ଗାନାରେ ମୃତ୍ୟୁ, ଲକ୍ ଡାଉନ୍ ପାଇଁ ଗାଁକୁ ଆସିପାରିଲାନି ଶବ

0
କେନ୍ଦୁଝର, ତା ୨୨ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଦୁଧନାଳୀ ଗ୍ରାମର ମାର୍କଣ୍ଡ ମୁଣ୍ଡାଙ୍କ ପୁଅ ଗୌରାଙ୍ଗ ମୁଣ୍ଡା(୨୯)ଙ୍କ ତେଲେଙ୍ଗାନାରେ ଗତ ବୁଧବାର ଦିନ ଆକସ୍ମିକ ମୃତ୍ୟୁ ଘଟିଛି...

ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ, ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ...

0
କେନ୍ଦୁଝର, ତା ୨୨ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିରବରପୁର ନୂଆଗାଁରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ଯୁବକ ଜଣଙ୍କ ହେଲେ ମକାପୁଡା...

ଶ୍ରମ ସମୟ ପରିବର୍ତ୍ତନ ବିରୁଦ୍ଧରେ ଏଆଇଟିୟୁସି ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ

0
ବଡ଼ବିଲ, ତା ୨୨ ମେ(ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ଦୈନିକ ଶ୍ରମ ସମୟ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଏଆଇଟିୟୁସିର ବିକ୍ଷୋଭ । ଏହି କ୍ରମରେ ଆଜି କେନ୍ଦୁଝର...

ସାବିତ୍ରୀ ପାଇଁ ଭୁଲିଗଲେ ସାମାଜିକ ଦୂରତା, ବଡ଼ବିଲରେ ଲୋକଙ୍କ ଭିଡ଼

0
ବଡ଼ବିଲ, ତା ୨୧ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ବିଶ୍ବକୁ କବଳିତ କରିଛି ମହାମାରୀ କରୋନା । ବିଭିନ୍ନ ଦେଶରେ ପୋକ, ମାଛି ପରି ମରୁଛନ୍ତି ଲୋକ । ଏହି ମହାମାରୀ ପାଇଁ...

ଅମ୍ପାନର ପ୍ରଭାବରେ ଭାଙ୍ଗିଲା ପେଟ୍ରୋଲ ପମ୍ପର ଛାତ

0
ହରିଚନ୍ଦନପୁର, ତା ୨୦ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କରୋନା ମହାମାରୀ ସହ ସମସ୍ୟା ବଢାଇଛି ମହାବାତ୍ୟା ଅମ୍ପାନ । ଏହି ଅମ୍ପାନ ପଶ୍ଚିମବଙ୍ଗ ତଟରେ ଛୁଇଁବାକୁ ଥିବା ବେଳେ ଏହାର ପ୍ରଭାବ...

ଓଟିଏ ଅଫିସର ଭାବେ ମନୋନୀତ ହୋଲେ ଦୀପଙ୍କର ପଣ୍ଡା

0
ବଡ଼ବିଲ, ତା ୨୦ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ବଲାଣି ଡିଏଭି ପବ୍ଲିକ ବିଦ୍ୟାଳୟର ଏନସିସି ବିଭାଗର ତାଲିମ ଶିକ୍ଷକ ଦୀପଙ୍କର ପଣ୍ଡା ଅଫିସର ତାଲିମ ଏକାଡେମୀ...

ପୂର୍ବ ସତୃତାକୁ ନେଇ ବଡ଼ଭାଇକୁ ଟାଙ୍ଗିଆରେ ହାଣି ସାନଭାଇ ଗିରଫ୍

0
କେନ୍ଦୁଝର, ତା ୧୯ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମ ପଞ୍ଚାୟତର ଛତିଆ ଗ୍ରାମରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼...

ଆଦିବାସୀ ଅଧ୍ୟୁଷିତ ଗାଁ ମରାଗୋଳାରେ ବିକାଶର ପାଦଚିହ୍ନ ପଡ଼ିବ କେବେ ? ଏପରିକି...

0
ହରିଚନ୍ଦନପୁର,ତା ୧୯ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସ୍ବାଧୀନତାର ୭୩ ବର୍ଷ ପରେ ବି ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରୀ ଯୋଜନା ସାତସପନ, ଏମିତି ଏକ ଗାଁ ରହିଛି ସରକାରଙ୍କ ମୈ।‌ଳିକ...

ପାଟଣା ଥାନା ଆଇଆଇସିଙ୍କ ଦବଙ୍ଗଗିର, ଭିଡ଼ିଓ ଭାଇରାଲ

0
କେନ୍ଦୁଝର, ତା ୧୮ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସତେ ଯେମିତି ମନେହୁଏ କେନ୍ଦୁଝରର ଏସପି ନାମକୁ ମାତ୍ର । ତାଙ୍କ ଅଧିନସ୍ଥ କର୍ମଚାରୀମାନେ ବାରମ୍ବାର ଭୁଲ କରି ନିଲମ୍ବନ ହେବା ପରେ...

ଟ୍ରେନ୍ ଧକ୍କାରେ ଜଣେ ମୃତ

0
ହରିଚନ୍ଦନପୁର, ତା ୧୭ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଚିଲିକିଧରା ରେଳ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଜଣେ ମୃତ୍ୟୁ । ଖବର ଅନୁଯାୟୀ ସେଠାକାର ଲୋକମାନେ...

ସ୍ୱାମୀ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ କୋଦାଳରେ ହାଣିଲେ ୩ ଭାଇ, ସ୍ୱାମୀ ମୃତ୍ୟୁ ସ୍ତ୍ରୀ...

0
ମୟୂରଭଞ୍ଜ, ତା ୧୪ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ମୟୁରଭଞ୍ଜ ଜିଲ୍ଲା ରରୁଆଁଥାନା ଅନ୍ତର୍ଗତ କାଶିଆ ଗ୍ରାମରେ ଅଘଟଣ । କୌଣସି କାରଣକୁ ନେଇ ଗ୍ରାମର ତିନି ଭାଇ କରୁଣାକର ନାଏକ(ଠେଲୁ),...

ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ

0
ମୟୂରଭଞ୍ଜ, ତା ୧୩ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଜଣ ଗିରଫ ହୋଇଛନ୍ତି । ଖବର ଅନୁଯାୟୀ ବାରିପଦା ଟାଉନଥାନା ଅନ୍ତର୍ଗତ ମଧୁବନସ୍ଥିତ ଏକ ଗ୍ୟାରେଜରେ...

ବଳିତା ଜଙ୍ଗଲରୁ ମିଳିଥିବା ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଘଟଣାର ପର୍ଦ୍ଦାଫାଶ, ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା,...

0
ବଡ଼ବିଲ, ତା ୧୩ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)ଅନ୍ଧ ବିଶ୍ୱାସର କୁପରିଣତି ପୁଣି ସାମ୍ନାକୁ ଆସିଛି। ଗୁଣିଗାରେଡ଼ି ସନ୍ଦେହରେ ସମ୍ପର୍କୀୟା ପୁତୁରା ବୋହୂ ଶାଶୁକୁ ବିଭତ୍ସ ହତ୍ୟା। ଗତ ଶନିବାର, କେନ୍ଦୁଝର ଜିଲ୍ଲା...

ତହସିଲଦାରଙ୍କ ଦ୍ବାରସ୍ଥ ହେଲେ ବଡ଼ବିଲ ବାରିକ ସଙ୍ଘର କର୍ମକର୍ତ୍ତା

0
ବଡ଼ବିଲ ,ତା ୧୨ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ବାରିକ ସଂଘ ପକ୍ଷରୁ ଆଜି ବଡ଼ବିଲ ତହସିଲଦାରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି ।...

କର୍ମ ଦିବସକୁ ୮ଘଣ୍ଟାରୁ ୧୨ଘଣ୍ଟା ବୃଦ୍ଧିକୁ ନେଇ ଏଆଇଟିୟୁସି ପକ୍ଷରୁ ମୌନ ପ୍ରତିବାଦ

0
କେନ୍ଦୁଝର, ତା ୧୧ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ତୀର୍ଥ ପାତ୍ରଙ୍କ ରିପୋର୍ଟ- ଦୈନିକ ଶ୍ରମ ସମୟ ୮ଘଣ୍ଟା ଥିବା ବେଳେ ତାହା ୧୨ଘଣ୍ଟାକୁ ବୃଦ୍ଧି କରାଯାଇଛି, ଯାହାକୁ ନେଇ ଶ୍ରମିକ ସଙ୍ଗଠନ ଏଆଇଟିୟୁସି...

ବିଶ୍ବରେ କରୋନା ଠାରୁ ଜନଜୀବନକୁ ମୁକ୍ତି ପାଇଁ ଆଜି ଯାଜପୁର ବାବା ସିଦ୍ଧେଶ୍ୱରଙ୍କ ପାଖରେ...

0
ଯାଜପୁର ,ତା ୧୧ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ତାଲିହା ପଞ୍ଚାୟତ ଅନ୍ତର୍ଗତ ବହୁ ପୁରାତନ ଶୈବ ମନ୍ଦିର ବାବା ସିଦ୍ଧେନାଥ ସିନ୍ଧେଶ୍ବର ରୂପେ ବେଶ୍...

ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସମ୍ପର୍କୀୟ ବୋହୂ ନିଖୋଜ, ପୋଲିସ ତଦନ୍ତ ଜାରି

0
ବଡ଼ବିଲ ,ତା ୧୦ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ଜଣେ ବୃଦ୍ଧାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବୃଦ୍ଧାଙ୍କ ସାଙ୍ଗରେ...

ପାଣିରେ ବୁଡିଯିବା ବେଳେ ବାଳକ ଉଦ୍ଧାର

0
ବଡ଼ବିଲ ,ତା ୧୦ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ୧୩ ନମ୍ୱର ୱାର୍ଡର କ୍ରିଷ୍ଣା ମୁଣ୍ଡା ନାମକ ୧୦ ବର୍ଷର ବାଳକ ନିକଟସ୍ଥ ପିଜୁଳି ବଗିଚା ନିକଟରେ ଥିବା...

ବାଘଛାଲ ଜବତ, ୪ଜଣ ଗିରଫ

0
ମୟୁରଭଞ୍ଜ, ତା ୧୦ ମେ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଅସୁରକ୍ଷିତ ବନ୍ୟପ୍ରାଣୀ । ଏହାର ସୁରକ୍ଷା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ଯଥେଷ୍ଟ କର୍ମଚାରୀ ନିଯୁକ୍ତ...

ବଡ଼ବିଲ କାରୋ ନଦୀର ସ୍ୱଚ୍ଛ ଜଳ ଏବେ ବିଷ ପାଲଟୁଛି

0
ବଡ଼ବିଲ ,ତା ୧୦ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଡ଼ବିଲ କାରୋ ନଦୀର ସ୍ୱଚ୍ଛ ଜଳ ଆଜି ବିଷ ପାଲଟୁଥିବା ଦେଖିବାକୁ ମିଳିଛି । ପୂର୍ବରୁ ଯେଉଁ...