Home ଓଡ଼ିଶା ଓଟିଏ ଅଫିସର ଭାବେ ମନୋନୀତ ହୋଲେ ଦୀପଙ୍କର ପଣ୍ଡା

ଓଟିଏ ଅଫିସର ଭାବେ ମନୋନୀତ ହୋଲେ ଦୀପଙ୍କର ପଣ୍ଡା

120

ବଡ଼ବିଲ, ତା ୨୦ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ବଲାଣି ଡିଏଭି ପବ୍ଲିକ ବିଦ୍ୟାଳୟର ଏନସିସି ବିଭାଗର ତାଲିମ ଶିକ୍ଷକ ଦୀପଙ୍କର ପଣ୍ଡା ଅଫିସର ତାଲିମ ଏକାଡେମୀ ନାଗପୁର ମହାରାଷ୍ଟ୍ରରେ ୮୫ ଦିନର ଟ୍ରେନିଂ ୮/୩/୨୦୨୦ ରୁ ୩/୫/୨୦୨୦ ପର୍ଯ୍ୟନ୍ତ ଟ୍ରେନିଂ ହୋଇଥିଲା । ଏହି ଟ୍ରେନିଂ ଦେଶରେ ବିଭିନ୍ନ ଶିକ୍ଷକ ସଂସ୍ଥାରୁ ୨୮୩ ଜଣ ଏନସିସି ତାଲିମ ଶିକ୍ଷକ ଯୋଗ ଦେଇଥିଲେ । ଏହି ଟ୍ରେନିଂରେ ବଲାଣିର ଦୀପଙ୍କର ପଣ୍ଡାଙ୍କୁ କୃତିତ୍ୱ ପାଇଁ ବଲାଣି ଡିଏଭି ବିଦ୍ୟାଳୟର ପ୍ରିନ୍ସପାଲଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ପ୍ରସଂଶାର ସୁଅ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.