Pramod Kumar Ray
ଧାନ କିଣାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବିରୋଧ ପ୍ରତିବାଦରେ ମହିଳାଙ୍କ ବିକ୍ଷୋଭ
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ କ୍ରୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା କୁଚକ୍ରୀ ଗୋଷ୍ଠୀଙ୍କ ବିରୋଧରେ ପ୍ରତିବାଦ କରି ଆଜି ଶତାଧିକ...
୭ହଜାର ଟଙ୍କା ଲାଂଚନେବା ମହଙ୍ଗା ପଡିଲା , ଭିଜିଲାନ୍ସ ହାତରେ ଧରାପଡିଲେ କଇଥଖୋଲା ଆର...
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜମିର ନାମଜାରୀ ପାଇଁ ବାରମ୍ବାର ଆର ଆଇଙ୍କ ଦ୍ୱାରସ୍ଥ ହେବା ପରେ ଶେଷରେ ୭ହଜାର ଟଙ୍କାରେ ଫଇସଲା ହୋଇଥିଲା । ଟଙ୍କା...
ଆତ୍ମ ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥା, ଭଦ୍ରକ ଶାଖା ଆନୁକୁଲ୍ୟରେ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ୬ ଦିନିଆରେ ତାଲିମ କାର୍ଯ୍ୟକ୍ରମ...
ଭଦ୍ରକରେ ଇ – କୋର୍ଟ ସେବା ଉଦ୍ଘାଟିତ
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସିଭିଲ କୋର୍ଟ ପରିସରରେ ଇ- କୋର୍ଟ ସେବା ଉଦ୍ଘାଟିତ ହୋଇ ଯାଇଛି । ଭର୍ଚୁଆଲ ପ୍ରକ୍ରିୟାରେ ଅନୁଷ୍ଠିତ ଉଦ୍ଘାଟନୀ...
ବ୍ରହ୍ମପୁର ସେବା ସମବାୟ ସମିତିକୁ ଧାନକିଣାରୁ ବାଦ୍ଦେବା ପ୍ରସଙ୍ଗ, ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରି...
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାରେ ଖରିଫ ଧାନ ସଂଗ୍ରହ ପାଇଁ ୨୦ ତାରିଖ ଶୁଭାରମ୍ଭ ହୋଇଥିବାବେଳେ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ଧାନ...
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଭଦ୍ରକ ଜିଲ୍ଲା ଗସ୍ତ ଓ କାର୍ଯ୍ୟ ନୀରିକ୍ଷଣ
ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଆଜି ଭଦ୍ରକ ଜିଲ୍ଳା ଗସ୍ତ କରିବା ସହିତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର...
ଭଦ୍ରକ ସାହିତ୍ୟ ପରିଷଦର ମନୋଜ ଦାସଙ୍କ ପାଇଁ ଦୀପଦାନ
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସାହିତ୍ୟ ପରିଷଦର ଭଦ୍ରକସ୍ଥ ଲୋକନାଥ ମନ୍ଦିର ଠାରେ ଭାରତର ଅନନ୍ୟ ଅପ୍ରତିଦ୍ୱନ୍ଦୀ ସାରସ୍ୱତ ସ୍ରଷ୍ଟା ତଥା ପ୍ରଜ୍ଞାପୁରୁଷ ଶ୍ରୀଯୁକ୍ତ ମନୋଜ...
ବିଦ୍ୟୁତ୍ ଥାନା ୨ ବର୍ଷ ହେଲା ଅଚଳ : ୭ ବର୍ଷରେ ୧୨୩ ମାମଲା
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ ୯ ବର୍ଷ ତଳେ ବିଦ୍ୟୁତ୍ ସଂକ୍ରାନ୍ତୀୟ ମାମଲାର ପରିଚାଳନା ତଥା ବିଦ୍ୟୁତ୍ ଚୋରି ରୋକିବା ପାଇଁ ପ୍ରତିଷ୍ଠା କରାଯାଇଥିବା...
ଜିଲ୍ଲାସ୍ତରୀୟ ମା’ ଭଦ୍ରକାଳୀ ମହିଳା ମହାସଂଘର ଆଲୋଚନା ଓ ସମ୍ବର୍ଦ୍ଧନା ସଭା
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମା’ ଭଦ୍ରକାଳୀ ମହିଳା ମହାସଂଘ ପକ୍ଷରୁ ଭଦ୍ରକ ବାଲଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ଆଲୋଚନା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ...
ଭଦ୍ରକ ଜିଲ୍ଲା ସମାଜସେବୀ ମହାସଂଘ ଗଠିତ ଓ ଆଲୋଚନା ଚକ୍ର
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅସହାୟ ଲୋକଟି ସହାୟତା ପାଉ । ଅବହେଳିତ ମଣିଷଟି ଆଶ୍ରିତ ହେଉ । ନିଷ୍ପେଷିତ ବ୍ୟକ୍ତିଟି ନିରୁପାୟ ନ ହେଉ ।...
ବ୍ରହ୍ମପୁର ସେବା ସମବାୟ ସମିତିକୁ ଧାନକିଣାରୁ ବାଦ୍ଦେବା ନେଇ ଆନ୍ଦୋଳନ
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଳକ ଅନ୍ତର୍ଗତ ବ୍ରହ୍ମପୁର ସେବା ସମବାୟ ସମିତିକୁ ଚଳିତ ବର୍ଷ ଧାନ କିଣାରୁ ବାଦ୍ ଦିଆଯିବା ନେଇ ଆଜି ଚାଷୀମାନେ...
ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ତୁରନ୍ତ ଗିରଫ ଦାବୀ
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଗଣତାନ୍ତ୍ରିକ ମହିଳା ସମିତିର ଆହ୍ୱାନ କ୍ରମେ ଗତ ୧୦ ତାରିଖ ବିଶ୍ୱ ମାନବାଧିକାର ଦିବସ ପରିପ୍ରେକ୍ଷୀରେ ଓରିଅନ ହୋଟେଲ...
ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଭାରତୀୟ ମଜଦୁର ସଂଘ ଓ ଏହା ସହ ଅନୁବନ୍ଧିତ ଧାମରା ବନ୍ଦର...
ରାଜ୍ୟର ଶିଶୁ ଅପହରଣ ଓ ନିର୍ଯ୍ୟାତନା ପ୍ରତିବାଦରେ କଂଗ୍ରେସର ଏସ୍ପି ଅଫିସ ଆଗରେ ଗଣଧାରଣା
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟରେ ବର୍ତ୍ତମାନ ଦିନକୁ ପ୍ରାୟ ୧୧ଜଣ ଶିଶୁ ନିଖୋଜ ହୋଇଛନ୍ତିି । ଯାହାକି ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ ।...
ବିଧାୟକଙ୍କ ସ୍ୱପ୍ନର ସ୍ମାର୍ଟ ସିଟି ଏବେ ଅଧୁରା , କୁଜିନେତାଙ୍କ ଦବ୍ଦବା ଜନିତ ଟେଣ୍ଡର...
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକକୁ ଏକ ସ୍ମାର୍ଟ ସିଟିରେ ପରିଣତ କରାଇବା ପାଇଁ ସ୍ଥାନୀୟ ବିଧାୟକଙ୍କ ଘୋଷଣା ଏବେ ପଦ୍ମ ଘୁଂଚି ଘୁଂଚି ଯିବାଭଳି ପ୍ରତୀୟମାନ...
ସାଧାରଣ ଦର୍ଶନ ପାଇଁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କରୋନା ପାଇଁ ସାଧାରଣ ଦର୍ଶନ ଦୀର୍ଘ ମାସ ଧରି ବନ୍ଦ ରହିଥିବା ଆରଡି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତା ୩...
ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶୁକ୍ରବାର ଭଦ୍ରକ ବ୍ଳକ ଅଧିନସ୍ଥ ଜଗଦଳପୁର ପଞ୍ଚାୟତରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକ ବିଭିନ୍ନ ପ୍ରକଳ୍ପର ଶୁଭଉଦ୍ଘାଟନ...
ଟ୍ରେନ ଲାଇନ ପାଖରେ ଶୋଇଥିବା ଯୁବକଙ୍କ ହାତ କଟି ଗୁରୁତର
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ-ଧାମରା ରେଳପଥରେ ଗତକାଲି ରାତିରେ ଟ୍ରେନ ଲାଇନ ପାଖରେ ଶୋଇଥିବା ଜଣେ ଯୁବକଙ୍କ ହାତ କଟି ଗୁରୁତର ଆହତ ହୋଇଥିବା ଜଣାଯାଇଛି। ପ୍ରକାଶ...
ପୁଣି ଉଠିଲା ତ୍ରୀଶଳପୁର ଠାରେ ଗଳାପୋଲ ଦାବି ଆନ୍ଦୋଳନ ଡାକରା ଦେଲେ ୨ଟି...
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୧୬ ନମ୍ବର ଜାତୀୟ ରାଜପଥରେ ଚରମ୍ପା ବଜାର ଠାରୁ ୬ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ କୌଣସି ଗୋଟିଏ ଗଳାପୋଲ ବା ଅଣ୍ଡରପାସ ନାହିିଁ।...
ଗାନ୍ଧୀ ବାଳାଶ୍ରମରେ ରକ୍ତଦାନ ଶିବିର
ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗାନ୍ଧୀ ଓଡ଼ିଶା ଓ ନୂଆସାହି ଗ୍ରାମବାସୀଙ୍କ ସହଯୋଗରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।...





