Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ଭଦ୍ରକ ସାଂସ୍କୃତିକ ମହୋତ୍ସବ ଉଦଯାପିତ

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ମାସ ୨ ତାରିଖରୁ ସ୍ଥାନୀୟ ଗାନ୍ଧୀ ପଡ଼ିଆ ଠାରେ ଚାଲିଥିବା ୭ମ ଭଦ୍ରକ ସାଂସ୍କୃତିକ ମହୋତ୍ସବ ଗତକାଲି ସଂଧ୍ୟାରେ ଏକ...

ଭଦ୍ରକରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତ ସରକାରଙ୍କ ଗମନା ଗମନ, ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଆନୁକୂଲ୍ୟରେ ଜାନୁୟାରୀ ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ...

ମକର ସଂକ୍ରାନ୍ତୀରେ ମା’ ଦପାନାୟକାଣୀ ପୀଠ ଉତ୍ସବମୁଖର, ଦପାନାୟକାଣୀ ମନ୍ଦିର ବେଢ଼ାରେ ଲାଗି ଭୋଗ...

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁରସ୍ଥିତ ପ୍ରସିଦ୍ଧ ମା ଦପାନାୟକାଣୀ ପୀଠ ମକର ସଂକ୍ରାନ୍ତୀ ଉପଲକ୍ଷେ ଉତ୍ସବ...

ମା’କ୍ଷେତ୍ରବାସୀଙ୍କ ପୀଠରେ ମକର ମେଳା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମକର ସଂକ୍ରାନ୍ତି ଉପଲକ୍ଷେ ଜିଲ୍ଲାରେ ସମସ୍ତ ଦେବୀ ପୀଠରେ ପାଳନ କରାଯାଏ ମକର ମେଳା। ଏହି ମେଳାକୁ ଉକ୍ତ ମାନେ ବହୁ...

ପବିତ୍ର ମକର ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଲାଗିହେଲା ନୂଆ ମକର ଚାଉଳ ଓ ପୋଡପିଠା, ବଡସିଂହାର...

0
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ମକର ସଂକ୍ରାନ୍ତି ଅବସରରେ ପରମ୍ପରା ଅନୁଯାୟୀ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ନୂଆ ମକର ଚାଉଳ ଓ ପୋଡପିଠା।...

ଶିକ୍ଷକ ଅଭାବ ପୂରଣ ଦାବିରେ ବଡବନସ୍ତା ସ୍କୁଲରେ ତାଲା ପକାଇ ଧାରଣା

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ବ୍ଲକର ବଡବନସ୍ତା ଉପ୍ରା ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରି ଛାତ୍ରଛାତ୍ରୀ, ଅଭିଭାବକମାନେ ବିଦ୍ୟାଳୟ...

ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଭଦ୍ରକ ସୂର୍ଯ୍ୟଶିଖା

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭଦ୍ରକ ସୂର୍ଯ୍ୟଶିଖା ଦଳ ଓ କଟକ ଆର.ସି.ସି. ୟଙ୍ଗଷ୍ଟର ଦଳ...

ବ୍ୟାସକବିଙ୍କ ବଳିଷ୍ଠ ରଚନା ତାଙ୍କୁ ଚିରକାଳ ଅମର କରି ରଖିବ, ଦେବଭୂମୀ ଗବସାହି ଠାରେ...

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବ୍ୟାସକବି ଫକୀର ମୋହନ ସେନାପତି ଥିଲେ ବାସ୍ତବରେ ଓଡିଆ ଭାଷାର ଜନକ। ନିଜର ବଳିଷ୍ଠ ରଚନା ମାମୁଁ, ପ୍ରାୟଶ୍ଚିତ, ଛମାଣ ଆଠଗୁଣ୍ଠ,...

ଓଡିଶାର ବିରଳ କଳା ଭାସ୍କର୍ଯ୍ୟର ସୁରକ୍ଷା ଲୋଡ଼ା, ଭଦ୍ରକ ସାସ୍କୃତିକ ମହୋତ୍ସବର ୧୧ତମ ସଂଧ୍ୟା

0
ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶାର କଳା ଓ ଭାସ୍କର୍ଯ୍ୟ ବିଶ୍ୱରେ ବିରଳ। କିନ୍ତୁ କ୍ରମଶଃ ବହୁ ବିରଳ କଳାକୃତୀ ବିଲୁପ୍ତ ହେବାରେ ଲାଗିଛି। ଏହି କଳାକୃତୀକୁ...

ଭଦ୍ରକ ସାଂସ୍କୃତିକ ମହୋତ୍ସବର ୧୦ମ ସଂଧ୍ୟା ଅଛି, ନଦିଆ କୀର୍ତ୍ତମ ମଣ୍ଡଳୀଙ୍କ ଦ୍ୱାରା ସୃଷ୍ଟି...

0
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଐତିହାସିକ ଗାନ୍ଧି ପଡ଼ିଆ ଠାରେ ଚାଲିଥିବା ଭଦ୍ରକ ସାଂସ୍କୃତିକ ମହୋତ୍ସବର ୧୦ ମ ସଂଧ୍ୟା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ...

ପାଣି ପଞ୍ଚାୟତ ସଚେତନତା ପକ୍ଷ ପାଳନ ପ୍ରସ୍ତୁତି

0
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଳ ହିଁ ଜୀବନ। ପ୍ରାଣୀ ଜଗତ ପାଇଁ ଏହା ପ୍ରକୃତିଦତ ଏକ ଅମୂଲ୍ୟ ସମ୍ପଦ। ଜଳ ବିନା ଉଦ୍ଭିଦ କି ପ୍ରାଣୀ...

ଶିକ୍ଷକ ବଦଳିକୁ ବିରୋଧ ବଡକଣ୍ଟାପଡା ସ୍କୁଲ ସମ୍ମୁଖରେ ଛାତ୍ର ଅଭିଭାବକଙ୍କ ଧାରଣା

0
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ବ୍ଲକର ସାନଶାସନ ପଞ୍ଚାୟତ ଅନ୍ତର୍ଗତ ବଡକଣ୍ଟାପଡା ୟୁଜିଏମଇ ସ୍କୁଲ ସମ୍ମୁଖରେ ଶିକ୍ଷକ ବଦଳି ପ୍ରତିବାଦରେ ଛାତ୍ର ଓ ଅଭିଭାବକମାନେ ଗୁରୁବାର...

ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ବାଲେଶ୍ୱର ମର୍ଣ୍ଣିଂଷ୍ଟାର

0
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ ବାଲେଶ୍ୱର ମର୍ଣ୍ଣିଂଷ୍ଟାର ଦଳ ଓ ବି.ଏମ.ସି.ସି. ଗୋଳକୁଣ୍ଡ ଦଳ...

ଦିବ୍ୟାଙ୍ଗ ସୁରକ୍ଷା ସଂଘର ବାର୍ଷିକ ସମାରୋହ ଓ ଦିବ୍ୟାଙ୍ଗଙ୍କୁ ଉପକରଣ ବଣ୍ଟନ

0
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା ପଞ୍ଚାୟତସ୍ଥିତ ଡାହାଣୀ ପଡ଼ିଆ ଠାରେ ଜାନୁଆରୀ ୧୦ ଓ ୧୧ ତାରିଖ ଦୁଇଦିନ ଧରି...

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

0
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଜନ୍ତୁଆଳି ନୂଆଗାଁ ଗ୍ରାମର ଆନନ୍ଦ ଘଡ଼େଇଙ୍କ ପୁଅ ପ୍ରେମାନନ୍ଦ ଘଡ଼େଇ (୨୮)ଙ୍କର ଟ୍ରାକ୍ଟର ଓଲଟି...

ଭାରତବର୍ଷ ବିଶ୍ୱର ଗୁରୁ ହେବ, ବିଦ୍ୟାର୍ଥି ବିକାଶମଞ୍ଚ ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ପାଳନ

0
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଦ୍ୟାର୍ଥୀ ବିକାଶ ମଞ୍ଚ, ଭଦ୍ରକ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ସ୍ଥାନୀୟ ବାଗୁରାଇ ଆଦିବାସୀ କଲୋନୀରେ ବିଦ୍ୟାର୍ଥୀ...

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି

0
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ପାଇଁ ପ୍ରଣୀତ ଯୋଜନାରେ ଭଦ୍ରକ ଜିଲ୍ଲାରୁ ଯିବାକୁ ଥିବା ନାଗରିକମାନଙ୍କ ତୀର୍ଥଯାତ୍ରା ପାଇଁ...

ଧାନର କଟନି ଛଟନିକୁ ନେଇ ସମବାୟ ସମିତି ଓ କୃଷକ ମହାସଭା ମୁହାଁ ମୁହଁ,...

0
ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଜାମଯୋଡ଼ି ସେବା ସମବାୟ ସମିତି ଧାନ କ୍ରୟ କରିବା ବେଳେ ଚାଷୀଙ୍କ ଧାନ କଟନି...

ବିଭିନ୍ନ ପଞ୍ଚାୟତରେ ହକି ବିଶ୍ୱକପ ଉଦଘାଟନ ଉତ୍ସବ ପ୍ରଦର୍ଶନ

0
ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡିଶାରେ ଆୟୋଜିତ ହକି ବିଶ୍ୱକପର ଗୁରୁବାର ଉଦଘାଟନ ଉତ୍ସବ ପ୍ରସାରଣ ପାଇଁ ବିଭିନ୍ନ ପଞ୍ଚାୟତରେ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସରକାରଙ୍କ...

ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସେମିରେ ଗୋଲକୁଣ୍ଡା

0
ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ହରମୋହନ ମହାପାତ୍ର ସ୍ମାରକୀ କ୍ରିକେଟ ଟୁଣ୍ଣାମେଣ୍ଟର ୪ର୍ଥ କ୍ୱାଟର ଫାଇନାଲ ମ୍ୟାଚ ଭଦ୍ରକ ୟୁନିକ ୧୧ ଦଳ ଓ ବି.ଏମ.ସି.ସି. ଗୋଲକୁଣ୍ଡା...