Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

‘ପ୍ରଣମ୍ୟ ପ୍ରାଣବଲ୍ଲଭ’ ଗ୍ରନ୍ଥ ପ୍ରକାଶନ ପାଇଁ ପ୍ରସ୍ତୁତି ବୈଠକ

0
ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଶିଷ୍ଟ ସମାଜସେବୀ ପ୍ରାଣବଲ୍ଲଭ ମଲ୍ଲିକଙ୍କ ସମ୍ମାନାର୍ଥେ ଏକ ଅଭିନନ୍ଦନ ଗ୍ରନ୍ଥ ‘ପ୍ରଣମ୍ୟ ପ୍ରାଣବଲ୍ଲଭ’ପ୍ରକାଶ ପାଇବାନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ଡାକସେବକ ସଂଘରା ବୈଠକ

0
ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର ଉପଖଣ୍ଡ ଡାକସେବକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏôତରେ ୫୦ରୁ ଉର୍ଦ୍ଧ ଗ୍ରାମୀଣ ଡାକ...

ଖସିପୁର ମାଇନରେ କେନାଲରେ ପାଣି ଯାଉନି, ଚାଷୀ ହତାଶ

0
ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ରମ୍ପାସ ଡିଷ୍ଟ୍ରୁବୁଟାରୀ ରୁ ବାହାରିଥିବା ଖସିପୁର ମାଇନର କେନାଲରେ ପାଣି ଯାଉ ନଥିବାରୁ ଚାଷୀମାନେ ହତାଶ ହୋଇପଡିଛନ୍ତି...

ହାଟଡିହି ତହସିଲଦାରଙ୍କ ବଦଳି

0
ହାଟଡିହି- ୧୬ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲଦାର ଗାୟତ୍ରୀ ସୋରେନଙ୍କ ବଦଳି ହୋଇଯାଇଛି । ରାଜ୍ୟ ସରକାରଙ୍କ ଚିଠିନଂ୩୨୯୩୨ ତା ୧୫/୧୧/୨୦୨୦ରେ ହୋଇଥିବା ନିର୍ଦ୍ଦେଶନାମା ଅନୁଯାଇ...

କାଠିଆସରାରେ ବିଜେପିର ସାଙ୍ଗଠନିକ ବୈଠକ

0
ହାଟଡିହି- ୧୫ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତର କାଠିଆସରା ଠାରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆନନ୍ଦପୁରର ବିଜେପି ନେତା...

ଧର୍ମପରାୟଣ ମହିଳାଙ୍କ ପରଲୋକ

0
ହାଟଡିହି- ୧୫ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଜଗନ୍ନାଥପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗବନ୍ଧୁ ସୁଆରଙ୍କ ଧର୍ମପତ୍ନୀ ଇନ୍ଦୁମତୀ ସୁଆରଙ୍କ ଶନିବାର ରାତିରେ ପରଲୋକ...

ବାଣ ନିଆଁରେ ଜଳିଗଲା ଗୋଟେ ବଖରା

0
ହାଟଡିହି- ୧୫ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତ ଡିମିରିଆ ଗ୍ରାମରେ ଗତକାଲି ରାତିରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ବଖରା ଘର...

ବ୍ଲକ ଫାଟକ ଓ ମାର୍କେଟ କପ୍ଲେକ୍ସ ଉଦଘାଟିତ

0
ହାଟଡିହି- ୧୫ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଓ ନବ ନିର୍ମିତ ମାର୍କେଟକପ୍ଲେକ୍ସ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ଦ୍ୱାରା ଉଦଘାଟିତ...

କିଡିନି ରୋଗରେ ପିଡିତ କବିନ୍ଦ୍ର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

0
ହାଟଡିହି- ୧୨ / ୧୧ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ରାଘବପୁର ଗ୍ରାମ ମଦରଙ୍ଗା ସାହିର ନିଧିରାମ ବାରିକଙ୍କ ପୁଅ କବିନ୍ଦ୍ର ବାରିକ (୪୫) କିଡିନି ରୋଗରେ...

ଭତ୍ତା ପାଇବାରୁ ବଞ୍ଚିତ ବୃଦ୍ଧା

0
ହାଟଡିହି- ୧୩ / ୧୧ : (ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ଝଣଝଣା ଗ୍ରାମର ସୁମି ହୋ ନାମକ ଜଣେ ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ହୋଇ ନାନା...

ସମଣା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନ୍ନିତୀର ତଦନ୍ତ

0
ହାଟଡିହି- ୧୩ / ୧୧ : ହାଟଡିହି ବ୍ଲକ ସମଣା ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କିଛି ହିତାଧିକାରୀ ଆବାସ ଯୋଜନାରେ ଘର ପାଇଥିଲେ...

ପ୍ରଶିକ୍ଷଣ ଶିବିର ପାଇଁ ହାଟଡିହି ମଣ୍ଡଳ ବିଜେପିର ପ୍ରସ୍ତୁତି ବୈଠକ

0
ହାଟଡିହି- ୧୩ / ୧୧ :(ଓଡିଆପୁଅ/ ବିକାଶ ବିଶ୍ୱାଳ) ବିଜେପି ହାଟଡିହି ମଣ୍ଡଳର ପ୍ରଶିକ୍ଷଣ ଶିବିର ପାଇଁ ହାଟଡିହି ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରøସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି...

ପୋଖରୀରେ ବୁଡି ଯୁବତୀ ମୃତ

0
ହାଟଡିହି- ୧୩ / ୧୧ :(ଓଡିଆପୁଅ/ ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଶାସଙ୍ଗ ଗ୍ରାମରେ ଜଣେ ଯୁବତୀ ପୋଖରୀରେ ବୁଡିଯାଇ ପ୍ରାଣ ହରାଇଛନ୍ତି । ଗ୍ରାମର କାର୍ତ୍ତିକେଶ୍ୱର ସାହୁଙ୍କ...

ରାତିରେ ଚାଲିଛି ଚୋରା ବାଲି ପରିବହନ

0
ହାଟଡିହି- ୧୩ / ୧୧ : (ଓଡିଆପୁଅ/ ବିକାଶ ବିଶ୍ୱାଳ)ହାଟଡିହି ତହସିଲର କେତେକ ବାଲି ଘାଟରୁ ରାତିରେ ବାଲି ଉତ୍ତୋଳନ କରାଯାଇ ପରିବହନ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗତ...

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ ଯୋଜନା ଘର

0
ହାଟଡିହି- ୧୨ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଯୋଗ୍ୟ ହିତାଧିକାରୀଙ୍କୂୁ ଆବାସ ଯୋଜନା ଘର ମିଳୁନଥିବାବେଳେ ଅଯୋଗ୍ୟଙ୍କୁ ଯାହାକୁ ଯେତେ ମିଳୁଛି । ଏପରି ଏକ ଅଭିେଂଯାଗ ଆସିଛି...

ଜମ୍ଭରାରେ ରକ୍ତଦାନ ଶିବିର

0
ହାଟଡିହି- ୧୨ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ହାବଳେଶ୍ୱର ଗ୍ରାମରେ ବିଶ୍ୱଭାରତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ସମାଜର ଦର୍ପଣ ଓ ୟୁଥକ୍ଲବ ଜମ୍ଭରା ଯୁବସଂଘ...

ଚଷାଖଣ୍ଡରେ ରୋଷେଇ ଗ୍ୟାସରୁ ଜଳିଗଲା ୩ବଖରା

0
ହାଟଡିହି- ୧୨ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ପଞ୍ଚାୟତର ଚଷାଖଣ୍ଡ ଗ୍ରାମରେ ଆଜି ଅପରାହ୍ନରେ ରୋଷେଇ ଗ୍ୟାସରୁ ଅଗ୍ନିକାଣ୍ଡ ଘଟି ତିନିବଖରା...

ସମଣା ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନ୍ନିତୀର ତଦନ୍ତ କଲେ ଏପିଡି

0
ହାଟଡିହି- ୧୨ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।...

ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ଧର୍ଷଣ, ଥାନାରେ ଅଭିଯୋଗ

0
ହାଟଡିହି- ୧୨ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅକରୁଆ ପଞ୍ଚାୟତର ଭାତକରୁଆ ଗ୍ରାମରେ ଜଣେ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ବଳପୁର୍ବକ ଧର୍ଷଣ...

ଆନନ୍ଦପୁର କ୍ରୀଡା ସଂସଦର ବୈଠକ

0
ହାଟଡିହି-୧୧ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର କ୍ରୀଡା ସଂସଦର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ସଂସଦର ସଭାପତି...