Bikash Biswal
ଅଣା ସମଣା ରାସ୍ତାରେ ଡକାୟତିସୁନା ଦୋକାନୀଙ୍କୁ ହାଣି ସୁନାରୁପା ଲୁଟିନେଲେ ଦୁର୍ବୁତ
ହାଟଡ଼ିହି, ୨ । ୧୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ରାତି ସାଢ଼େ ସାତଟା ବେଳେ ଅଣା ସମଣା ରାସ୍ତାର ନିସଙ୍ଗପୁର ନିକଟରେ ଜଣେ ସୁନା ଦୋକାନୀକୁ ମରଣାନ୍ତକ ଆକ୍ରମଣ କରି...
ଦୁଇ ଛାତ୍ରଙ୍କ ମୃତ୍ୟୁରେ ଉଭୟ ବିଦ୍ୟାଳୟରେ ଶୋକ ପାଳନ
ହାଟଡ଼ିହି, ୧ । ୧୧ ଗତକାଲି କେନାଲରେ ଗାଧୋଇବା ବେଳେ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଦୁଇ ଛାତ୍ରଙ୍କ ମରଶରୀର ବ୍ୟବଚ୍ଛେ ହୋଇ ନିଜ ନିଜ ଗାଁକୁ ଫେରିବା ପରେ ଏକ ଶୋକାକୁଳ...
ଡ୍ରଗ ଇନସପେକ୍ଟରଙ୍କ ହାଟଡିହି ବ୍ଲକର ବିଭିନ୍ନ ଔଷଧ ଦୋକାନ ପରିଦର୍ଶନ
ହାଟଡ଼ିହି, ୧ । ୧୧ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାରେ ନୁତନକରି ଯୋଗଦେଇଥିବା ଡ୍ରଗସ ଇନସପେକ୍ଟର ତଥା ରାଉରକେଲାର ଏ.ଡି.ସି ଆଜାମଣୀ ମାରାଣ୍ଡି ଆଜି ହାଟଡିହି ବ୍ଲକର ଅନେକ ଔଷଧ...
ବାଙ୍ଗୋରରେ ୫ବଖରା ଘର ପୋଡିଗଲା, ୪ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ମତ୍ତି ଭଷ୍ମୀଭୂତ
ହାଟଡ଼ିହି, ୧ । ୧୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଙ୍ଗୋର ଗାଁରେ ଗତକାଲି ଅଗ୍ନିକାଣ୍ଡ ଗଟି ଦୁଇଟି ପରିବାରର ୫ବଖରା ଘର ଭଷ୍ମୀଭୁତ ହୋଇଯାଇଥିବାବେଳେ ୪ଲକ୍ଷରୁ ଉର୍ଦ୍ଧ ଟଙ୍କାର...
ବସ ଧକ୍କାରେ ବ୍ୟବସାୟୀ ଗୁରୁତର
ହାଟଡ଼ିହି, ୩୧ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ବସ ଧକ୍କାରେ ଛେନାପଦି ଛକର ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ସନ୍ଧ୍ୟାରେ...
କାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସଏମସି କମିଟି ଗଠନରେ ଅନିୟମିତତା ଅଭିଯୋଗ
ହାଟଡ଼ିହି, ୩୧ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ କାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସଏମସି ଗଠନରେ ଅନିୟମିତତା ହୋଇଥିବା ନେଇ ବିଇଓଙ୍କ ନିକଟରେ ଅଭିଯୋଗ ହୋଇଛି ।...
ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ହାଟଡ଼ିହି, ୩୧ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ଅକ୍ଟୋବର ୩୧ତାରିଖ ଦିନ...
ବିଦ୍ୟାଧରପୁର ଆନନ୍ଦପୁର ମୁଖ୍ୟ କେନାଲରେ ଭାଷିଯାଇ ଦୁଇ ଛାତ୍ର ମୃତ
ହାଟଡ଼ିହି, ୩୧ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର-ଆନନ୍ଦପୁର ମୁଖ୍ୟ କେନାଲର ପନ୍ଦାଡୋ ନିକଟରେ ଭାଷିଯାଇ ୨ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି । ୪ଜଣ...
ବିଦ୍ୟାଧରପୁର-ସୋସୋ ରାସ୍ତାରେ ମଦ ଜବଦ କଲା ପୁଲିସ
ହାଟଡ଼ିହି, ୩୦ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର-ସୋସୋ ରାସ୍ତାରେ ଜଣେ ବ୍ୟକ୍ତି ୨୦ରୁ ଉର୍ଦ୍ଧ ବୋତଲ ବିଦେଶୀ ମଦ ନେଇ ଯାଉଥିବା ସମୟରେ...
ଆଇଆଇଟିରେ ନବୋଦୟ ଛାତ୍ରଙ୍କ ସଫଳତା
ହାଟଡ଼ିହି, ୩୦ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମର ଅନିରୁଦ୍ଦ ମିଶ୍ର ଓ ନିରୁପମା ମିଶ୍ରଙ୍କ ପୁଅ ଆଶୁତୋଷ ମିଶ୍ର ଆଇଆଇଟିରେ...
ଦୁଇଟି ବାଲିବୋଝେଇ ଟ୍ରାକ୍ଟର ଓ ଗୋଟିଏ ମାଙ୍କଡା ବୋଝେଇ ଟ୍ରାକ୍ଟର ଜବଦ
ହାଟଡ଼ିହି, ୩୦ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଦୁଇଟି ବେଆଇନି ବାଲିବୋଝେଇ ଟ୍ରାକ୍ଟର ଓ ଗୋଟିଏ ମାଙ୍କଡା...
ହାଟଡିହି ବ୍ଲକରେ ଜାତୀୟ ପ୍ରସମନ ଦିବସ ଲାଗି ସପଥପାଠ
ହାଟଡ଼ିହି, ୨୯ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପ୍ରସମନ ସପ୍ତାହ ପାଳନ ଅବସରରେ ଏକ ସପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।...
ଗାଁ ଉନ୍ନତି ପାଇଁ ବିଡିଓଙ୍କୁ ସ୍ମାରକପତ୍ର
ହାଟଡ଼ିହି, ୨୯ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତର ଇଞ୍ଚୋଳ ଗାଁକୁ ସର୍ବାଙ୍ଗ ସୁନ୍ଦର କରିବାପାଇଁ ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଆଜି ହାଟଡିହି...
ଯୁବକ ନିଖୋଜ
ହାଟଡ଼ିହି, ୨୯ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ବିରିଡି ଗ୍ରାମର ଶୁଭ୍ରାଶୁଂ ଶେଖର ବ୍ରହ୍ମ (୨୬)ନାମକ ଜଣେ ଯୁବକ ଗତ ୨୩ତାରିଖରୁ...
ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ
ହାଟଡ଼ିହି, ୨୯ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଗନ୍ନାଥପୁର-ବସନ୍ତିଆ ର ସରସ୍ୱତୀ ବସ୍ତ୍ରାଳୟର ପ୍ରତିଷ୍ଠାତା ତଥା ବିଶିଷ୍ଟ ବ୍ୟବସାୟୀ ଓ ସମାଜସେବୀ ମହେନ୍ଦ୍ର କୁମାର ଜେନାଙ୍କ ୬୨ବର୍ଷ ବୟସରେ...
ବୋଲେରୋ ସହ ୨୪କିଲୋ ଗଞ୍ଜେଇ ଜବଦ କଲା ସୋସୋ ପୁଲିସ, ଜଣେ ଗିରଫ
ହାଟଡ଼ିହି, ୨୯ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ସୋସୋ ଥାନା ପୁଲିସ ଏକ ବୋଲେରୋ ଗାଡି ସହିତ ୨୪କିଲୋ ଗଞ୍ଜେଇ ଜବଦ କରିବା ସହିତ ଏହି...
୬ମାସ ହେଲା ଡାକ୍ତରପଦବୀ ଖାଲି ହଦଗଡ ଡାକ୍ତରଖାନାରେ ମିଳୁନି ସ୍ୱାସ୍ଥ୍ୟସେବା
ହାଟଡ଼ିହି, ୨୮ /୧୦ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ଆଦିବାସୀ ବହୁଳ ଅଞ୍ଚ ଭାବେ ପରିଚିତ ହଦଗଡରେ ଡାକ୍ତରଖାନା ଥିଲେ ମଧ୍ୟ ସେଠାରେ ୬ମାସ ହେଲା ଡାକ୍ତର ନଥିବାରୁ ଅଞ୍ଚଳବାସୀ...
ଡିମିରିଆ ସ୍କୁଲ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
ହାଟଡ଼ିହି, ୨୮ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଘୁନନ୍ଦନ ମିଶ୍ରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାିଛି...
ମାନବସେବା ସଂଗଠନ ପକ୍ଷରୁ ଛେନାପଦି ବିଶ୍ୱତାରିଣୀ କଲେଜରେ ବୃକ୍ଷରୋପଣ
ହାଟଡ଼ିହି, ୨୮ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ମାନବ ସେବା ସଂଗଠନ ପରିବାର ଭଦ୍ରକ ପକ୍ଷରୁ ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ...
ଚୁଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ପାର୍ଥୀ ଚୟନ ନେଇ କଳ୍ପନା ଜଳ୍ପନା
ହାଟଡ଼ିହି, ୨୭/୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲାର ସର୍ବ ବୃହତ ବ୍ଲକ ଭାବେ ପରିଚିତ ହାଟଡିହି ବ୍ଲକର ଚୁଡାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।...