Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ୪୩ହଜାର ଟଙ୍କା ଦାନକଲେ ଶିକ୍ଷକ ଶିକ୍ଷୟତ୍ରୀ

0
ହାଟଡ଼ିହି-୧୫/୪, କରୋନା ମହାମାରୀକୁ ନେଇ ଦେଶ ଏବେ ଘୋର ଆର୍ଥିକ ସଙ୍କଟରେ ଗତି କରୁଥିବାବେଳେ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଯାହାଦ୍ୱାରାକି ଅନେକ ସଂଗଠନ, ବ୍ୟକ୍ତି ବିଶେଷ...

ହାବଳେଶ୍ୱର ମନ୍ଦିରକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

0
ହାଟଡ଼ିହି, ୧୫ । ୪ : ହାଟଡିହି ବ୍ଲକ ହାବଳେଶ୍ୱରରେ କିଛି ବ୍ୟକ୍ତି ଯାଜପୁର କରେନା ଆକ୍ରାନ୍ତଙ୍କ ସଂଷ୍ପର୍ଶରେ ଆସିଥିବା ଜଣା ପଡିବାପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।...

ଯାଜପୁର ଆକ୍ରାନ୍ତଙ୍କ ହାଟଡିହି ଲିଙ୍କକୁ ନେଇ ପ୍ରଶାସନ ସଜାଗ, ସନ୍ଦିଗ୍ଧଙ୍କ ସ୍ୱାବ ସଂଗ୍ରହ, ହାବଳେଶ୍ୱର...

0
ହାଟଡ଼ିହି, ୧୫ । ୪ : ରାଜ୍ୟର ୫୬ନଂ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ବିସ୍ତୃତ ତଥ୍ୟ ଦେବାପରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କିଛି ଲୋକଙ୍କ ସଂଷ୍ପର୍ଶ ଜଣାପଡିବା ପରେ...

ମା ଆରପାରିରେ, ବାପା ଜେଲରେ, ବଡପୁଅ ପୋଲିଓ, ୪ବର୍ଷର ଝିଅ କିଡିନି ରୋଗରେ ପିଡିତ-...

0
ହାଟଡ଼ିହି, ୧୪ । ୪ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁରରେ ଜଣେ ଅସହାୟ ଶିଶୁକନ୍ୟା କିଡିନି ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହିତ ସଂଗ୍ରାମ ଜାରି ରଖିଛନ୍ତି । ଦେଢ଼ବର୍ଷ...

ରାଘବପୁରରେ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

0
ହାଟଡ଼ିହି-୧୪/୪, ନନ୍ଦିପଦା ଥାନା ଅଧିନସ୍ଥ ରାଘବପୁରରେ ଜଣେ ବଧୂକୁ ସ୍ୱାମୀ, ଯାଆ ଓ ଦିଅର ପ୍ରମୁଖ ମିଶିକରି ମାରିଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ରାଘବପୁର ଗ୍ରାମର ବିଚିତ୍ର ରାଉତ ଯାଜପୁର...

ବଣିଆପଙ୍କରେ ମାସ୍କ, ସାବୁନ ଓ ଶୁଖିଲା ଖାଦ୍ୟ ବଣ୍ଟନ

0
ହାଟଡ଼ିହି-୧୪/୪, କରୋନା ଭୁତାଣୁ ସଂକ୍ରମଣକୁ ରୋକିବାପାଇଁ ଏସିବି ଫାଉଣ୍ଡେସନ କାହାଳିଆଗଡିଆ ପକ୍ଷରୁ ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ସଚେତନ କରାଇବା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଉଥିବା ବେଳେ ଆଜି ବଣିଆପଙ୍କ ଗାଁରେ...

ଗାଁ ମହିଳାଙ୍କ ଦ୍ୱାରା ମଦ ଓ ମଦରନ୍ଧା ସାମଗ୍ରୀ ଜବଦ

0
ହାଟଡ଼ିହି, ୧୪ । ୪ : ଆନନ୍ଦପୁର ଥାନା ବାହିଆ, ମଲାରପଦା, ପଣଷଡିଆ ସାହି ଓ ଡଙ୍କିଆ ସାହିର ମହିଳାମାନେ ଆଜି ମଧ୍ୟାହ୍ନରେ ନିକଟସ୍ଥ ସରେଇସାହିରେ ଚଢ଼ାଉକରି ବିପୁଳ ପରିମାଣର ମଦରନ୍ଧା ସାମଗ୍ରୀ...

୬ମାସ ହେଲାଣି ବିଦ୍ୟୁତ ଖୁଣ୍ଟ ଚୋରୀ, ବିଭାଗର ନିଘା ନାହିଁ, ହାତୀ ଭୟରେ କାଟିଦେଲା...

0
ହାଟଡ଼ିହି, ୧୩ । ୪ : କେନ୍ଦୁଝର ଜିଲ୍ଲା ହଦଗଡକୁ ସଂଯୋଗ କରୁଥିବା ବିଦ୍ୟୁତ ଖୁଣ୍ଟ ଗୁଡିକ ମଧ୍ୟରୁ ୬ଗୋଟି ବିଦ୍ୟୁତ ଖୁଣ୍ଟକୁ କେହି ଦୁର୍ବୁତ ୬ମାସ ହେଲା ଚୋରୀ କରିନେଇଥିଲେ ମଧ୍ୟ...

କରୋନା ନିମନ୍ତେ ଘରଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ

0
ହାଟଡ଼ିହି, ୧୩ । ୪ : କରୋନା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ହାଟଡିହି ବ୍ଲକ ତରଫରୁ ଘରଘର ବୁଲି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ବିଡିଓ ଜୟଦେବ ଦାସଙ୍କ ଅଧ୍ରକ୍ଷତାରେ ଗଠିତ...

ଚାପୁଣ୍ଡିଆ ଗ୍ରାମବାସୀଙ୍କୁ ମିଳିନି ରେସନ ସାମଗ୍ରୀ

0
ହାଟଡ଼ିହି, ୧୩ । ୪ : କରୋନା ପାଇଁ ସରକାର ଅଗ୍ରୀମ ତିନିମାସର ରେସନ ସାମଗ୍ରୀ ଯୋଗାଇଦେଇଥିବାବେଳେ ହାଟଡିହି ବ୍ଲକ ଚାପୁଣ୍ଡିଆ ଗ୍ରାମବାସୀମାନେ ଏହି ରେସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି ।...

ଜନଶୁନ୍ୟ ହେଲା ମା ବିଶ୍ୱତାରିଣୀଙ୍କ ଚଇତିପର୍ବ,

0
ହାଟଡ଼ିହି, ୧୩ । ୪ : ଯେଉଁ ପର୍ବ ପାଇଁ ବର୍ଷେଧରି ଅପେକ୍ଷା କରି ରହୁଥିଲେ ଶ୍ରଦ୍ଧାଳୁ, କାହିଁ କେତେ କଣ ମାନସିକ କରିଥାନ୍ତି ଏହି ଦିନରେ । କିଏ ମାଟି ଘୋଡା...

ରାସନ କାର୍ଡରୁ ନାଁ କଟିଥିବାରୁ ଚାଉଳ ପାଇଲେନି ବିଧବା

0
ହାଟଡ଼ିହି-୧୨/୪, ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ନୀଳାପୁର ଗ୍ରାମର ଜାତିରି ଜେନା ନାମକ ଜଣେ ବିଧବା ମହିଳା ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି । ସେ ପୁର୍ବରୁ ନିୟମିତ ଭାବେ...

ଲକଡାଉନକୁ ଖାତିର ନାହିଁ, ଇଶଳା ବଜାର ଖୋଲିଲା ସବୁ ଦୋକାନ

0
ହାଟଡ଼ିହି-୧୨/୪, କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଜୁନ ୩୦ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିଲେବି ଇଶଳା ଟୁକୁଣା ବଜାରରେ କିଛି ଅମାନିଆ ଦୋକାନୀ ଏହାକୁ ନମାନି ଆଜି ଦିନ ତମାମ...

କେ. ବାଲିପାଳ ପଞ୍ଚାୟତରେ ବିଧାୟକଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

0
ହାଟଡ଼ିହି-୧୨/୪, କେ ବାଲିପାଳ ପଞ୍ଚାୟତରେ ଆନନ୍ଦପୁର ବିଧାୟକଙ୍କ ଦ୍ୱାରା ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ପଞ୍ଚାୟତଟି ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇôତବାବେଳେ ଲୋକମାନେ କାମକଲେ ଯାଇ...

୧୧କେଭି ବିଦ୍ୟୁତ ତାର ଲାଗି ୮ଗାଈ ମୃତ

0
ହାଟଡ଼ିହି-୧୨/୪, କେନ୍ଦୁଝର ଜିଲ୍ଲା ହାଟଡିହି ଗାଁ ନିକଟରେ ୧୧କେଭି ବିଦ୍ୟୁତାର ସଂଷ୍ପର୍ଶରେ ଆସି ୮ଟି ଗାଈଙ୍କ ଜୀବନ ଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ଅପରାହ୍ନରେ ଝଡବର୍ଷା ବେଳେ ହାଟଡିହିରୁ ଡଙ୍କୁରୀ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ଗୋଟିଏ ମାସର ଦରମା ଦାନକଲେ ଶିକ୍ଷୟତ୍ରୀ

0
ହାଟଡ଼ିହି-୨୯/୩, କରୋନା ମହାମାରୀକୁ ନେଇ ଦେଶ ଏବେ ସଙ୍କଟରେ ଥିବାବେଳେ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏପରିକି ବିଧାୟକ, ଓ ସାଂସଦ ମାନେ ସେମାନଙ୍କ ଦରମା ରିଲିଫ...

ଏସିବି ଫାଉଣ୍ଡେସନ ପକ୍ଷରୁ ମାସ୍କ ଓ ସାବୁନ ଓ ଶୁଖିଲା ଖାଦ୍ୟ ବଣ୍ଟନ

0
ହାଟଡ଼ିହି-୧୧/୪, କରୋନା ଭୁତାଣୁ ସଂକ୍ରମଣକୁ ରୋକିବାପାଇଁ ଏସିବି ଫାଉଣ୍ଡେସନ କାହାଳିଆଗଡିଆ ପକ୍ଷରୁ ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ସଚେତନ କରାଇବା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି । ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଚାଲିଛି ମାସ୍କ ନିର୍ମାଣ ଓ ବଣ୍ଟନ କାର୍ଯ୍ୟ

0
ହାଟଡ଼ିହି-୧୧/୪, ନୁତନଭାବେ ଗଠନ ହୋଇଥିବା ହଦଗଡର ଶ୍ରୀଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଶୈଳେଶ୍ୱର ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ମାନଙ୍କ ଦ୍ୱାରା କରୋନା ସମୟରେ ଅନେକ ଜନହୀତକର କାର୍ଯ୍ୟ ହାତକୁ ନିଆଯାଇଛି ।...

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁଯାଇ ଦୁଇମାସର ଫି ଛାଡକଲେ ସ୍କୁଲ କର୍ତ୍ତୁପକ୍ଷ

0
ହାଟଡ଼ିହି-୧୧/୪, ହାଟଡିହି ବ୍ଲକ ଛେନାପଦିଛକରେ ଅବସ୍ଥିତ ଆହ୍ୱାନ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଡିଏଭି ଇଣ୍ଟରନ୍ୟାସନାଲ ସ୍କୁଲ ତରଫରୁ ଦୁଇମାସର ସ୍କୁଲ ଫି ଛାଡ କରିଥିବା ଟ୍ରଷ୍ଟି ରାହସ୍ୟମୟୀ ଗିରି ଘୋଷଣା କରିଛନ୍ତି ।...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ୧୦ହଜାର ଟଙ୍କା ଦାନକଲେ ଚାଷୀ

0
ହାଟଡ଼ିହି-୧୧/୪, କରୋନା ମହାମାରୀକୁ ନେଇ ଦେଶ ଏବେ ଘୋର ଆର୍ôଥକ ସଙ୍କଟରେ ଥିବାବେଳେ ଓ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ଥିବାବେଳେ ଡଅଁର ଗ୍ରାମର ଜଣେ ଚାଷୀ ୧୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ...