Home କେନ୍ଦୁଝର ଅସିଆରେ ଗ୍ରାମବାସୀଙ୍କୁ ସାବୁନ ଓ ମାସ୍କ ଓ ବିସ୍କୁଟ ବଣ୍ଟନ

ଅସିଆରେ ଗ୍ରାମବାସୀଙ୍କୁ ସାବୁନ ଓ ମାସ୍କ ଓ ବିସ୍କୁଟ ବଣ୍ଟନ

279

ହାଟଡ଼ିହି-୫/୪, ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତର ଅସିଆ ଗ୍ରାମରେ ଛେନାପଦିଛକ ମା ମଙ୍ଗଳା ସୁଇଟସ ପକ୍ଷରୁ ଆଜି ଲୋକମାନଙ୍କୁ ସାବୁନ, ବିସ୍କୁଟ ଓ ମାସ୍କ ବଣ୍ଟନ କରାଯାଇଛି । ମା ମଙ୍ଗଳା ସୁଇଟ୍‌ସର ଚଗୁଲୁ ସାହୁ, ପ୍ରଦୀପ କୁମାର ସ୍ୱାଇଁ, ଆକାଶ ସା, ସପନ ସାହୁ, ବୁଦ୍ଧରାମ ସାହୁ ପ୍ରମୁଖ ଅସିଆରେ ପହଞ୍ଚି ତିନିଶହ ପରିବାରକୁ ସାବୁନ, ମାସ୍କ ଓ ବିସ୍କୁଟ ଆଦି ବଣ୍ଟନ କରିବା ସହ କିପରି ସାବୁନରେ ହାତ ଧୋଇବା, ସାମାଜିକ ଦୁରତା ରକ୍ଷା କରି ଚଳପ୍ରଚଳ କରିବା, ଘରେ ରହିବା ଓ ସୁସ୍ଥ ରହିବା ସର୍ବୋପରି କିପରି କରୋନା ସଂକ୍ରମଣରୁ ରକ୍ଷା ପାଇବା ସେ ସମ୍ପର୍କରେ ସଚେତନ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.