Home Authors Posts by Bikash Biswal

Bikash Biswal

2215 POSTS 0 COMMENTS

ଆସିଲାନି ଗ୍ୟାସଗାଡି, ୪ଘଣ୍ଟା ଧରି ବସିବସି ଘରକୁ ଫେରିଲେ ହିତାଧିକାରୀ

0
ହାଟଡ଼ିହି-୧୧/୪, ବିଦ୍ୟାଧରପୁର ଠାରେ ଥିବା ଇଣ୍ଡେନ ଗ୍ୟାସ ବିତରକ ସଂସ୍ଥା ହୋମ ଡେଲିଭରି ନାମରେ ଗ୍ରାହକଙ୍କୁ ଠିକ ଭାବରେ ଗ୍ୟାସ ଯୋଗାଣ କରୁନଥିବାବେଳେ ଗ୍ରାହକ ମାନଙ୍କୁ ଆର୍ଥିକ ଷୋଶଣ କରୁଥିବା ଅଭିଯୋଗ ହୋଇଛି...

ସାଳନ୍ଦିରେ ବୁଡିଯିବାବେଳେ ଦମକଳ ବିଭାଗ ଦ୍ୱାରା ଉଦ୍ଧାର

0
ହାଟଡ଼ିହି-୧୧/୪, ସାଳନ୍ଦୀ ନଦୀର ବଦ୍ଧଗଡିଆ ଘାଟରେ ଗାଧୋଇବା ସମୟରେ ଜଣେ ବ୍ୟକ୍ତି ବୁଡି ଯାଉଥିବାବେଳେ ହାଟଡିହି ଦମକଳ ବିଭାଗର କର୍ମଚାରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜୀବନ ରକ୍ଷା କରିପାରି ଥିବା ଜଣାଯାଇଛି...

ସାହାରା ପାଲଟିଛି ସାଇକେଲ

0
ହାଟଡ଼ିହି-୧୦/୪, କରୋନା ପାଇଁ ସବୁଆଡେ ଲକଡାଉନ ଘୋଷଣା ହେବାପର ଠାରୁ ପୁଲିସ ଓ ପ୍ରଶାସନ ପକ୍ଷରୁ ବାଇକ ଓ ଚାରିଚକିଆ ଯାନ ଉପରେ କଟକଣା ଲାଗୁପରେ ଏବେ ସମସ୍ତଙ୍କ ପାଇଁ ସାହାରା ପାଲଟିଛି...

ପାଳଭୂତ କରି କରୋନା ସଚେତନା କରୁଛି ଇଞ୍ଚୋଳ ବିକାଶ ମଞ୍ଚ

0
ହାଟଡ଼ିହି-୧୦/୪, ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଗାଁର ପ୍ରବେଶ ପଥରେ ପାଳଭୁତ ପ୍ରସ୍ତୁତ କରି ସଚେତନତା କରାଯାଉଛି । ସଦସ୍ୟମାନେ ସରକାରୀ ନିୟମକୁ ମାନି ସାମାଜିକ ଦୁରତା ରକ୍ଷାକରି ଲୋକମାନଙ୍କୁ ସଚେତନ କରାଇଥିଲେ...

ହାବଳେଶ୍ୱରରେ ୧୮୪ଜଣଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ

0
ହାଟଡ଼ିହି-୧୦/୪, କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ସରକାର ଲକଡାଉନ ଘୋଷଣା କରିବାପରେ ଅନେକ ଗରିବ ପରିବାର, ଅସହାୟ, ଅନ୍ୟ ରାଜ୍ୟରୁ ଆସିଥିବା ବ୍ୟକ୍ତି, ବୃଦ୍ଧବୃଦ୍ଧା ମାନେ ଯେପରି ଭୋକିଲା ନରହିବେ ସେମାନଙ୍କୁ...

ଡଅଁର ପଞ୍ଚାୟତରେ ଘରଘର ବୁଲି ସହାୟତା ରାଶି ବଣ୍ଟନ

0
ହାଟଡ଼ିହି-୧୦/୪, ସରକାର ଲକଡାଉନ ଘୋଷଣା ସହ ରାସନକାର୍ଡ ଧାରୀ ମାନଙ୍କୁ ମାସିକ ଏକ ହଜାରକରି ସହାୟତା ରାଶି ଘୋଷଣା କରିଥିଲେ । ଏବେ ପ୍ରତ୍ୟେକ ପଞ୍ଚାୟତକୁ ଏହି ରାଶି ଯୋଗାଇ ଦିଆଯିବାପରେ କେଉଁ...

କଟକଣାକୁ ମାନୁ ନହାନ୍ତି, ବାଇକ ଧରି ଚକର କାଟିଲେ ଲୋକେ

0
ହାଟଡ଼ିହି-୧୦/୪, ସପ୍ରତି ଭାରତବର୍ଷରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ସରକାର ଲକଡାଉନ ଘୋଷଣା ସହ ବାଇକ ଧରି ନ ବୁଲିବାକୁ ଚେତାବନୀ ଦେଇଛନ୍ତି । ଏପରିକି ଯଦି କେହି ଆଇନକୁ ଅବମାନନା...

ପାଉଚ ମଦ ଜବଦ କଲେ ଗ୍ରାମବାସୀ

0
ହାଟଡ଼ିହି-୯/୪, ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ମିଠିଗାଁ ନିକଟରେ ଗାଁ ଲୋକମାନେ ପାଉଚମଦ ଜବଦ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି । ଖବରରୁ ଜଣାଯାଇଛି ଯେ ଗତକାଲି ରାତିରେ ତିନିଜଣ ଯୁବକ...

କଳିଗାଁ ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲିଲା

0
ହାଟଡ଼ିହି-୯/୪, ଆଗାମି ଦିନରେ କିପରି କରୋନାକୁ ମୁକାବିଲା କରାଯିବ ସେନେଇ ରାଜ୍ୟ ସରକାର ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ...

ମାସ୍କ ନପିନ୍ଧିଲେ ରେସନ ସାମଗ୍ରୀ ନାହିଁ

0
ହାଟଡ଼ିହି-୯/୪, ସରକାର ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତା ମୁଳକ କରିବାପରେ ବିଭିନ୍ନ ପଞ୍ଚାୟତରେ ପିଡିଏସ ସାମଗ୍ରୀ ବଣ୍ଟନ ସମୟରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦେଇଛନ୍ତି । ପଞ୍ଚାୟତ ପକ୍ଷରୁ ପ୍ରତି ପରିବାରକୁ...

ବଜରଙ୍ଗୀ ୟୁଥ କ୍ଲବ ପକ୍ଷରୁ ଗରିବ ଅସହାୟଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ

0
ହାଟଡ଼ିହି-୯/୪, ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ଶାଳକଣିଆଁ ଗ୍ରାମର ବଜରଙ୍ଗୀ ୟୁଥକ୍ଲବ ପକ୍ଷରୁ ଗରିବ ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । କଳିଗାଁ ପଞ୍ଚାୟତରେ ଅଧିକାଶଂ ଲୋକ ଗରିବ ଦିନ ମଜୁରିଆ...

ଜିଲ୍ଲାପରିଷଦ ସଦସ୍ୟା ଟିକିକିସ୍କୁଙ୍କ ଦ୍ୱାରା ମାସ୍କ ପ୍ରସ୍ତୁତ ଓ ବଣ୍ଟନ

0
ହାଟଡ଼ିହି-୮/୪, କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ମାସ୍କର ଭୁମିକା ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବୋଲି ସରକାର ଘୋଷଣା କରିଛନ୍ତି । ଏପରିକି ଚଳିତମାସ ୯ତାରିଖ ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୁଳକ ବୋଲି ସରକାର...

କରୋନା କଟକଣାରେ ବି ଚାଲିଛି ବ୍ୟାପକ ଚୋରା ମଦ କାରବାର

0
ହାଟଡ଼ିହି-୮ /୪, କରୋନା ମହାମାରୀ ସଂକ୍ରମଣକୁ ରୋକିବାପାଇଁ ସରକାର ୨୧ଦିନିଆ ଲକଡାଉନ କଟକଣା ଜାରି କରିଥିବାବେଳେ କିଛି ଚୋରା ମଦ ବେପାରୀଙ୍କ ପାଇଁ ଏହା ପୁସମାସ ପାଲଟିଛି । ରାମଚନ୍ଦ୍ରପୁର ଏସ.ଆଇ ବିଶ୍ୱଜିତ...

ଆମ୍ବୋ ପଞ୍ଚାୟତରେ ରେସନ ସାମଗ୍ରୀ ବଣ୍ଟନ ବିଳମ୍ବକୁ ନେଇ ଉତ୍ତେଜନା

0
ହାଟଡ଼ିହି-୮/୪, କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ନେଇ ଲକଡାଉନ ଘୋଷଣା କରିଥିବାବେଳେ ରାଜ୍ୟ ସରକାର ଏପରି ବିପତ୍ତି ସମୟରେ ଲୋକମାନଙ୍କୁ ୪ମାସର ଭତ୍ତା, ତିନି ମାସର ଚାଉଳ,...

କ୍ଷୀର ବିକି ପାରୁ ନାହାନ୍ତି ଚାଷୀ, ରାସ୍ତାରେ କ୍ଷୀର ଢ଼ାଳି ପ୍ରତିବାଦ କଲେ

0
ହାଟଡ଼ିହି-୮/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଦୁଗ୍ଧଚାଷୀ ମାନେ ନାନା ସମସ୍ୟାରେ ପଡି ଯାଇଛନ୍ତି । ନାଁ ସେମାନଙ୍କ କ୍ଷୀର ବିକ୍ରୀ ହୋଇପାରୁଛି ନାଁ ସେମାନଙ୍କ ଗାଈଗୋରୁ ମାନଙ୍କୁ ଦାନା ମିଳିପାରୁଛି ।...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଡକୁ ୧୫ହଜାର ଟଙ୍କା ଦାନକଲେ ଶିକ୍ଷା ଅଧିକାରୀ

0
ହାଟଡ଼ିହି-୭/୪, କରୋନା ମହାମାରୀକୁ ନେଇ ଦେଶ ଏବେ ଘୋର ଆର୍ôଥକ ସଙ୍କଟରେ ଥିବାବେଳେ ଓ ଏଥିପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ଥିବାବେଳେ ଏବେ ବିଭିନ୍ନ ବର୍ଗରୁ ଲୋକମାନେ ସହାୟତାର ହାତ ବଢ଼ାଉଛନ୍ତି ।...

ନିଜେ ମାକ୍ସ ତିଆରିକରି ବାଣ୍ଟୁଛି ବିବେକାନନ୍ଦ ଯୁବ ସଂଘ

0
ହାଟଡ଼ିହି-୭/୪, ସଂପ୍ରତି କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ରାଜ୍ୟସରକାର ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରିଥିବାବେଳେ ଏବେ ସୋସୋର ବିବେକାନନ୍ଦ ଯୁବ ସଂଘ ମାସ୍କ ଯୋଗାଇ ଦେବାକୁ ଆଗେଇ ଆସିଛି ।...

ପନ୍ଦାଡୋ ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲିଲା

0
ହାଟଡ଼ିହି-୭/୪, ଆଗାମି ଦିନରେ କିପରି କରୋନାକୁ ମୁକାବିଲା କରାଯିବ ସେନେଇ ରାଜ୍ୟ ସରକାର ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ...

କରୋନା କଟକଣାରେ ବି ଟୁକୁଣା ଛକରେ ପ୍ରଚୁର ମଦ କାରବାର

0
ହାଟଡ଼ିହି-୭ /୪, କରୋନା ମହାମାରୀ ସଂକ୍ରମଣକୁ ରୋକିବାପାଇଁ ସରକାର ୨୧ଦିନିଆ ଲକଡାଉନ କଟକଣା ଜାରି କରିଥିବାବେଳେ କିଛି ଚୋରା ମଦ ବେପାରୀଙ୍କ ପାଇଁ ଏହା ପୁସମାସ ପାଲଟିଛି । ରାମଚନ୍ଦ୍ରପୁର ଏସ.ଆଇ ବିଶ୍ୱଜିତ...

ପ୍ରବାସୀ ଓଡିଆଙ୍କୁ ବିବ୍ରତ ନହେବାକୁ ନିବେଦନ

0
ହାଟଡ଼ିହି-୫/୪, କରୋନା ମହାମାରୀରୁ ରକ୍ଷା ପାଇବାପାଇଁ ସରକାର ୨୧ଦିନ ପାଇଁ ଲକଡାଉନ ଘୋଷଣା ବରିବାପରେ ବିଭିନ୍ନ ରାଜ୍ୟରେ ରହି କାମ କରୁଥିବା ଓଡିଆ ମାନେ ନିଜ ନିଜ ଅଞ୍ଚଳକୁ ଫେରି ଆସିବାପାଇଁ ଓ...