Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ଗଛଡାଳ ପଡ଼ି ଛାତ୍ର ମୃତ୍ୟୁ ଘଟଣା: ପ୍ରଧାନ ଶିକ୍ଷକ ନିଲମ୍ବିତ

0
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ହାଇସ୍କୁଲରେ ଆମ୍ବ ଗଛ ଡାଳ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦୟନାଥ ତ୍ରିପାଠୀଙ୍କୁ ନିଲମ୍ବିତ କରାଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ...

ନିରାକାରପୁର: ଟ୍ରେନରେ କଟି ଯୁବତୀ ମୃତ

0
ଭୁବନେଶ୍ୱର: ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେସନ ନିକଟରେ ଏଇ ବିଳମ୍ବିତ ସନ୍ଧ୍ୟାରେ ଟ୍ରେନରେ କଟି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି।ଯୁବତୀ ଜଣଙ୍କର ପରିଚୟ ସ୍ପଷ୍ଟ ହୋଇପାରି ନାହିଁ।ତେବେ ସେ...

ଫନିର ୬ ମାସ ପରେ: ଗଛ ଡାଳ ପଡ଼ି ଛାତ୍ର ମୃତ

0
ଭୁବନେଶ୍ୱର: ଗତ ଏପ୍ରିଲ ୬ ତାରିଖରେ ହୋଇଥିବା ବାତ୍ୟା ଫନିର ପ୍ରଭାବ ୬ ମାସ ପରେ ଏବେ ଦେଖିବାକୁ ମିଳିଛି।ଫନି ପ୍ରଭାବରେ ଭାଙ୍ଗି ଦୁର୍ବଳ ହୋଇ ପଡ଼ିଥିବା ଏକ ଆମ୍ବଗଛ ଡାଳ ପଡ଼ି...

ବେଆଇନ ଗୋ-ଚାଲାଣ: ଦଲାଲ୍ ଏବେ ଉଠାଇ ନେଉଛନ୍ତି ଗାଈ!

0
ଭୁବନେଶ୍ୱର: ରାଜ୍ୟରେ ବେଆଇନ ଗୋଚାଲାଣ ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି।ଗୋହତ୍ୟା ନିବାରଣ ଆଇନ ୧୯୬୦ ଏବଂ ପଶୁ ନିଷ୍ଠୁରତା ଆଇନ ୧୯୬୦ (୩୧) ଆଦିର ବ୍ୟାପକ ଉଲଘଂନ ହୋଇ ବେଆଇନ ଭାବରେ...

ମନ୍ତ୍ରୀ କହିଲେ: ହେମା ମାଳିନୀଙ୍କ ଗାଲ ପରି ଚିକ୍କଣିଆ ହେବ ରାସ୍ତା!

0
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ପି.ସି ଶର୍ମା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।ହେମା ମାଳିନୀଙ୍କ ଗାଲ ପରି ଚିକ୍କଣିଆ ରାସ୍ତା କରିବେ ବୋଲି କହିଛନ୍ତି କଂଗ୍ରେସୀ ମନ୍ତ୍ରୀ ପି.ସି ଶର୍ମା।ମଧ୍ୟପ୍ରଦେଶର ଆଇନ ଓ...

ରାମ ଜନ୍ମଭୂମି – ବାବ୍ରି ମସ୍ଜିଦ୍: ଶୁଣାଣି ଶେଷ, ରାୟକୁ ଅପେକ୍ଷା

0
ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଆଜି ସୁପ୍ରିମ୍‌କୋର୍ଟର ସାମ୍ବିଧାନିକ ଖଣ୍ଡପୀଠଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟର ଦିନକ ଏବଂ ଏକ ଘଣ୍ଟା ପୂର୍ବରୁ ଶେଷ ହୋଇଛି।ସୁପ୍ରିମକୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି।ଦୈନନ୍ଦିନ...

କାଶ୍ମୀରରେ ବିକ୍ଷୋଭ: ଫାରୁକ୍ ଅବବ୍ଦୁଲାଙ୍କ ଭଉଣୀ ଏବଂ ଝିଅ ଅଟକ

0
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ଏକ ବିକ୍ଷୋଭ ଦେଖିବାକୁ ମିଳିଛି।ତେବେ ପୋଲିସ ବିକ୍ଷୋଭକାରୀ ମାନଙ୍କୁ ଅଟକ ରଖିଛି।ଅଟକଙ୍କ ମଧ୍ୟରେ ଫାରୁକ୍ ଅବବ୍ଦୁଲାଙ୍କ ଭଉଣୀ ସୁରୟା ଅବବ୍ଦୁଲା,...

ମହାରାଷ୍ଟ୍ର ନିର୍ବାଚନ: ବିଜେପି ସଂକଳ୍ପ ପତ୍ରରେ ସାବରକରଙ୍କୁ ଭାରତ ରତ୍ନ ଦାବି

0
ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ଜାରୀ ହୋଇଛି।ସଂକଳ୍ପ ପତ୍ରରେ ବିନାୟକ ଦାମୋଦର ସାବରକରଙ୍କ ସମେତ ମହାତ୍ମା ଫୁଲେ ଏବଂ ସାବିତ୍ରୀବାଈ ଫୁଲେଙ୍କୁ ଭାରତ ରତ୍ନ ପ୍ରଦାନ ଦାବି ସ୍ଥାନ...

ଦାଉଦର ବନ୍ଧୁ କଂଗ୍ରେସର ବନ୍ଧୁ: ଦେଶର ନଂ-୧ ଶତୃ, ଡି- ଲିଙ୍କରେ ଥିଲେ ୟୁପିଏ...

0
ନୂଆଦିଲ୍ଲୀ: ଭାରତର ଏକ ନମ୍ବର ଶତୃ ଅଣ୍ଡର ୱାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ସହିତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟର ଜଣେ ମନ୍ତ୍ରୀଙ୍କର ସଂପର୍କ ଥିବା ଘଟଣା ସାମ୍ନାକୁ ଆସିଛି।ସେ ହେଲେ...

ନିରାକାରପୁର: ରେଳ ଧାରଣାରେ ମୃତଦେହ

0
ଭୁବନେଶ୍ୱର/ଖୋର୍ଦ୍ଧା: ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ଲେବଲକ୍ରସିଂ ନିକଟ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତଦେହ ନିକଟ ରେଳ ଧାରଣା ପାଖରେ ଏକ ସାଇକେଲ ପଡ଼ିଛି।ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା...

ଆଜିଠୁ ଆରମ୍ଭ ଧର୍ମ ମାସ କାର୍ତ୍ତିକ: ପଡ଼ିଥାଏ ଅନେକ ପର୍ବପର୍ବାଣୀ

0
କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଇଥାଏ।ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ।କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି। ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଏବଂ...

କୁମାର, କୁମାରୀଙ୍କ ଉତ୍ସବ କୁମାରୋତ୍ସବର ହାର୍ଦ୍ଦିକ ଅଭିନନ୍ଦନ

0
ଆଜି କୁମାର ପୂର୍ଣ୍ଣିମା।ବାର ମାସରେ ତେର ପର୍ବ ମଧ୍ୟରେ କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ।ଏହା କୁମାରୋତ୍ସବ ନାମରେ ମଧ୍ୟ ଜଣାଶୁଣା।ଏହି ଦିନ ମଧ୍ୟ ଗଜଲକ୍ଷ୍ମୀ ପୂଜା ହୋଇଥାଏ।ଆଶ୍ୱିନ ମାସ ପୂର୍ଣ୍ଣିମା...

କୁଆଁରୀ ଓଡ଼ିଆ ଝିଅଙ୍କ ଓଷା: ଜହ୍ନି ଓଷା

0
ଜହ୍ନି ଓଷା ଓଡ଼ିଶାରେ କୁଆଁରୀ ଝିଅ ମାନଙ୍କ ଦ୍ୱାରା ପାଳିତ ଏକ ଓଷା।ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ।ମାସସାରା ପ୍ରତି ଦିନ ଅପରାହ୍ନ ସମୟରେ ଜହ୍ନିଫୁଲ...

କଂଗ୍ରେସରେ ଦ୍ବିମତ: ରାଫେଲ୍ ପୂଜନକୁ ତମାସା କହିଥିବା ଖଡ଼ଗେଙ୍କୁ ନାସ୍ତିକ କହିଲେ ନିରୂପମ

0
ନୂଆଦିଲ୍ଲୀ: ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶର ପ୍ରଥମ ରାଫେଲ ବିମାନକୁ ନେଇ ଫ୍ରାନ୍ସରେ ଶସ୍ତ୍ର ପୂଜନ କରିବାକୁ ତମାସା ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ।ଖଡ଼ଗେ କହିଛନ୍ତି,...

ଭାଷଣ ବାଜିରେ ରହି ଯାଇଛନ୍ତି ଉତ୍କଳମଣି: ଗୋପବନ୍ଧୁଙ୍କ ଦାୟାଦ

0
ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସ ରହି ଯାଇଛନ୍ତି କେବଳ ଭାଷଣ ଭିତରେ।ସମାଜ ଭିତରେ ନୁହେଁ ଆଜି ନିଜ ଅନ୍ତର ଭିତରେ ଉତ୍କଳମଣି ଖୋଜୁଛନ୍ତି ତାଙ୍କ ଦାୟାଦ।ଗୋପବନ୍ଧୁ ଦାସଙ୍କ ଅଣ ନାତୁଣୀ ଜୟଶ୍ରୀ...

ରାଫେଲର ବି ଧର୍ମ ଖୋଜିଲେଣି କଂଗ୍ରେସୀ ବାବା: ରାଜନାଥଙ୍କ ଶସ୍ତ୍ର ପୂଜନ ହିନ୍ଦୁବାଦୀ; କମଳନାଥଙ୍କ...

0
ନୂଆଦିଲ୍ଲୀ: ବାବା ଯେ କେବଳ ବିଜେପିରେ ଅଛନ୍ତି ସେପରି ନୁହେଁ, କଂଗ୍ରେସରେ ବି ବାବା ଅଛନ୍ତି।ସେମାନେ ନିଜକୁ ସେକୁଲାର ବାବା କୁହନ୍ତି।କିନ୍ତୁ, ସେମାନେ ସେକୁଲାରଜିମ (ଧର୍ମ ନିରପେକ୍ଷ) ନାଁ' ରେ ସବୁବେଳେ ହିନ୍ଦୁ...

ଦୁର୍ଗାପୂଜା: ପବିତ୍ର ଦଶହରାର ହାର୍ଦ୍ଦିକ ଅଭିନନ୍ଦନ

0
।।ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।। ଆଜି ପବିତ୍ର ଦଶହରା, ଦୁର୍ଗାପୂଜା।ଦୁର୍ଗା ପୂଜା ହିନ୍ଦୁ ମାନଙ୍କର ସବୁଠାରୁ ବଡ଼ ପର୍ବ।ଆଶ୍ୱିନ ମାସରେ ପାଳନ ହୁଏ ଏହି ଉତ୍ସବ।ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ...

ଦୁର୍ଗା ନାମର ଅର୍ଥ ଏବଂ ମା”ଙ୍କର ୧୦୮ ଭିନ୍ନ ନାମ

0
।।ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ।। ଜଗତ ଜନନୀ ମା' ଦୁର୍ଗା ନାମର ଏକ ଅର୍ଥ ରହିଛି।ଦୁର୍ଗା ଶବ୍ଦର ଅର୍ଥକୁ ବିବିଧ ଭାବରେ ବିଶ୍ଳେଷଣ କରାଯାଇଛି।ସେଥିରୁ ଗୋଟିଏ ହେଉଛି "ଦ+ଉ+ର+ଗ+ଆ"।‘ଦ’ର ଅର୍ଥ ଦୈତ୍ୟ ବିନାଶ...

ଭିକାରୀର ମୃତ୍ୟୁ ପରେ ଜିଆରପିକୁ ଖୁଚୁରା ଗଣିବାକୁ ଲାଗିଗଲା ୮ ଘଣ୍ଟା!

0
ମୁମ୍ବାଇ: ମୁମ୍ବାଇର ମାନଖୁର୍ଦ ଏବଂ ଗୋଭନ୍ଦୀ ରେଳଷ୍ଟେସନ ମଝିରେ ବିରାଦିଚାନ୍ଦ ପନ୍ନାରାମଜୀ ଆଜାଦ ନାମକ ଜଣେ ୮୨ ବର୍ଷର ଭିକାରୀର ଶୁକ୍ରବାର ଦିନ ଟ୍ରେନରେ କଟି ମୃତ୍ୟୁ ଘଟିଲା।ରେଲୱେ ପୋଲିସ ଏ'ନେଇ ଏକ...

ନାଁ’ ବଦଳେଇ ଦିଅନ୍ତୁ ନୁଶରତ: ଉଲେମା

0
କୋଲକାତା: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ସାଂସଦ ନୁଶରତ ଜହାଁଙ୍କ ଉପରେ ଅସନ୍ତୁଷ୍ଟ ଦେବବନ୍ଦୀ ଉଲେମା ନୁଶରତଙ୍କୁ ତାଙ୍କ ନାଁ' ବଦଳେଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି।ଇତ୍ତେହାଦ ଉଲେମା ଏ-ହିନ୍ଦ ଉପାଧ୍ୟକ୍ଷ ମୁଫତି ଅଶଦ...