Home ଅପରାଧ ନିରାକାରପୁର: ଟ୍ରେନରେ କଟି ଯୁବତୀ ମୃତ

ନିରାକାରପୁର: ଟ୍ରେନରେ କଟି ଯୁବତୀ ମୃତ

529

ଭୁବନେଶ୍ୱର: ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେସନ ନିକଟରେ ଏଇ ବିଳମ୍ବିତ ସନ୍ଧ୍ୟାରେ ଟ୍ରେନରେ କଟି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି।ଯୁବତୀ ଜଣଙ୍କର ପରିଚୟ ସ୍ପଷ୍ଟ ହୋଇପାରି ନାହିଁ।ତେବେ ସେ ଜଣେ କଲେଜ ଛାତ୍ରୀ ବୋଲି ଅନୁମାନ କରାଯାଉଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.