Home ଅପରାଧ ନିରାକାରପୁର: ରେଳ ଧାରଣାରେ ମୃତଦେହ

ନିରାକାରପୁର: ରେଳ ଧାରଣାରେ ମୃତଦେହ

496

ଭୁବନେଶ୍ୱର/ଖୋର୍ଦ୍ଧା: ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ଲେବଲକ୍ରସିଂ ନିକଟ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତଦେହ ନିକଟ ରେଳ ଧାରଣା ପାଖରେ ଏକ ସାଇକେଲ ପଡ଼ିଛି।ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି।ତାଙ୍କ ପରିଚୟ ଏ’ ପର୍ଯ୍ୟନ୍ତ ମିଳି ପାରିନଥିବା ବେଳେ, ସେ ନିରାକାରପୁର ନିକଟସ୍ଥ ପୁରୀ ଜିଲ୍ଲା ସିରିପୁର ଅଞ୍ଚଳର ବୋଲି କୁହାଯାଉଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.