Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ନୟାଗଡ଼ ବିଜେପିରେ ପତି – ପତ୍ନୀ ପଲଟିକ୍ସ: ବଢ଼ୁଛି ଅସନ୍ତୋଷ, ଦଳ ଛାଡ଼ି ପାରନ୍ତି...

0
ଭୁବନେଶ୍ୱର/ନୟାଗଡ଼: ନୟାଗଡ଼ ବିଜେପିରେ ଚାଲିଛି ପତି - ପତ୍ନୀ ପଲଟିକ୍ସ। ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପତି - ପତ୍ନୀ ଯୋଡ଼ି, ଲାଲା ମନୋଜ ରାୟ ଏବେ...

ବାଇକରେ ଯାଉଥିବା ପିଲାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ନୂଆ ନିୟମ

0
ନୂଆଦିଲ୍ଲୀ: ମୋଟର ବାହନ ଅଧିନିୟମ ଧାରା- ୧୨୯କୁ ମୋଟର ବାହନ (ସଂଶୋଧନ) ଅଧିନିୟମ-୨୦୧୯, ତାରିଖ ୦୯.୦୮.୨୦୧୯କୁ ସଂଶୋଧନ କରାଯାଇଛି। ଏହି ଧାରାର ଅନ୍ୟ ବ୍ୟବସ୍ଥା ହେଉଛି ମୋଟର ସାଇକେଲରେ ଯାଉଥିବା ପିଲା କିମ୍ବା...

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ସମାଲୋଚନା କରି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ...

0
ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେରା ହତ୍ୟାକାଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ସ୍ପଷ୍ଟ ହେବାରେ ଲାଗିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ସବୁ ଜାଣି ମଧ୍ୟ ନିରବ ଅଛନ୍ତି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ...

ମମିତା ମେହେର ହତ୍ୟାକାଣ୍ଡର ସତ୍ୟାସତ୍ୟ ଓ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ୧୫ ଜଣିଆ...

0
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର୍ ହତ୍ୟାକାଣ୍ଡକୁ ଶାସକ ବିଜେଡି ତଦନ୍ତ ଆଳରେ ସମସ୍ତ ତଥ୍ୟ ପ୍ରମାଣକୁ ଲିପାପୋଛା କରି ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଖସାଇ ଦେବାର ପୂର୍ଣ୍ଣ ଉଦ୍ୟମ...

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ୨୬ ଓ ୨୭ ତାରିଖରେ...

0
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୨୧ବର୍ଷ ଶାସନ କାଳରେ ନାରୀ ନିର୍ଯାତନାର ଆଉ ଏକ କଳାଫର୍ଦ୍ଦ ଯୋଡଡ଼ି ହୋଇଛି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଏବଂ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ରାଜ୍ୟର...

ଧର୍ମମାସ କାର୍ତ୍ତିକ: ଆଜି ପ୍ରଥମ ସୋମବାର; କାର୍ତ୍ତିକରେ ପଡ଼ିଥାଏ ଅନେକ ପର୍ବପର୍ବାଣୀ ..

0
କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଇଥାଏ। ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର। କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି। ଏହାର ପୂର୍ବବର୍ତ୍ତୀ ମାସ...

ଅଭିଯୁକ୍ତ ଗୃହ ରାଜ୍ୟ ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଉ: ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ...

0
ଭୁବନେଶ୍ୱର: ଓଡ଼ିଶାର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ସନସାଇନ ସ୍କୁଲ ଅଧ୍ୟକ୍ଷା ୨୪ ବର୍ଷୀୟା ମମିତା ମେହେର ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏହି ଅମାନବୀୟ ଘଟଣାର ଅଭିଯୁକ୍ତଙ୍କ ସହ ରାଜ୍ୟର...

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଏବଂ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଜେପି...

0
ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ସ୍ପଷ୍ଟ ହେବାରେ ଲାଗିଛି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ...

ଅପରାଧ ସାମ୍ରାଜ୍ୟ ଉପରେ ପରଦା ପକାଇବା ପାଇଁ ହିଂସାର ଆଶ୍ରୟ ନେଉଛି ବିଜେଡି: ଗୋଲକ...

0
ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ବାସ୍ତବ କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ କାର୍ଡର କୈାଣସି ପ୍ରସଙ୍ଗିକତା ନଥିବାରୁ ସରଳ ରାଜ୍ୟବାସୀ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଣୟନ...

ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତକୁ ବିରୋଧ: ପୋଲିସ୍ ଉପସ୍ଥିତିରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ; ଲାଇଭ୍...

0
ଭୁବନେଶ୍ୱର/ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ବାରିପଦାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ମାର୍ଟ ହେଲ୍‌ଥ୍‌ କାର୍ଡ...

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମହିଳା ମୋର୍ଚ୍ଚା ତରଫରୁ କ୍ୟାପିଟାଲ୍ ଥାନାରେ ଏଫ୍ଆଇଆର୍

0
ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ଥିବାର ଯଥେଷ୍ଟ ପ୍ରମାଣ ସାମ୍ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ତଥା ସନସାଇନ ସ୍କୁଲର ସଂଚାଳକ ଗୋବିନ୍ଦ ସାହୁଙ୍କ...

ଅନ୍ୟକୁ ପରାମର୍ଶ ନଦେଇ ଶାସକ ବିଜେଡିର ମହିଳା ନେତ୍ରୀମାନେ ରାଜ୍ୟର ମା’ ଓ ଭଉଣୀଙ୍କ...

0
ଭୁବନେଶ୍ୱର: ବହୁଚର୍ଚ୍ଚିତା ମମିତା ମେହେର ହତ୍ୟାକଣ୍ଡ ଆଦୈା ଛୋଟ ଘଟଣା ନୁହେଁ। ନାରୀ ହିଂସା, ନିର୍ଯ୍ୟାତନା, ହତ୍ୟାକାଣ୍ଡ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଆଦି ସାମାଜିକ ପ୍ରସଙ୍ଗରେ ବିରୋଧୀ ଦଳ ତଥା ସାଧାରଣ ଜନତା ପ୍ରଶ୍ନ...

ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶପୁତ୍ତଳିକା ଦାହ: ବହିଷ୍କାର ଏବଂ ଗିରଫ ଦାବୀ

0
ଭୁବନେଶ୍ୱର/ଭଦ୍ରକ: ମହାଳିଙ୍ଗ ସନସାଇନ୍ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା। ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା...

ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରୁନାହିଁ ପୋଲିସ୍ – ଡ. ଲେଖାଶ୍ରୀ

0
ଭୁବନେଶ୍ୱର: ରାଜ୍ୟରେ ଶାସକ ବିଜେଡି ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ଦେବାରେ ସମ୍ପୂର୍ଣ୍ଣ ବିଫଳ। ବରଂ ମହିଳାଙ୍କୁ ସମ୍ମାନ ସୁରକ୍ଷା ପ୍ରଦାନ ପରିବର୍ତ୍ତେ ଶୋଷଣ କରୁଛନ୍ତି। ମମିତା ମେହେରା ହତ୍ୟାକାଣ୍ଡକୁ ପ୍ରାୟ ୧୩...

ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

0
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ସମଗ୍ର ରାଜ୍ୟବାସୀଙ୍କ ମନ ଭିତରେ ବହୁ କଷ୍ଟ ଦେଇଛି। ଗତ ଅକ୍ଟୋବର ୮ ତାରିଖରୁ ନିଖୋଜ ଥିବା ଶିକ୍ଷୟିତ୍ରୀ ମମିତାଙ୍କୁ ତାଙ୍କ ସ୍କୁଲର...

କାହିଁକି ରାଗିଗଲେ ରାଣୀ? ଓଡ଼ିଶା ବିଜେପିର ଭିତିରି କଥା ..

0
ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଏବେ ସବୁ କିଛି ଠିକ୍ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମଧ୍ୟରେ ଚାଲି ଆସିଥିବା ଶୀତଳ...

କୁମାର ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ: “କୁଆଁର ପୁନେଇ ଜହ୍ନ ଗୋ, ଫୁଲ ବଉଳ...

0
କୁମାର ପୂର୍ଣ୍ଣିମା: ବାର ମାସରେ ତେର ପର୍ବ ମଧ୍ୟରେ କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ। ଏହାକୁ କୁମାରୋତ୍ସବ ମଧ୍ୟ କୁହାଯାଏ। ଏହି ଦିନ ମଧ୍ୟ ଗଜଲକ୍ଷ୍ମୀ ପୂଜା ହୋଇଥାଏ। ଆଶ୍ୱିନ...

ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପିର ୫ ଜଣିଆ ପ୍ରତିନିଧି ଦଳର ବଲାଙ୍ଗୀର ଓ...

0
ଭୁବନେଶ୍ୱର: ବହୁଚର୍ଚ୍ଚିତ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ପ୍ରଥମେ ନିଖୋଜ ହେବା ଏବଂ ଦୀର୍ଘ ୧୧ ଦିନ ପରେ ମାଟି ତଳୁ ମୃତ ଦେହ ଉଦ୍ଧାର ହେବା ସମସ୍ତଙ୍କୁ ଆଚମ୍ବିତ କରିବା...

ପବିତ୍ର ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ..

0
ଆଜି ଗଜଲକ୍ଷ୍ମୀ ପୂଜା। ମା’ ଲକ୍ଷ୍ମୀ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଏବଂ ପ୍ରେମର ଦେବୀ ଅଟନ୍ତି। ଦେବୀ ଲକ୍ଷ୍ମୀ ‘ଶ୍ରୀ’ ଭାବେ ମଧ୍ୟ ପରିଚିତା। ସେ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ...

ଗର୍ଭଣା ସଂକ୍ରାନ୍ତି: ଶସ୍ୟ ଯେବେ ଗର୍ଭ ଧାରଣ କରେ ..

0
“ଆଗେ ବୁଣୁ ପଛେ ବୁଣୁ,ଗର୍ଭଣାକୁ ଟୁଣୁଟୁଣୁ” ଭୁବନେଶ୍ୱର: ଭାରତ ବର୍ଷରେ ବିଭିନ୍ନ ପର୍ବପର୍ବାଣି ଗୁଡ଼ିକ ଋତୁ, ଧର୍ମ ଏବଂ ସାମାଜିକ ଭିତ୍ତିରେ ପାଳନ କରାଯାଏ। ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ ହୋଇଥାଏ। ରାଜ୍ୟ...