Home ଓଡ଼ିଶା ଧର୍ମଶାଳାରେ ବିଜେପିର ମିଶ୍ରଣ ପର୍ବ ..

ଧର୍ମଶାଳାରେ ବିଜେପିର ମିଶ୍ରଣ ପର୍ବ ..

44

ଭୁବନେଶ୍ୱର/ଯାଜପୁର: ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଶାନ୍ତି ବଜାର ଦୁର୍ଗାମଣ୍ଡପ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଉପେନ୍ଦ୍ର କରଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜାରକା ପଞ୍ଚାୟତର ଦେବ ପାଣିଗ୍ରାହୀ, ସଂଜୟ ଲେଙ୍କା, କୁମାର ଖଟୁଆ, ରାମଚନ୍ଦ୍ର ରାଉତ, ସନ୍ତୋଷ ଖଟୁଆ, କାର୍ତ୍ତିକ ପଣ୍ଡା, ଟୁକୁନା କାଣ୍ଡି, ସୁଜିତ ଦାସ, ସୌମ୍ୟ ରଞ୍ଜନ ରାଉତ, ଆକାଶ ଦାସ ,ବାଇଧର ଦାସ, କାର୍ତ୍ତିକ କାଣ୍ଡି ,ଚମନ ବେହେରା, ଅନାମ ସାମଲ, ମନୋଜ ସାମଲଙ୍କ ସହିତ ଅନେକ ବିଜେଡି କର୍ମୀ ଦଳ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ଉତ୍ସବର ବିଜେପି ନେତ୍ରୀ ସ୍ମୃତିରେଖା ପହି ଯୋଗଦେଇ ସେମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି।
/-DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.