Home Authors Posts by Biswaranjan Acharya

Biswaranjan Acharya

1265 POSTS 0 COMMENTS

ଗଙ୍ଗେଶ୍ୱର ମନ୍ଦିର ପୁର୍ନଉଦ୍ଧାର ପାଇଁ ରଣପୁର ବାସୀଙ୍କ ଉଦ୍‌ବେଗ

0
ନୟାଗଡ/୦୧/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଘଂଚ ଅରଣ୍ୟ ରିଜର୍ଭ ଜଙ୍ଗଲରେ ଥିବା ଗଙ୍ଗେଶ୍ୱର ମନ୍ଦିର ପୁର୍ନଉଦ୍ଧାର ନେଇ ରଣପୁରବାସୀଙ୍କ ଉଦ୍‌ବେଗ ପ୍ରକାଶ ପାଇଥିବା ଜଣା ପଡିଛି । ସାନମାଳ ଓ ବଡମାଳକୁ...

ରଣପୁରରେ ମୋ ସରକାର ଓ ୫ଟି ଯୋଜନା ପ୍ରଭାବ ଶୁନ୍ୟ

0
ନୟାଗଡ/୩୧/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ମୋ ସରକାର ଓ ୫ଟି ଯୋଜନା ପ୍ରଭାବ ଶୁନ୍ୟ ହୋଇ ପଡିଥିବା ଜଣା ପଡିଛି । ଯାହାର କାରଣ ହେଉଛି ରଣପୁର ତହିସଲ୍ ଠାରୁ...

୧୨୪ ଏକର ସରକାରୀ ଜମି ଜବର ଦଖଲ ଅଭିଯୋଗ ଉଛେଦ ପାଇଁ ଗ୍ରାମବାସୀଙ୍କ ଅନୁରୋଧ

0
ନୟାଗଡ/୩୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳର ରାଣୀଗାଡିଆ ଓ ବଳରାମପୁର ଗ୍ରାମର ୧୨୪ଏକର ସରକାରୀ ଜମି ଜବର ଦଖଲ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ନୟାଗଡ ଜିଲ୍ଲାପାଳଙ୍କୁ ଜବର ଦଖଲ...

ପ୍ରଥମ “ରଣପୁର ପଥୋତ୍ସବ”  ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୯/୧୨-ନୟାଗଡ ଜିଲ୍ଲା ରଣପୁର ଏନ୍‌.ଏ.ସି ପଂଚୁଦୋଳ ପଡିଆରେ ପ୍ରଥମ ରଣପୁର ପଥୋତ୍ସବ ରଣପୁର ବିଦାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଅଛି । ୨୦୧୯ ଡିସେମ୍ବର ୨୯ ତାରିଖ ସକାଳୁ ରଣପୁର ଜଗନ୍ନାଥ...

ରଣପୁର ପଂଚୁଦୋଳ ପଡିଆରେ ସିଟୁ ତରଫରୁ ପଥପ୍ରାନ୍ତ ସଭା

0
ନୟାଗଡ/୨୮/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ପଂଚୁଦୋଳ ପଡିଆରେ ଥିବା ରଘୁ-ଦିବାକର ମଣ୍ଡପରେ ସିଟୁ ତରଫରୁ ଏକ ପଥପ୍ରାନ୍ତ ସଭା ଡିସେମ୍ବର ୨୮ ତାରିଖରେ ହୋଇଥିବା ଜଣା ପଡିଛି। କେନ୍ଦ୍ର ସରକାରଙ୍କର ଶ୍ରମିକ...

ନୂଆ ବେତୁଲିରେ ବାଘ ଆତଙ୍କ ଗ୍ରାମବାସୀ ଭୟଭୀତ

0
ନୟାଗଡ/୨୮/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ନୂଆ ବେତୁଲି ଗାଁରେ ବାଘ ଆତଙ୍କ ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣା ପଡିଛି। ଯାହା ଫଳରେ ସ୍କୁଲ୍ ଯାଉଥିବା...

ରଣପୁର ରେ ବ୍ଲକ୍ ସ୍ତରୀୟ ଅଲ୍ ଓଡିଶା ଟେଲର୍ ଶ୍ରମିକ ଆସୋସିଏସନ୍ ର ସମାବେଶ

0
ନୟାଗଡ/୨୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରଣପୁର ବ୍ଲକ୍ ରେ ଓଡିଶା ଟେଲର୍ ଶ୍ରମିକ ଆସୋସିଏସନ୍ ତରଫରୁ ମଣିନାଗ ପୀଠରେ ଏକ ସମାବେଶ ଡିସେମ୍ବର ୨୭ ତାରିଖ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି...

ରଣପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

0
ନୟାଗଡ/୨୬/୧୨-(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)ରଣପୁର ନିର୍ବାଚନ ମଣ୍ଡଳୀର ମଣିନାଗ ପୀଠରେ ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏଥିରେ ରଣପୁର ନୟାଗଡ ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ତଥା ରଣପୁର...

ରମ୍‌ଜାନଙ୍କୁ ପୂର୍ବ ଶତୃତାରୁ ଆକ୍ରମଣ

0
ନୟାଗଡ/୨୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରଣପୁର ଥାନା ବ୍ରଜରାଜପୁର ଗ୍ରାମ ପଂଚାୟତ ଲତାର ଗାଁ ମୁଣ୍ଡରେ ପୂର୍ବ ଶତୃତାକୁ କେନ୍ଦ୍ର କରି ବାମଡା ଗ୍ରାମର ରମ୍‌ଜାନ ଦିଲ୍ ଖାଁକୁ ଆକ୍ରମଣ ହୋଇଥିବା ଜଣା ପଡିଛି। ଆହତ...

ନୟାଗଡ ଜିଲ୍ଲାରେ କନ୍ୟା ଭୃଣ ହତ୍ୟା ଓ ବାଲ୍ୟ ବିବାହ ରୋକିବାକୁ ମାନବ ଶୃଙ୍ଖଳ

0
ନୟାଗଡ/୨୪/୧୨ (ଓଡିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲାରେ ସାରା ରାଜ୍ୟ ଅପେକ୍ଷା ଅଧିକ କନ୍ୟା ଭୃଣ ହତ୍ୟା ଯୋଗୁଁ ଜିଲ୍ଲା ପ୍ରଶାସନର ଉଦ୍‌ବେଗ ବଢିଯାଇଛି। କେବଳ ସେତିକି ନୁହେଁ ବାଲ୍ୟ ବିବାହ ମଧ୍ୟ...

ଓଡିଆ ଯୁବକଙ୍କ ସ୍ୱର୍ଣ୍ଣ ପଦକ ଲାଭ ନେଇ ଆନନ୍ଦର ଲହରୀ

0
ନୟାଗଡ/୨୪/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ଓଡିଆ ପୁଅ ହୋଇ ଓଡିଶାରୁ କରାଟେ ଚମ୍ପିଆନସିପ୍ ପ୍ରତିଯୋଗୀତାରେ ଭାଗ ନ ପାଇ ଉତ୍ତରାଖଣ୍ଡ ତରଫରୁ କରାଟେ ଖେଳି ଓଡିଆ ପୁଅ ସ୍ୱର୍ଣ୍ଣ ପଦକ ଲାଭ କରିଥିବା ଯୋଗୁଁ ରଣପୁର...

ରଣପୁର ତହିସଲ୍ ଅଂଚଳରେ କାଜୁ ଜଙ୍ଗଲକୁ ନେଇ ମୁହାଁ ମୁହିଁ

0
ନୟାଗଡ/୨୩/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ପ୍ରତିବର୍ଷ କାଜୁ ଫିଲ୍ଡ ନିଲାମ ଓ ଫଳ ତୋଳାକୁ ନେଇ ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ଉତ୍ତେଜନା ଦେଖା ଦେଇଥାଏ। ଚଳିତ ବର୍ଷ ଉତ୍ତେଜନା ଆରମ୍ଭ ହୋଇଥିବା ଜଣା...

ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାଦ ପଡିବା ନେଇ ଧାରଣା  

0
ନୟାଗଡ/୨୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ରେ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ବାଦ ପଡିବା ଘଟଣା ଚର୍ଚ୍ଚାରେ ରହିଅଛି। ରାଜ୍ୟ ଓ କେନ୍ଦ୍ର ସରକାର ଚାଳଘର ରଖିବେ ନାହିଁ ବୋଲି...

ନୟାଗଡ ଜିଲ୍ଲା ରଣପୁର ବ୍ଲକ୍‌ରେ ୭ଗୋଟି ସ୍ଥାୟୀ ସବ୍‌କମିଟି ଗଠନ

0
ନୟାଗଡ/୨୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପଂଚାୟତିରାଜ ବିଭାଗର ନିର୍ଦ୍ଧେଶ ଅନୁସାରେ ସାରା ରାଜ୍ୟରେ ପ୍ରତି ବ୍ଲକ୍ ଗୁଡିକରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସବ୍ କମିଟି ଗଠନର ନିୟମ ରହିଅଛି। କିନ୍ତୁ ନୟାଗଡ...

ରୋଡ୍ ରୋମିଓ ଥାନାରେ ଅଟକ

0
ନୟାଗଡ/୧୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ସାରା ଓଡିଶାରେ ରୋଡ୍ ରୋମିଓକୁ ନେଇ ସରକାର ଏସ.ପି.ଓ ନିଯୁକ୍ତି ପାଇଁ ପ୍ରସ୍ତାବ ନେଉଥିଲା ବେଳେ ରୋଡ୍ ରୋମିଓଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେହିଭଳି ଏକ ରୋଡ୍ ରୋମିଓ ନୟାଗଡ...

୧୦ମ ବିରଂଚି ନାରାୟଣ ମେମୋରିଆଲ କପ୍ ୨୦୧୯ ରେ ମଂଚେଶ୍ୱର ବିଜୟୀ

0
ନୟାଗଡ/୧୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଲୋଧାଚୁଆ ୧୦ମ ବିରଂଚି ନାରାୟଣ ମେମୋରିଆଲ୍ କପ୍ ୨୦୧୯ ର ଫାଇନାଲ ହୋଇଯାଇଛି। ବ୍ରଦର୍ସ କ୍ରିକେଟ୍ କ୍ଲବ୍ ଆନୁକୁଲ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହେଉଥିଲା।...

ବିଧାୟକ ବାଦଲଙ୍କ ପ୍ରତିଶୃତି ପରେ ଜି.ଆର.ଏସ୍‌ମାନେ ଧାରଣାରୁ ଉଠିଲେ

0
ନୟାଗଡ/୧୨/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ପ୍ରତି ଗ୍ରାମ ପଂଚାୟତର ଗ୍ରାମ ରୋଜଗାର ସେବକ ଓ ସେବିକା ମାନେ ଡିସେମ୍ବର ୯ ତାରିଖରୁ ରଣପୁର ବ୍ଲକ୍ ଆଗରେ ୧୨ଦଫା ଦାବି ନେଇ...

ରଣପୁର ଗ୍ରାମ ରୋଜଗାର ସେବକ ସଂଘର ସାମ୍ବାଦିକ ସମ୍ମିଳନୀ

0
ନୟାଗଡ/୧୧/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଗ୍ରାମ ରୋଜଗାର ସେବକ ସଙ୍ଘର ସାମ୍ବାଦିକ ସମ୍ମିଳନୀ ଡିସେମ୍ବର ୧୧ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି। ସଂଘର ସଭାପତି ଲକ୍ଷ୍ମୀଧର ଜେନା ଓ କର୍ମକର୍ତ୍ତା ମାନେ...

ରଣପୁର ବ୍ଲକ୍ ଗ୍ରାମ ରୋଜଗାର ସେବକଙ୍କ ଧାରଣା ଦ୍ୱିତୀୟ ଦିନରେ

0
ନୟାଗଡ/୧୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ୟେକ ପରିବାରକୁ ବାର୍ଷିକ କର୍ମ ନିଯୁକ୍ତି ପାଇଁ ଆରମ୍ଭ କରାଯାଇଥିଲା ମନରେଗା ଯୋଜନା। ପ୍ରତି ଗ୍ରାମ ପଂଚାୟତରେ ଏହି ମନରେଗା କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ...

ଗଛ ଭାଙ୍ଗି ରଣପୁର ଚାନ୍ଦପୁର ରାସ୍ତା ବନ୍ଦ : ଯାତାୟତ ବାଧାପ୍ରାପ୍ତ

0
ନୟାଗଡ ୦୯/୧୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) - ନୟାଗଡ ଜିଲ୍ଲା ରଣପୁର ପୁର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତାର ଉଭୟ ପାଶ୍ୱର୍ରେ ଗଛ ଗୁଡିକ ରାଜା ରାଜୁଡା ଅମଳରୁ ଲଗାଯାଇଥିଲେ ସୁଦ୍ଧା ଏବେ...