Biranchi Narayan Patri
ନାବାଳିକାକୁ ହାଟରୁ ଉଠାଇନେଇ ଦୁଷ୍କର୍ମ ଅଭିଯୋଗ
କେନ୍ଦୁଝର୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କେନ୍ଦୁଝର ଜିଲ୍ଲା ଝୁମ୍ପୁରା ହାଟକୁ ଆସିଥିବା ଏକ ନାବାଳିକାକୁ ୨ଜଣ ଦୁବୃର୍ତ୍ତ ଜବରଦସ୍ତ ଉଠାଇନେଇ ଗଣ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାରେ ନାବାଳିକା ଗୁରୁତର...
ପୂର୍ବତନ ବିଧାୟକଙ୍କ ପରଲୋକ
ଭୁବନେଶ୍ୱର୩ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଂଗ୍ରେସ ଦଳର ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କର ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ପରଲୋକ ହୋଇଛି । ୮୪ ବର୍ଷ ବୟଷରେ ଶ୍ରୀବେହେରାଙ୍କ ପରଲୋକ ହୋଇଥିବା ଜଣାପଡିଛି...
ଦୁଷ୍କର୍ମ ଅଭିଯୋଗରେ ପୁଲିସ ଏ.ଏସ.ଆଇ ଅଟକ
ପୁରୀ୩ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ କାଲି ଭୁବନେଶ୍ୱରରେ କମିସନରେଟ୍ ପୁଲିସର ଦ୍ବାଦଶ ପ୍ରତିଷ୍ଠା ଦିବସ ପାଳିତ ବେଳେ ପୁଲିସ ଡିଜି ଅଭୟ ଏହାକୁ ଉଦ୍ଘାଟନ କରିଥିଲେ, ମହିଳାଙ୍କ ସୁରକ୍ଷା ପାଇଁ ନୂଆ କରି...
ତୀର୍ଥଯାତ୍ରୀ ବସ ଦୁର୍ଘଟଣା;୨ମୃତ ୨୮ ଆହତ
ଭଦ୍ରକ୩ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭଦ୍ରଖ ସହରର ବନ୍ତ ଛକ ନିକଟରେ ଥିବା ଜାତୀୟ ରାଜପଥ ଓଭରବ୍ରିଜ୍ ମଧ୍ୟଭାଗରେ ଏକ ତୀର୍ତଯାତ୍ରୀ ବସ୍ ସହିତ ଏକ ଟ୍ରକ୍ ସୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ...
ଶୀତ ସହିନପାରି ମହିଳାଙ୍କ ମୃତ୍ୟୁ
ଯାଜପୁର୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ବ୍ଳକ ଅନ୍ତର୍ଗତ ସାଦକପୁର ପଂଚାୟତର ବାରଦା ମେଲଣ ପଡିଆରେ ରହୁଥିବା ହଲିମ ଖାଁଙ୍କ ପତ୍ନୀ ହାଲିମା ବିବି( ୬୫)ଙ୍କର ମୃତ୍ୟୁ ଘଟିଛି । ଗରିବ ଶ୍ରେଣୀର ଲୋକ ହୋଇଥିବା...
ସହୀଦ ହାବିଲଦାରଙ୍କ ଚର୍ତୁଦଶ ବାର୍ଷିକ ଶ୍ରାଦ୍ଧ ସମାରୋହ
ଯାଜପୁର୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ୨୦୦୬ ମସିହା ଜାନୁଆରୀ ୨ ତାରିଖ କଳିଙ୍ଗନଗର ଆଦିବାସୀଙ୍କ ଦ୍ୱାରା ସହୀଦ ହୋଥିବା ହାବିଲଦାର ଗୋପ ପ୍ରସାଦ ମହାନ୍ତିଙ୍କର ଚର୍ତୁଦଶ ବାର୍ଷିକ ଶ୍ରାଦ୍ଧ ସମାରୋହ କୋରାଇ ବ୍ଳକ ଅନ୍ତର୍ଗତ...
ପମ୍ପ ଦେବାବେଳେ ଟାୟାର ଫାଟି ଜଣେ ମୃତ
ଜଗତସିଂହପୁର ୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଏକ ଟ୍ରକ୍ ଟାୟାର ପମ୍ପଚୋର ମରାମତି କଲାବେଳେ ଟାୟାର ଫାଟି କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଜଗତସିଂହପୁର ଶାରଳା ମନ୍ଦିର...
ସାଧାରଣତନ୍ତ୍ର ଦିବସର ବିବିଧ ପ୍ରତିଯୋଗିତା ଚଳିତ ମାସ ୮ ତାରିଖରୁ ଆରମ୍ଭ ହେବ
ଯାଜପୁର ୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିବିଧ ପ୍ରତିଯୋଗିତା ମାନ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଚ୍ଥି । ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ...
ଚିକିତ୍ସାଳୟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର
ପୁରୀ ୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଏକ ନବଜାତ ଶିଶୁ କୁ କନ୍ୟାର ‘ମା’ ଜନ୍ମଦେବା ପରେ ଛାଡି ପଳାଥିବା ପୁରୀ ସହରର ମୂଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ନବଜାତ ଶିଶୁକନ୍ୟାକୁ...
ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର ୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୃଷିକ୍ଷେତ୍ରରେ ଅବଦାନ ପାଇଁ ଓଡିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କରିଛନ୍ତି । ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ପୁରଷ୍କାର ସହ...
ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ !
ବଲାଙ୍ଗୀର ୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବଲାଙ୍ଗୀର ଜିଲ୍ଲା ମାଧିଆପାଲି ରେଳଧାରଣା ନିକଟରୁ ଦୁଇଜଣଙ୍କ ମୃତ ଦେହକୁ ରେଳବାଇ ପୁଲିସ ଉଦ୍ଧାର କରି ଏକ ଅପମୃତ ମାମଲା ରୁଜୁ କରିଥିବା ବେଳେ ମୃତକଙ୍କର ପରିଚୟ ମିଳିନଥିବା...
ଆଗାମୀ ୨୪ଘଣ୍ଟାରେ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର
ଭୁବନେଶ୍ୱର୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଗତ କିଛି ଦିନ ହେଲା ଶୀତର ପ୍ରକୋପ ଲାଗିରହିଥିବା ବେଳେ ଆଗାମି ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ...
ନୂଆବର୍ଷ ଯାତ୍ରାହେଲା ଶେଷ ଯାତ୍ରା
କେନ୍ଦ୍ରାପଡା୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନୂଆ ବର୍ଷ ଉପଲକ୍ଷେ ଦୁଇଟି ପରିବାର ପୁରୀ ଜଗନ୍ନାଥଙ୍କୁୁ ଦର୍ଶନ କରି ଘରକୁ କାର୍ରେ ଫେରୁଥିବା ବେଳେ କେନ୍ଦ୍ରାପଡା ଦୁହୁରିଆ ଛକରେ ଗାଡି ଦୁର୍ଘଟଣାରେ ୨ଜଣ ପ୍ରାଣହରାଇଥିବା ବେଳେ...
କୁଖ୍ୟାତ ଗ୍ୟାଙ୍ଗଷ୍ଟର ସକିଲର ପ୍ରେମିକା ନସରିନ୍ ଗିରଫ
କଟକ୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୁଖ୍ୟାତ ଗ୍ୟାଙ୍ଗଷ୍ଟର ସକିଲ ଚୈାଦ୍ୱାର ଜେଲରେ ରହି ନିଜର ପ୍ରେମିକା ମାଧ୍ୟମରେ ବଡ ବଡ ବ୍ୟବସାୟୀ ମାନଙ୍କ ଠାରୁ ଦାଦା ବଟି ଆଦାୟ କରୁଥିବା ଅବରାଧରେ ପୁଲିସ ସକିଲର...
ସୋସିଆଲ ମିଡିଆରେ ଫଟୋ ସେୟାର କଲେ ମଲାଇକା
ମୁମ୍ବାଇ୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନୂଆ ବର୍ଷକୁ ନୂଆ ଢଙ୍ଗରେ ପାଳିଲେ ମଲାଇକା ଆରୋରା ଓ ତାଙ୍କ ପ୍ରେମିକ ଅର୍ଜୁନ କପୁର । ଅର୍ଜୁନଙ୍କୁ କିସ୍ କରି ସୋସିଆଲ ମିଡିଆରେ ଫଟୋ ସେୟାର କଲେ...
ଗୋଳେଇପୁର ମହୋତ୍ସବ ଉଦ୍ଯାପିତ
ଯାଜପୁର ୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମହୋତ୍ସବ ଅଂଚଳର ବିକାଶ ଓ ଭାଇଚାରର ପର୍ବ ଅଟେ ।ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଗୋଳେଇପୁର ମହୋତ୍ସବ ଭାଇଚାରାର ପ୍ରତୀକ । ମହୋତ୍ସବ ଏକତାକୁ ବଜାୟ ରଖିଥାଏ...
ନୂତନ ବର୍ଷ ପାଇଁ ମହାଦେବଙ୍କ ପୀଠରେ ଗୀତା ପାଠ
ଯାଜପୁର ୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସୋତି ଗ୍ରାମର ଆରାଧ୍ୟ ଦେବତା ମହାଦେବଙ୍କ ପୀଠରେ ପ୍ରତିବର୍ଷ ପରି ନୁତନ ବର୍ଷକୁ ସ୍ୱାଗତ କରିବା ଉପଲକ୍ଷେ ୨୫ତମ ବାର୍ଷିକ ଗୀତା...
କୁସୁମାରେ ଉଦ୍ଘାଟିତ ହେଲା ନୈା ବିହାର
ଯାଜପୁର୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ନୂଆ ବର୍ଷରେ କୁସୁମାର ନୀଳ ଜଳରାଶିରେ ନୈା ଯାତ୍ରାର ଶୁଭାରମ୍ଭ ହୋଇଚ୍ଥି । ପୂର୍ବରୁ କୁସୁମାକୁ ପୁଂଲରେ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିଲା । କୁସୁମା ପରିସରକୁ ସବୁଜିମାରେ ଭରିବା...
ପୂର୍ଣ୍ଣାଙ୍ଗ ହୋଇନଥିବା ଆବାସ ଯୋଜନା ଗୃହଗୁଡି଼କ ଟଙ୍କା ଫେରସ୍ତ କରିବାକୁ ପରାମର୍ଶ
ଯାଜପୁର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ ବିଧାନସଭା ସରକାର ପ୍ରଦାନ କରୁଥିବା ବିଭିନ୍ନ ଆବାସ ଯୋଜନା ପାଇଁ ଅର୍ଥ ବରାଦ ନଥିବାକୁ ନେଇ ରାଜ୍ୟରେ ସମସ୍ତ ବିରୋଧି ଦଳମାନେ ସରକାରଙ୍କୁ ଘେରିଥିବା ବେଳେ ବିଭିନ୍ନ...
ରାଜନୈତିକ ଦଳ ଗୁଡିକ ମଟରସାଇକେଲ୍ ରାଲି ସମୟରେ ହେଲମେଟ୍ ପିନ୍ଧିବାକୁ ବାଧ୍ୟ;ପୁଲିସ କମିଶନର
ଭୁବନେଶ୍ୱର୨୮ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ରାଜନୈତିକ ଦଳଗୁଡି ବିଭିନ୍ନ ସମୟରେ କରୁଥିବା ମଟରସାଇକେଲ୍ ରାଲିକୁ ନେଇ ଭୁବନେଶ୍ୱର-ଜଟକ ପୁଲିସ କମିସନର ସତର୍କତା ଜାରି କରିଛନ୍ତି । ଏବେ ରାଜନୈତିକ ଦଳଗୁଡ ମଟରସାଇକେଲ୍ ରାଲି...





