Home ଅପରାଧ ନାବାଳିକାକୁ ହାଟରୁ ଉଠାଇନେଇ ଦୁଷ୍କର୍ମ ଅଭିଯୋଗ

ନାବାଳିକାକୁ ହାଟରୁ ଉଠାଇନେଇ ଦୁଷ୍କର୍ମ ଅଭିଯୋଗ

337

କେନ୍ଦୁଝର୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କେନ୍ଦୁଝର ଜିଲ୍ଲା ଝୁମ୍ପୁରା ହାଟକୁ ଆସିଥିବା ଏକ ନାବାଳିକାକୁ ୨ଜଣ ଦୁବୃର୍ତ୍ତ ଜବରଦସ୍ତ ଉଠାଇନେଇ ଗଣ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାରେ ନାବାଳିକା ଗୁରୁତର ହେବାରୁ ତାକୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ପୁଲିସ ନିକଟରୁ ସୁଚନା ମିଳିଛିା ପୁଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.