Home ଓଡ଼ିଶା ଚିକିତ୍ସାଳୟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଚିକିତ୍ସାଳୟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

508

ପୁରୀ ୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଏକ ନବଜାତ ଶିଶୁ କୁ କନ୍ୟାର ‘ମା’ ଜନ୍ମଦେବା ପରେ  ଛାଡି ପଳାଥିବା ପୁରୀ ସହରର ମୂଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ନବଜାତ ଶିଶୁକନ୍ୟାକୁ ଜିଲ୍ଲା ଚାଇଲ୍ଡ ଲାଇନ କର୍ମକର୍ତ୍ତାଙ୍କୁ ହସ୍ତୀନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.