Home ଅପରାଧ ଶୀତ ସହିନପାରି ମହିଳାଙ୍କ ମୃତ୍ୟୁ

ଶୀତ ସହିନପାରି ମହିଳାଙ୍କ ମୃତ୍ୟୁ

503

ଯାଜପୁର୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ବ୍ଳକ ଅନ୍ତର୍ଗତ ସାଦକପୁର ପଂଚାୟତର ବାରଦା ମେଲଣ ପଡିଆରେ ରହୁଥିବା ହଲିମ ଖାଁଙ୍କ ପତ୍ନୀ ହାଲିମା ବିବି( ୬୫)ଙ୍କର ମୃତ୍ୟୁ ଘଟିଛି । ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ପ୍ରବଳ ଶୀତ ଯୋଗୁ ଅତିଷ୍ଠ ହୋଇ ପହିଥିଲେ । ଶୀତ ବଢିବାରୁ ତାଙ୍କର ମୃତ୍ୟୁ ଘଟିଥିବ ଜଣାପଡିଛିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.