Home ଅପରାଧ ନୂଆବର୍ଷ ଯାତ୍ରାହେଲା ଶେଷ ଯାତ୍ରା

ନୂଆବର୍ଷ ଯାତ୍ରାହେଲା ଶେଷ ଯାତ୍ରା

398

କେନ୍ଦ୍ରାପଡା୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନୂଆ ବର୍ଷ ଉପଲକ୍ଷେ ଦୁଇଟି ପରିବାର ପୁରୀ ଜଗନ୍ନାଥଙ୍କୁୁ ଦର୍ଶନ କରି ଘରକୁ  କାର୍‌ରେ ଫେରୁଥିବା ବେଳେ କେନ୍ଦ୍ରାପଡା ଦୁହୁରିଆ ଛକରେ ଗାଡି ଦୁର୍ଘଟଣାରେ ୨ଜଣ ପ୍ରାଣହରାଇଥିବା ବେଳେ ୩ଜଣ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଥିବା କେନ୍ଦ୍ରାପଡ଼ା ସଦର ପୁଲସ ଠାରୁ  ଖବର ମିଳିଛି । ଫେରୁଥିବା ଦୁଇପରିବାରର କାରଟି ଦୁହୁରିଆ ଛକରେ ଏକ ଟ୍ରକ୍ ପଛରେ ଧକ୍କା ଦେବାରୁ ଘଟଣାସ୍ଥଳରେ ପ୍ରଣତି ପଣ୍ଡା ଓ ବିଜୟ ସାହୁ ମୃତ ବରଣ କରିଥିବା ବେଳେ ୩ଜଣ ଗୁରୁତରଙ୍କୁ ଭୁବନେଶ୍ୱର ମେଡିକାଲରେ ଭର୍ତ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.