Home ଜାତୀୟ ସୋସିଆଲ ମିଡିଆରେ ଫଟୋ ସେୟାର କଲେ ମଲାଇକା

ସୋସିଆଲ ମିଡିଆରେ ଫଟୋ ସେୟାର କଲେ ମଲାଇକା

638

ମୁମ୍ବାଇ୧ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନୂଆ ବର୍ଷକୁ ନୂଆ ଢଙ୍ଗରେ ପାଳିଲେ ମଲାଇକା ଆରୋରା ଓ ତାଙ୍କ ପ୍ରେମିକ ଅର୍ଜୁନ କପୁର । ଅର୍ଜୁନଙ୍କୁ କିସ୍ କରି ସୋସିଆଲ ମିଡିଆରେ ଫଟୋ ସେୟାର କଲେ ମଲାଇକା । ବିଗତ ବର୍ଷେ ହେଲା ନିଜର ପ୍ରେମ ଜୀବନକୁ ନେଇ ବେଶ୍ ଖୁସିରେ ଥିବା ନଜରକୁ ଆସୁଛନ୍ତି ବଲିଉଡ ତାରକା ଅର୍ଜୁନ କପୁର ଓ ହଟ୍ ଅଭିନେତ୍ରୀ ମଲାଇକା ଆରୋରା । ଉଭୟ ଡେଟ୍ କରିବା ସହ ଉଭୟଙ୍କ ସମ୍ପର୍କକୁ ନେଇ କରୁଛନ୍ତି ଗୁପ୍‌ଚୁପ୍ ଆଲୋଚନା ।ପୂର୍ବରୁ ମିଡଆ ସାମ୍ନାକୁ ଏତେ ଆସିବାକୁ ପସନ୍ଦ କରୁନଥିବା ଏହି ଦୁଇ ଲଭ୍ ବାର୍ଡଙ୍କ ଏବେ ଏକ ଫଟୋକୁ ନେଇ ବଲିଉଡ୍ ରେ ଚର୍ଚ୍ଚ ହୋଇଛି । ନୂଆ ବର୍ଷ ଅବସରରେ ମଲାଇକା ଅର୍ଜୁନଙ୍କ ଗାଲରେ ଚୁମ୍ବନ ଦେଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଉଭୟଙ୍କ ମଧ୍ୟରେ ଚ଼ାଲିଥିବା ଖୁଲମ୍ ଖୁଲା ପ୍ରେମ ସମ୍ପର୍କକୁ ନେଇ ବଲିଉଡ୍‌ରେ ଚ଼ର୍ଚ୍ଚା ଯୋରହୋଇଚି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.