Home ଅପରାଧ   ଦୁଷ୍କର୍ମ ଅଭିଯୋଗରେ ପୁଲିସ ଏ.ଏସ.ଆଇ ଅଟକ

  ଦୁଷ୍କର୍ମ ଅଭିଯୋଗରେ ପୁଲିସ ଏ.ଏସ.ଆଇ ଅଟକ

595

ପୁରୀ୩ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ କାଲି ଭୁବନେଶ୍ୱରରେ କମିସନରେଟ୍ ପୁଲିସର ଦ୍ବାଦଶ ପ୍ରତିଷ୍ଠା ଦିବସ ପାଳିତ ବେଳେ ପୁଲିସ ଡିଜି ଅଭୟ ଏହାକୁ ଉଦ୍‌ଘାଟନ କରିଥିଲେ, ମହିଳାଙ୍କ ସୁରକ୍ଷା ପାଇଁ ନୂଆ କରି ୨୪୬ ଜଣଙ୍କୁ ଏସ୍‌ପିଓ ଭାବରେ ନିଯୁକ୍ତି(ଅବୈତନିକ) ପାଉଛନ୍ତି। ୨୪ଘଣ୍ଟିଆ ସିସିଟିଭି ପହରା ସହ ଅପରାଧୀ ଓ ଆଇନ ଉଲ୍ଲଂଘନକାରୀଙ୍କୁ ତତ୍‌କ୍ଷଣାତ୍ ଚିହ୍ନଟ କରିବା ପାଇଁ ‘ଫେସିଆଲ୍ ରେକଗ୍‌ନାଇଜେସନ୍ ସିଷ୍ଟମ୍‌’ ‌ହେବାକୁ ଯାଉଛି ଜହିବାର କିଛି ସମୟ ଅତିକ୍ରାନ୍ତ ପରେ ପୁରୀ ବଙ୍ଗଳା ଥାନା ଏ.ଏସ.ଆଇ ଚିତ୍ତରଞ୍ଜନ ଦାସ ଜଣେ ମହିଳାଙ୍କୁ ତାଙ୍କ ବାସଭବନକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ପିପିଲି ଏସ.ଡି.ପିଓଙ୍କ ନିକଟରେ  ଆଣିଛନ୍ତି ଦୁଷ୍କର୍ମ ପିଡିତା । ଅଭିଯୋଗକୁ ଆଧାରକରି ଏ.ଏସ.ଆଇ ଚିତ୍ତରଞ୍ଜନ ଦାସଙ୍କୁ ପୁଲିସ ଅଟକ ରଖିଥିବା  ପୁଲିସ ସୁତ୍ରରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.