Home ଅପରାଧ   ତୀର୍ଥଯାତ୍ରୀ ବସ ଦୁର୍ଘଟଣା;୨ମୃତ ୨୮ ଆହତ

  ତୀର୍ଥଯାତ୍ରୀ ବସ ଦୁର୍ଘଟଣା;୨ମୃତ ୨୮ ଆହତ

478

ଭଦ୍ରକ୩ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭଦ୍ରଖ ସହରର ବନ୍ତ ଛକ ନିକଟରେ ଥିବା ଜାତୀୟ ରାଜପଥ ଓଭରବ୍ରିଜ୍ ମଧ୍ୟଭାଗରେ ଏକ ତୀର୍ତଯାତ୍ରୀ ବସ୍ ସହିତ ଏକ ଟ୍ରକ୍  ସୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ୨ଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛିା  ଆହତଙ୍କ ମଧ୍ୟରୁ ୪ଜଣ ଗୁରୁତର ଆହତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ ସୁତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.