Home ଅପରାଧ   ପମ୍ପ ଦେବାବେଳେ ଟାୟାର ଫାଟି ଜଣେ ମୃତ

  ପମ୍ପ ଦେବାବେଳେ ଟାୟାର ଫାଟି ଜଣେ ମୃତ

559

ଜଗତସିଂହପୁର ୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଏକ ଟ୍ରକ୍ ଟାୟାର ପମ୍ପଚୋର ମରାମତି କଲାବେଳେ ଟାୟାର ଫାଟି କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଜଗତସିଂହପୁର ଶାରଳା ମନ୍ଦିର ନିକଟରେ ଏପରି ଅଘଟଣ ହୋଇଥିବା ଦେଖିବାକୁ ମିଳିଛି । ମୃତକ ଟାୟାର ମରାମତି ଦୋକାନର କର୍ମଚାରୀ ମୁନା ମୁର୍ମୁଙ୍କ ଘର ଯାଜପୁର ନାଟୁର ଗାଁରେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.