Home Authors Posts by Biranchi Narayan Patri

Biranchi Narayan Patri

869 POSTS 0 COMMENTS

ନଦୀରେ ବୁଡି ୨ ଜଣ ଯୁବକ ମୃତ୍ୟୁ

0
କେନ୍ଦ୍ରାପଡା୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି କେନ୍ଦ୍ରାପଡା ଜିଲ୍ଲା ଚିତ୍ରପୋଳା ନଦୀରେ ଗାଧୋଇବାକୁ ଯାଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ପାଟକୁରା ମେଡିକାଲ ସୁତ୍ରରୁ ଜଣାପଡିଛି ।  ଆଜି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଚିତ୍ରପୋଳା...

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ କରୋନା ସନ୍ଦିଗ୍ଧ

0
ଭୁବନେଶ୍ୱର୧୩ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ତାମିଲନଡୁରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ନୟାଗଡ ଅଞ୍ଚଳର ଜଣେ କରୋନା ସନ୍ଦିଗ୍ଧଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭତ୍ତି କରାଯାଇଛି । ତାମିଲନଡୁରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି...

ରାଜ୍ୟରେ ବିଦ୍ୟୁତ ସଙ୍କଟ ସୃଷ୍ଟି ହେବ; ହିରାକୁଦରେ ଜଳଧାରଣା କ୍ଷମତା କମ ହେଉଛି 

0
ଭୁବନେଶ୍ୱର୧୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ବିଧାନସଭାରେ ବିଧାୟକ ସୈାମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନ ରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଉତ୍ତର ରଖିଛନ୍ତି । ମହାନଦୀର ଉପରେ ମୁଣ୍ଡରେ ଛତିଶଗଡ ସରକାର ୨୨୬୮ଟି...

ସ୍କୁଟର ଦୁର୍ଘଟଣାରେ ଆଇନୀବୀଙ୍କ ମୃତ୍ୟୁ

0
ପୁରୀ୧୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସନ୍ଧ୍ୟାରେ ପୁରୀ  ଅଠରନଳା ନିକଟରେ ଜଣେ ଆଇନୀବୀ ଘରକୁ ଏକ ସ୍କୁଟରରେ ଫେରୁଥିବା ବେଳେ ରାସ୍ତାରେ ଯାଉଥିବା ଏକ ଦୃତଗାମୀ ଟ୍ରକ ଚଢିଯାଇଛି । ଫଳରେ ଟାଉନ...

ଶେଷରେ ସିନେ-ଅଭିନେତ୍ରୀକୁ ବିବାହ କଲେ ସୁକିନ୍ଦା ବିଧାୟକ

0
ଭୁବନେଶ୍ୱର୧୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଜେଡି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡେଇଙ୍କ ବିଧାୟକ ପୁଅ ପ୍ରୀତିରଞ୍ଜନ ଅଭିନେତ୍ରୀ ଝିଲିକ୍ ଭଟ୍ଟଚାର୍ଯ୍ୟ ଙ୍କୁ ବିବାହ କରିଛନ୍ତି । ବଙ୍ଗିୟ ଅଭିନେତ୍ରୀ...

ଦୁଷ୍କର୍ମ ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

0
ଯାଜପୁର୧୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ କରଦା ନୋଡାଲ ଉପ୍ରା ବିଦ୍ୟାଳୟ ସମ୍ମୁଖରେ ଆଜି ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଧାରଣା ଓ ଅନ୍ଦୋଳନ କରାଯାଇଥିଲା । ଗତ ୬ ତାରିଖ ସେହି...

ସର୍ବଭାରତୀୟ କ୍ରିଡାରେ ଓଡିଶା ପୁଲିସକୁ ମିଳିଲା ବ୍ରୋଞ୍ଚପଦକ

0
କଟକ୧୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଶା ପୁଲିସରେ ଲାନ୍ସ ନାୟକ ଭାବେ କାର୍ଯ୍ୟରତ ବିଘ୍ନରାଜ ମିରିଡିଆ । ୬୮ ତମ ସର୍ବଭାରତୀୟ ଦୈାଡକୁଦ ପ୍ରତିଯୋଗିତାରେ ୪୦୦ ମିଟର ଦୈାଡରେ ତୃତାୟ ସ୍ଥାନ ଅଧିକାର କରି...

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ୪ ଜଣ ବିଜେଡିର ପ୍ରାର୍ଥୀ

0
ଭୁବନେଶ୍ୱର୧୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ରାଜ୍ୟସଭା ନିର୍ବାଚନ ପାଇଁ ୪ଜଣ ବିଜେଡି ଦଳର ପ୍ରାର୍ଥୀ ବିଧାନସଭା ସଚିବାଳୟ ପରିସରରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ...

ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ, ୨୦ ବେଆଇନ ବାଲି ଗାଡି ସହ ଜେସିବି ଜବତ

0
ଯାଜପୁର୭ା୩(ଓଡିଆପୁଅ/ବିରଞ୍ଚିନାରାୟଣ ପତ୍ରୀ) ବ୍ୟାସନଗର ତହସିଲ ପକ୍ଷରୁ ପାଣିକୋଇଲି ଥାନା ଯାଜପୁର ବ୍ଲକ ମାଳଆନନ୍ଦପୁର ପଞ୍ଚାୟତର ସଠିପୁର ବଜାରରେ ବେଆଇନ ବାଲି ଚାଲାଣ ଗାଡି ଉପରେ ଚଢାଉ ଜାରି ରହିଛି ।   ରସୁଲପୁର ତହସିଲଦାର ତଥା...

କରୋନା ସଂକ୍ରମଣ ମୁକାବିଲା ସମୀକ୍ଷା ବୈଠକ  ଅନୁଷ୍ଠିତ

0
ଯାଜପୁର୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଭାଇରସ ଏବେ ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ହୋଇଚ୍ଥି ।  ଯଦିଓ ଚୀନ୍ ଏହାର ଉତ୍ପତ୍ତି ସ୍ଥଳ ତେବେ ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହା କାୟା...

ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ

0
ଯାଜପୁର୭ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନିର୍ମାଣ ଶ୍ରମିକମାନେ ହେଲେ ଦେଶ ସମୃଦ୍ଧିର ପ୍ରକୃତ କର୍ଣ୍ଣଧାର ।  ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ସରକାର ବଦ୍ଧପରିକର ବୋଲି ଜିଲ୍ଲା  ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି...

ବିଜୁବାବୁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

0
ଭୁବନେଶ୍ୱର୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଉତ୍ସବ । ଏହି ଅବସରରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଯାଜପୁର ଜିଲ୍ଲା ପ୍ରଶାସନ କେବେ କାର୍ଯ୍ୟକାରୀ କରିବେ ଏନ.ଜି.ଟି ନିଦ୍ଦେଶ

0
ଯାଜପୁର୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ଧର୍ମଶାଳା ତହସିଲ ଅଧୀନରେ ଥିବା ବେଆଇନ କ୍ରସର ୟୁନିଟ ଗୁଡିକ ଉଚ୍ଛେଦ କରାଯାଇଛି। ବିଛାଖଣ୍ଡି ଅଞ୍ଚଳରୁ ଏହି ଉଛେଦ...

ରାଜଲକ୍ଷ୍ମୀର ଅଙ୍ଗଦାନ କଲେ ପରିବାର ଲୋକ

0
କଟକ୫ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ : ଗତ ବିଳମ୍ବିତ ରାତିରେ ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଚିକିତ୍ସାଧୀନ(ବ୍ରେନ୍ ଡେଡ୍‌) ରାଜଲକ୍ଷ୍ମୀ ଦାସଙ୍କ କିଡ୍‌ନୀ ଅଣାଯାଇ ଏସ୍‍ସିବିରେ ଚିକିତ୍ସାଧୀନ ମୟୂରଭଜ୍ଞ ଜିଲାର ରୀତାରାଣୀ ମହନ୍ତଙ୍କ ଶରୀରରେ...

ମଦ୍ୟପ ପୁଲିସ କର୍ମଚାରୀ ଗିରଫ

0
କଳାହାଣ୍ଡି୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାସ୍ତାରେ ମଦ୍ୟପନ କରି ଗାଡି ଚାଳନା କରୁଥିବା ପୁଲିସ କର୍ମଚାରୀକୁ ଆଜି ପୁଲିସ ଗିରଫ କରି ପୁଲିସ ନିଜକୁ ସମାଜ ସେବକ ବୋଲି ପ୍ରମାଣ କରିବା ଦେଖିବାକୁ ମିଳିଛି...

ପଞ୍ଚାୟତରେ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଜାଲ ଦସ୍ତଖତ  ତଦନ୍ତ କଲେ ଡିପିଓ

0
ଯାଜପୁର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ବ୍ଳକ ଗୋଳେଇପୁର ଗ୍ରାମ ପଞ୍ଚାୟତରେ ମାସିକ ବୈଠକ ନହେବା ଓ ମନୋମୁଖି ଭାବେ ସରପଞ୍ଚ ଓ ପିଇଓ ୱାର୍ଡ ସଭ୍ୟ/ସଭ୍ୟାଙ୍କ ଜାଲ ଦସ୍ତଖତ କରି...

ସମାଜସେବୀ କୃଷ୍ଣ ମହାକୁଡଙ୍କ ପରଲୋକ

0
ଯାଜପୁର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପଦରପଦା ପଂଚାୟତର କାଜିପାଟଣା ଗ୍ରାମର ବରିଷ୍ଠ ସମାଜସେବୀ ତଥା ୰ ଅଶୋକ ଦାସଙ୍କ ବଳିଷ୍ଠ ସହଯୋଗୀ ଓ ପୂର୍ବତନ ୱାର୍ଡ ସଭ୍ୟ କୃଷ୍ଣ ଚନ୍ଦ୍ର ମହାକୁଡଙ୍କର ଆଜି ୮୬...

୫୩ତମ ରାଜ୍ୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

0
କଟକ୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ପୁଲିସ ପ୍ରଶିକ୍ଷଣ ବୈରୀ ଠାରେ ଗତ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ୫୩ ତମ ରାଜ୍ୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି ।...

ବିଜୁ ବାବୁଙ୍କ ଜୟନ୍ତୀରେ ୨୦ ଲକ୍ଷ ହିତାଧିକାରୀଙ୍କୁ ବଣ୍ଟାଜିବ ବିଜୁ ପକ୍କା ଘର ଯୋଗ୍ୟତା...

0
ଭୁବନେଶ୍ୱର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ  ଆସନ୍ତା କାଲି ୫ତାରିଖ ଠାରୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ’ ବାଣ୍ଟିବାର ଶୁଭାରମ୍ଭ କରିବେ ।   ପ୍ରଥମ ଥର ପାଇଁ...

ପାଣିପାଗ କେନ୍ଦ୍ରର ମହାନିର୍ଦେଶକ ଙ୍କୁ ଡକ୍ଟର ଅଫ୍ ସାଇନ୍ସ ଉପାଧି ପ୍ରଦାନ କଲେ ରାଜ୍ୟପାଳ

0
ବାଲେଶ୍ୱର୪ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦେଶକ ମୁତ୍ୟୁଞ୍ଜୟ ମହାପାତ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଡକ୍ଟର ଅଫ୍ ସାଇନ୍ସ ଉପାଧି ପ୍ରଦାନ କରାଯାଇଛି ।   ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଠାରେ ଏକ...