Home Authors Posts by Abhay Das

Abhay Das

470 POSTS 0 COMMENTS

ଦେଶୁଆଁ ପୋଖରୀରେ ବାଘାଯତୀନଙ୍କ ୧୦୫ ତମ ବଳିଦାନ ଦିବସ

0
ବାଲେଶ୍ୱର, ୧୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନାର ପ୍ରକୋପ ସତ୍ତ୍ୱେ ବାଘାଯତୀନ ବିକାଶ ପରିଷଦ ପକ୍ଷରୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଉଗ୍ର ଜାତୀୟତାବାଦୀ ସଂଗ୍ରାମୀ ଶହୀଦ ବାଘାଯତୀନ ଓ ସାଥୀଙ୍କ ୧୦୫ତମ...

ମାମଲା ସଂଖ୍ୟା ବୃଦ୍ଧି-ପଦୋନ୍ନତି ନିଶାରେ ଅବକାରୀ ଅଧିକାରୀ, – ଦୋଷ ନଥାଇ ବର୍ଷକର କ୍ଷୀରପିଆ...

0
ବାଲେଶ୍ୱର, ୧୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁଁ ବ୍ରାଉନସୁଗାର କାରବାର କ୍ଷେତ୍ରରେ ବାଲେଶ୍ୱର ଏବେ ସମଗ୍ର ଦେଶରେ ହବ୍ ପାଲଟିଛି। ଅନ୍ୟପକ୍ଷରେ ବାଲେଶ୍ୱର ଅବକାରୀ ବିଭାଗ ଅଧିକାରୀଙ୍କ ମାମଲା ସଂଖ୍ୟା...

ଉନ୍ନୟନ କମିଟି ପକ୍ଷରୁ ସହିଦ ବୀର ବାଘାଯତୀନଙ୍କ ବଳିଦାନ ଦିବସ

0
ବାଲେଶ୍ୱର, ୧୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଘା ଯତୀନ ଉନ୍ନୟନ କମିଟି ପକ୍ଷରୁ ସହିଦ ବୀର ବାଘାଯତୀନ ଓ ସାଥୀଙ୍କ ୧୦୫ ତମ ବଳିଦାନ ଦିବସ ସ୍ଥାନୀୟ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି...

ଦିନକରେ ଚିହ୍ନଟ ୧୦୩ ପଜିଟିଭ୍ ୪୬୩୦କୁ ବୃଦ୍ଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

0
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ଓଡ଼ିଶାରେ ବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩, ୭୪୮ ଜଣ...

‘କଳିଙ୍ଗ ଟ୍ୟୁଟରିଆଲ’ପକ୍ଷରୁ କୃତଷ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

0
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): କଳିଙ୍ଗ ଏଜୁକେସନାଲ ଏଣ୍ଡ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିିତ ‘କଳିଙ୍ଗ ଟ୍ୟୁଟରିଆଲ’ପକ୍ଷରୁ ଯୁକ୍ତଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟଡିସେଣ୍ଟର...

ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ ପ୍ରଦାନକୁ ନେଇ ଅସନ୍ତୋଷ

0
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ବିଦ୍ୟୁତ୍ ବିତରଣ ସଂସ୍ଥା ନେସ୍କୋ କର୍ତ୍ତୃପକ୍ଷଙ୍କ ବିଲ୍ ଆଦାୟରେ ତ୍ରୁଟିପୂର୍ଣ୍ଣ ନୀତିକୁ ନେଇ ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କରୋନା...

ପୋଷ୍ଟମାଷ୍ଟର ଉମାକାନ୍ତ ଲେଙ୍କାଙ୍କ ବିୟୋଗରେ ଶୋକ

0
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ଉମାକାନ୍ତ ଲେଙ୍କାଙ୍କ ବିୟୋଗରେ ଏକ ଶୋକସଭା ସ୍ଥାନୀୟ ପ୍ରଧାନ ଡାକଘର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱରର ପୋଷ୍ଟମାଷ୍ଟର ଗୋପାଳଚନ୍ଦ୍ର...

ପୂର୍ତ୍ତ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟର ପରିଣାମ: ପେନସନରୁ ବଞ୍ଚିତ ୮୦ରୁ ଊର୍ଦ୍ଧ୍ୱ ୱାର୍କଚାର୍ଜ୍ଡ କର୍ମଚାରୀ

0
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟଧାରା ଯୋଗୁଁ ପୂର୍ତ୍ତ ବିଭାଗରୁ ଅବସର ନେବାର ଦୀର୍ଘଦିନ ପରେ ବି ବରିଷ୍ଠ କର୍ମଚାରୀମାନେ ଇପିଏଫ ପେନସନ ପାଇବାକୁ ବଞ୍ଚିତ ହୋଇଛନ୍ତି।...

ପୁଲିସ ଉପସ୍ଥିତିରେ ଜବରଦଖଲ ଗୋଚର ଜମି ମାପ

0
ବାଲେଶ୍ୱର, ୭ା୯(ଓଡ଼ିଆ ପୁଅ/ଅଭୟ ଦାସ): ଖାନନଗର ପଞ୍ଚାୟତରେ ଗୋଚର ଜମି ଜବରଦଖଲକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ସ୍ଥିତିକୁ ଏଡ଼େଇବା ପାଇଁ ସଦର ସହସିଲର ଏକ ଟିମ୍ ଆଜି ମାପଜୁପ୍ କରିଛି। ସଦର...

ବୁଆଁଳ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

0
ବାଲେଶ୍ୱର, ୭ା୯(ଓଡ଼ିଆ ପୁଅ/ଅଭୟ ଦାସ) : ଲଗୁଚାପ ଜନିତ ଲଗାଣ ବର୍ଷା ଓ ବୁଢ଼ାବଳଙ୍ଗ ନଦୀ ବନ୍ୟା ଯୋଗୁଁ ବଢ଼ିପାଣିରେ ବୁଆଁଳ ପଞ୍ଚାୟତର ହଜାର ହଜାର ଏକର ଜମିର ଚାଷ ନଷ୍ଟ ହୋଇଥିଲେ...

୩ ସପ୍ତାହ ଅହୋରାତ୍ର ଧାରଣାର ଅବସାନ : ଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ସଫଳ ତ୍ରିପାକ୍ଷିକ ବୈଠକ...

0
ବାଲେଶ୍ୱର, ୭ା୯(ଓଡ଼ିଆ ପୁଅ/ଅଭୟ ଦାସ): ବକେୟା ଦରମା ପ୍ରଦାନ ଓ ଅନ୍ୟାନ୍ୟ ଦାବି ନେଇ ବିରଳା ଟାୟାର୍ସ କାରଖାନା ସମ୍ମୁଖରେ ଦୀର୍ଘ ୩ ସପ୍ତାହ ଧରି ଚାଲିଥିବା ଶ୍ରମିକଙ୍କ ଅହୋରାତ୍ର ଧାରଣାର ଆଜି...

ମଦଭର୍ତ୍ତି କାର ଜବତ୍‌ – ୩ ଗିରଫ

0
ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ହୋଇ ଚୋରା ଦେଶୀମଦ ଭର୍ତ୍ତି କାର ସହ ୩ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇଛି। ଗିରଫ ଯୁବକମାନେ ହେଲେ...

ଦିନକରେ ୧୨୦ ପଜିଟିଭ୍ ୪୩୩୦କୁ ବୃଦ୍ଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

0
ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ଅନୁପାତ କମ ଥିଲେ...

ମେଡିକାଲ କ୍ରିୟାନୁଷ୍ଠାନ ପକ୍ଷରୁ ଦିବଂଗତ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି

0
ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଆୟୋଜିତ ବୈଠକରେ ଉପସଭାପତି ପ୍ରଭାକର...

ପିସିସି ପ୍ରତିନିଧି ଦଳ ପକ୍ଷରୁ ତଳସାହି ବନ୍ୟା ବିପନ୍ନଙ୍କୁ ରିଲିଫ୍‌

0
ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ଏଆଇସିସି ଦ୍ୱାରା ଗଠିତ ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ସହ ବିପନ୍ନଙ୍କୁ...

କରୋନାରେ ସାମ୍ବାଦିକ ସୋଲୋମାନ ସାହୁଙ୍କ ଦେହାନ୍ତ

0
ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନାରେ ଆକ୍ରାନ୍ତ ସହ ଜିଲ୍ଳା କୋଭିଡ୍ ହସପିଟାଲରେ ଗତ ୩ ଦିନଧରି ଚିକିତ୍ସିତ ହେଉଥିବା ‘ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି’ର ବାଲେଶ୍ୱର ପ୍ରତିନିଧି, ତଥା ଓଡ଼ିଶା କର୍ମଜୀବୀ...

ଛାତ୍ରଛାତ୍ରୀଙ୍କ ଫି’ଛାଡ଼ ପାଇଁ ଏବିଭିପିର ଦାବି

0
ବାଲେଶ୍ୱର, ୫ା୯ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ଯୋଗୁଁ ଜୀବନ ଜୀବିକା ପ୍ରତି ବିପଦ ଦେଖା ଦେଇଥିବା ବେଳେ ସ୍କୁଲ ଓ କେଲେଜରେ ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ...

ଦିନକରେ ୧୫୩ ପଜିଟିଭ୍‌ – ୪୨୧୦କୁ ବୃଦ୍ଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା

0
ବାଲେଶ୍ୱର, ୫ା୯ (ଓଡ଼ିଆ ପୁଅ/ଅଭୟ ଦାସ) : ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ଅନୁପାତ...

‘ଆମେ ଭାରତୀୟ’ପକ୍ଷରୁ ଜନଜାଗରଣ କାର୍ଯ୍ୟକ୍ରମ

0
ବାଲେଶ୍ୱର, ୫ା୯(ଓଡ଼ିଆ ପୁଅ/ଅଭୟ ଦାସ): ହେତୁବାଦୀ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ଶହୀଦ ଦିବସରେ ଦେଶବ୍ୟାପୀ ଆଜି ଜନଜାଗରଣ କାର୍ଯ୍ୟକ୍ରମ ପାଳନ କରାଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇଛି। ‘ଆମେ...

ସଂସ୍କୃତି-ପରମ୍ପରା ଉପରେ କରୋନାର ପ୍ରଭାବ : ଚଳିତ ବର୍ଷ ଶିକ୍ଷାନୁଷ୍ଠାନରେ ପୂଜା ପାଇଲେନି ଗୁରୁ

0
ବାଲେଶ୍ୱର, ୫ା୯(ଓଡ଼ିଆ ପୁଅ/ଅଭୟ ଦାସ): ସମ୍ପ୍ରତି ମହାମାରୀ କରୋନାର କୟାବିସ୍ତାର ଦେଶର ଅର୍ଥନୀତି ସାଙ୍ଗକୁ ସାମାଜିକ ସ୍ଥିତ ଦୋହଲି ଦେଇଥିବା ବେଳେ ଏହାର ପ୍ରଭାବ ସାଂସ୍କୃତିକ କ୍ଷେତ୍ରରେ ବି ବେଶ୍ ଅନୁଭୁତ ହୋଇଛି।...