Home Authors Posts by Abhay Das

Abhay Das

470 POSTS 0 COMMENTS

ସଦର ଉପ-ନିର୍ବାଚନ ଫଳ ପ୍ରଭାବିତ ଆଶଙ୍କା – ଅଧାରୁ ବନ୍ଦ ଓଭରବ୍ରିଜ୍ ତଳ ଦୋକାନ...

0
ବାଲେଶ୍ୱର, ୨୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉଡ଼ନ୍ତା ପୋଲ(ଓଭର ବ୍ରିଜ୍‌) ମରାମତି ପାଇଁ ଦୀର୍ଘ ଦିନର ପ୍ରୟାସ ପରେ ଏହାର ତଳେ ଥିବା ଦୋକାନ ଗୃହଗୁଡ଼ିକୁ ଉଚ୍ଛେଦ କରିବାରେ ପ୍ରଶାସନକୁ ଆଜି ସଫଳତା...

ବିପଣୀ ଉନ୍ନୟନ କମିଟି ପକ୍ଷରୁ ରକ୍ତଦାନ ଶିବିର

0
ବାଲେଶ୍ୱର, ୨୪ା୯ (ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ବିପଣୀ ଉନ୍ନୟନ କମିଟି ପକ୍ଷରୁ ସପ୍ତମ ବାର୍ଷିକ ୨ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମୋତିଗଞ୍ଜସ୍ଥିତ ଘୋଷ ମାର୍କେଟ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର...

ଯୁବ କଂଗ୍ରେସ ପକ୍ଷରୁ ନୂତନ କୃଷିନୀତିକୁ ବିରୋଧ

0
ବାଲେଶ୍ୱର, ୨୫-୯ (ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ସଂସଦ ଅଧିବେଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଗତ ହୋଇଥିବା କୃଷି ସଂଶୋଧନ ବିଧେୟକକୁ ନେଇ ସମଗ୍ର ଦେଶରେ ବିରୋଧର ସ୍ୱର ଉଠିଥିବା ବେଳେ ବାଲେଶ୍ୱରରେ...

ଶୋଚନୀୟ ସହର ରାସ୍ତାର ନବୀକରଣ ଦାବି

0
ବାଲେଶ୍ୱର, ୨୫ା୯ (ଓଡ଼ିଆ ପୁଅ/ଅଭୟ ଦାସ): ମରଣଯନ୍ତା ପାଲଟି ଥିବା ବାଲେଶ୍ୱର ସହରର ଏକାଧିକ ରାସ୍ତାର ନବୀକରଣ ଦାବିରେ ଯୁବ ସଂଗଠକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଗୁରୁବାରଦିନ...

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟୁହରେ ବିଜେଡି : ଆଇନ୍‌ମନ୍ତ୍ରୀଙ୍କ ୩ ଦିନର ଉଦ୍ୟମରୁ ସାମୟିକ...

0
ବାଲେଶ୍ୱର, ୨୩ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀ କନ୍ଦଳ...

ଦିନକରେ ଚିହ୍ନଟ ୧୬୧ କରୋନା ପଜିଟିଭ୍‌ – ୬୬୫୪କୁ ବୃଦ୍ଧି ଜିଲ୍ଲାର କରୋନା ସଂକ୍ରମିତଙ୍କ...

0
ବାଲେଶ୍ୱର, ୨୩-୯(ଓଡ଼ିଆ ପୁଅ/ଅଭୟ ଦାସ) : ବଢ଼ୁଥିବା କରୋନା ସଂକ୍ରମଣ ସମଗ୍ର ଦେଶ ପାଇଁ ଉଦ୍‌ବେଗର ବିଷୟ ହୋଇଛି। ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେ ପହଞ୍ଚିବା...

ଶ୍ରମ ଆଇନ୍ ସଂଶୋଧନ ପୁନଃ କ୍ରୀତଦାସ ପ୍ରଥା ପ୍ରଚଳନ : ଏଆଇଟିୟୁସି ପକ୍ଷରୁ କେନ୍ଦ୍ର...

0
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ସଂଶୋଧନକୁ ଏଆଇଟିୟୁସି ସହବନ୍ଧିତ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀସଂଘ ଡିଫେନ୍‌ସ କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ୍ ଓ ନ୍ୟାସନାଲ ହକର ଫେଡେରେଶନ୍ ପକ୍ଷରୁ...

କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ୍ ସଂଶୋଧନ ପ୍ରସ୍ତାବକୁ ବିରୋଧ, ଟିୟୁଏସିସି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

0
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ): ଚଳିତ ପାର୍ଲିଆମେଣ୍ଟ୍ ଅଧିବେଶନରେ ପୁଞ୍ଜିପତିମାନଙ୍କ ସ୍ୱାର୍ଥରେ ଦେଶର ପ୍ରଚଳିତ ୪୪ଟି ଶ୍ରମ ଆଇନ ସଂଶୋଧନ ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଆଗତ ନିଷ୍ପତ୍ତିକୁ ବାଲେଶ୍ୱରରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଇଁ ପ୍ରସ୍ତୁତି

0
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ସମେତ ସମଗ୍ର ଜିଲ୍ଲାରେ କରୋନା ମହାମାରୀ ଦିନକୁ ଦିନ ଏହାର କାୟା ବିସ୍ତାର କରିବା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସାଢ଼େ ସାତ ହଜାରରେ...

ବିଭିନ୍ନ ଦାବି ନେଇ କ୍ରୀଡ଼ା-କଳା ଶିକ୍ଷକ ସଂଘର ବିକ୍ଷୋଭ

0
ବାଲେଶ୍ୱର, ୨୩ା୯(ଓଡ଼ିଆ ପୁଅ/ଅଭୟ ଦାସ): ବିଭିନ୍ନ ଦାବି ନେଇ ବାଲେଶ୍ୱର ଜିଲ୍ଲା କଳା ଓ କ୍ରୀଡ଼ା ଶିକ୍ଷକ ସଂଘର କର୍ମକର୍ତ୍ତା ତଥା ସଦସ୍ୟମାନେ ଆଜି ସର୍ବର୍ଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକଙ୍କ କାର୍ଯ୍ୟାଳୟ ସମ୍ମୁଖରେ...

କର୍ଣ୍ଣେଲ ବିଦ୍ୟାଧର ସିଂଙ୍କ ବିୟୋଗରେ ଶୋକ

0
ବାଲେଶ୍ୱର, ୨୨ - ୯ (ଓଡ଼ିଆ ପୁଅ/ଅଭୟ ଦାସ): ରାଷ୍ଟ୍ରୀୟ ପୂର୍ବତନ ସୈନିକ ସମନ୍ୱୟ ସମିତି, ଓଡ଼ିଶା ରାଜ୍ୟ ଶାଖା ଉପଦେଷ୍ଟା ମଣ୍ଡଳୀର ସଭାପତି, ପୂର୍ବତନ ରାଜ୍ୟ ଶାଖା ସଭାପତି ତଥା କେନ୍ଦ୍ରୀୟ...

ସଦର ବ୍ଲକରେ ନୂତନ ହିତାଧିକାରୀଙ୍କୁ ରେସନ କାର୍ଡ଼ ବଣ୍ଟନ

0
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ଓଡ଼ିଶା ଖାଦ୍ୟ ସୁରକ୍ଷା ଯୋଜନାରେ ସଦର ବ୍ଳକର ବିଭିନ୍ନ ପଞ୍ଚାୟତର ନୂତନ ହିତାଧିକାରୀଙ୍କୁ ଆଜି ରାସନ କାର୍ଡ଼ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ଲକ ପରିସରରେ...

ଦେବୀ ପଞ୍ଚାୟତର ଏମବିକେ ଚୟନରେ ଚଞ୍ଚକତା ସାନି ପରୀକ୍ଷା ଦାବିରେ ମା’ ଆଞ୍ଚଳିକ ମଞ୍ଚର...

0
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ଗ୍ରାମ ପଞ୍ଚାୟତ ସ୍ତରୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ (ଜିପିଏଲଏଫ୍‌)ର ମାଷ୍ଟର ବୁକ୍ କିପର (ଏମବିକେ) ଚୟନ ପ୍ରକ୍ରିୟାରେ ହୋଇଥିବା ଚଞ୍ଚକତା ବିରୋଧରେ ରେମୁଣା ବ୍ଳକ...

ପୁଅ-ବୋହୂ ଦ୍ୱାରା ନିର୍ଯାତନାର ଶିକାର ବୃଦ୍ଧା ମାଆ

0
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ପୁଅର ନିର୍ଯାତନା ସହି ନପାରି ଜିଲ୍ଲାପାଳଙ୍କଠାରେ ଜନୈକ ବୃଦ୍ଧା ଆଜି ଫେରାଦ ହୋଇଛନ୍ତି। ବୃଦ୍ଧା ଜଣକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳର ସ୍ୱର୍ଗତ...

ଦିନକରେ ଚିହ୍ନଟ ୧୫୦ କରୋନା ପଜିଟିଭ୍‌ – ୬୪୯୩କୁ ବୃଦ୍ଧି ଜିଲ୍ଲାର କରୋନା ସଂକ୍ରମିତଙ୍କ...

0
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ବଢ଼ୁଥିବା କରୋନା ସଂକ୍ରମଣ ସମଗ୍ର ଦେଶ ପାଇଁ ଉଦ୍‌ବେଗର ବିଷୟ ହୋଇଛି। ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ମାସରେ ସଂକ୍ରମଣ ହାର ଶୀର୍ଷରେ ପହଞ୍ଚିବା...

‘ଅଭ୍ୟାସ’ର ସଫଳ ପରୀକ୍ଷା

0
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ): ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶ ମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ଆଜି ସଫଳତାର ସହ...

ବାଲେଶ୍ୱର ଉପ-ନିର୍ବାଚନରେ ଅରିନ୍ଦମଙ୍କ ପ୍ରାର୍ଥିତ୍ୱକୁ ବିରୋଧ : ବିଜେଡିର ସଂଖ୍ୟାଧିକ ଅସନ୍ତୁଷ୍ଟଙ୍କୁ ମନେଇବାକୁ ଆଇନ୍‌ମନ୍ତ୍ରୀଙ୍କ...

0
ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସଦର ବିଧାନ ସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ରାଜନୈତିକ ଦଳରେ ହଟଚମଟ ଲାଗି ରହିଛି।...

ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ

0
ବାଲେଶ୍ୱର, ୨୨ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବିପର୍ଯ୍ୟସ୍ଥ ଗୋପାଳଗାଁ ରାସ୍ତା ମରାମତି ଦାବିରେ ବିଜେପି ପକ୍ଷରୁ ସୋମବାର ଦିନ ଦୀର୍ଘ ସମୟ ଧରି ରାସ୍ତାରୋକ କରାଯାଇଥିଲା। ଭାରତୀୟ ଜନତା ପାର୍ଟିରୁ ଦିବଙ୍ଗତ ବିଧାୟକ...

କରୋନାରେ ରୋଟାରୀ କ୍ଲବ ପୂର୍ବତନ ସଭାପତିଙ୍କ ବିୟୋଗ

0
ବାଲେଶ୍ୱର, ୧୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): କରୋନାରେ ରୋଟାରୀ କ୍ଲବର ପୂର୍ବତନ ସଭାପତି କର୍ଣ୍ଣେଲ ବିଦ୍ୟାଧର ସିଂଙ୍କର ଦେହାନ୍ତ ହୋଇଯାଇଛି। ଗତକାଲି ସକାଳେ ଭୁବନେଶ୍ୱରସ୍ଥିତ ସୋମ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ୫...

ବାଲେଶ୍ୱରରେ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ୨୧ରୁ

0
ବାଲେଶ୍ୱର, ୨୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ଆସନ୍ତା୨୧ତାରିଖରୁ ବାଲେଶ୍ୱର ଜିଲ୍ଲାରେ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସେପ୍ଟେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି କ୍ରମରେ ଜିଲ୍ଲାର ସମସ୍ତ ୧ରୁ ୧୯...