Abhay Das
ଦେଶୁଆଁ ପୋଖରୀରେ ବାଘାଯତୀନଙ୍କ ୧୦୫ ତମ ବଳିଦାନ ଦିବସ
ବାଲେଶ୍ୱର, ୧୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନାର ପ୍ରକୋପ ସତ୍ତ୍ୱେ ବାଘାଯତୀନ ବିକାଶ ପରିଷଦ ପକ୍ଷରୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ଉଗ୍ର ଜାତୀୟତାବାଦୀ ସଂଗ୍ରାମୀ ଶହୀଦ ବାଘାଯତୀନ ଓ ସାଥୀଙ୍କ ୧୦୫ତମ...
ମାମଲା ସଂଖ୍ୟା ବୃଦ୍ଧି-ପଦୋନ୍ନତି ନିଶାରେ ଅବକାରୀ ଅଧିକାରୀ, – ଦୋଷ ନଥାଇ ବର୍ଷକର କ୍ଷୀରପିଆ...
ବାଲେଶ୍ୱର, ୧୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁଁ ବ୍ରାଉନସୁଗାର କାରବାର କ୍ଷେତ୍ରରେ ବାଲେଶ୍ୱର ଏବେ ସମଗ୍ର ଦେଶରେ ହବ୍ ପାଲଟିଛି। ଅନ୍ୟପକ୍ଷରେ ବାଲେଶ୍ୱର ଅବକାରୀ ବିଭାଗ ଅଧିକାରୀଙ୍କ ମାମଲା ସଂଖ୍ୟା...
ଉନ୍ନୟନ କମିଟି ପକ୍ଷରୁ ସହିଦ ବୀର ବାଘାଯତୀନଙ୍କ ବଳିଦାନ ଦିବସ
ବାଲେଶ୍ୱର, ୧୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଘା ଯତୀନ ଉନ୍ନୟନ କମିଟି ପକ୍ଷରୁ ସହିଦ ବୀର ବାଘାଯତୀନ ଓ ସାଥୀଙ୍କ ୧୦୫ ତମ ବଳିଦାନ ଦିବସ ସ୍ଥାନୀୟ ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି...
ଦିନକରେ ଚିହ୍ନଟ ୧୦୩ ପଜିଟିଭ୍ ୪୬୩୦କୁ ବୃଦ୍ଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ଓଡ଼ିଶାରେ ବଢ଼ୁଥିବା କରୋନା ସଂକ୍ରମଣ ରାଜ୍ୟବାସୀଙ୍କ ପାଇଁ ଉଦ୍ବେଗର ବିଷୟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩, ୭୪୮ ଜଣ...
‘କଳିଙ୍ଗ ଟ୍ୟୁଟରିଆଲ’ପକ୍ଷରୁ କୃତଷ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): କଳିଙ୍ଗ ଏଜୁକେସନାଲ ଏଣ୍ଡ ଚେରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିିତ ‘କଳିଙ୍ଗ ଟ୍ୟୁଟରିଆଲ’ପକ୍ଷରୁ ଯୁକ୍ତଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଷ୍ଟଡିସେଣ୍ଟର...
ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ବିଲ ପ୍ରଦାନକୁ ନେଇ ଅସନ୍ତୋଷ
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ଦିନକୁ ଦିନ ବିଦ୍ୟୁତ୍ ବିତରଣ ସଂସ୍ଥା ନେସ୍କୋ କର୍ତ୍ତୃପକ୍ଷଙ୍କ ବିଲ୍ ଆଦାୟରେ ତ୍ରୁଟିପୂର୍ଣ୍ଣ ନୀତିକୁ ନେଇ ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। କରୋନା...
ପୋଷ୍ଟମାଷ୍ଟର ଉମାକାନ୍ତ ଲେଙ୍କାଙ୍କ ବିୟୋଗରେ ଶୋକ
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ଉମାକାନ୍ତ ଲେଙ୍କାଙ୍କ ବିୟୋଗରେ ଏକ ଶୋକସଭା ସ୍ଥାନୀୟ ପ୍ରଧାନ ଡାକଘର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱରର ପୋଷ୍ଟମାଷ୍ଟର ଗୋପାଳଚନ୍ଦ୍ର...
ପୂର୍ତ୍ତ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟର ପରିଣାମ: ପେନସନରୁ ବଞ୍ଚିତ ୮୦ରୁ ଊର୍ଦ୍ଧ୍ୱ ୱାର୍କଚାର୍ଜ୍ଡ କର୍ମଚାରୀ
ବାଲେଶ୍ୱର, ୯ା୯ (ଓଡ଼ିଆ ପୁଅ/ଅଭୟ ଦାସ): ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି କାର୍ଯ୍ୟଧାରା ଯୋଗୁଁ ପୂର୍ତ୍ତ ବିଭାଗରୁ ଅବସର ନେବାର ଦୀର୍ଘଦିନ ପରେ ବି ବରିଷ୍ଠ କର୍ମଚାରୀମାନେ ଇପିଏଫ ପେନସନ ପାଇବାକୁ ବଞ୍ଚିତ ହୋଇଛନ୍ତି।...
ପୁଲିସ ଉପସ୍ଥିତିରେ ଜବରଦଖଲ ଗୋଚର ଜମି ମାପ
ବାଲେଶ୍ୱର, ୭ା୯(ଓଡ଼ିଆ ପୁଅ/ଅଭୟ ଦାସ): ଖାନନଗର ପଞ୍ଚାୟତରେ ଗୋଚର ଜମି ଜବରଦଖଲକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ସ୍ଥିତିକୁ ଏଡ଼େଇବା ପାଇଁ ସଦର ସହସିଲର ଏକ ଟିମ୍ ଆଜି ମାପଜୁପ୍ କରିଛି। ସଦର...
ବୁଆଁଳ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି
ବାଲେଶ୍ୱର, ୭ା୯(ଓଡ଼ିଆ ପୁଅ/ଅଭୟ ଦାସ) : ଲଗୁଚାପ ଜନିତ ଲଗାଣ ବର୍ଷା ଓ ବୁଢ଼ାବଳଙ୍ଗ ନଦୀ ବନ୍ୟା ଯୋଗୁଁ ବଢ଼ିପାଣିରେ ବୁଆଁଳ ପଞ୍ଚାୟତର ହଜାର ହଜାର ଏକର ଜମିର ଚାଷ ନଷ୍ଟ ହୋଇଥିଲେ...
୩ ସପ୍ତାହ ଅହୋରାତ୍ର ଧାରଣାର ଅବସାନ : ଜିଲ୍ଲାପାଳଙ୍କ ମଧ୍ୟସ୍ଥତାରେ ସଫଳ ତ୍ରିପାକ୍ଷିକ ବୈଠକ...
ବାଲେଶ୍ୱର, ୭ା୯(ଓଡ଼ିଆ ପୁଅ/ଅଭୟ ଦାସ): ବକେୟା ଦରମା ପ୍ରଦାନ ଓ ଅନ୍ୟାନ୍ୟ ଦାବି ନେଇ ବିରଳା ଟାୟାର୍ସ କାରଖାନା ସମ୍ମୁଖରେ ଦୀର୍ଘ ୩ ସପ୍ତାହ ଧରି ଚାଲିଥିବା ଶ୍ରମିକଙ୍କ ଅହୋରାତ୍ର ଧାରଣାର ଆଜି...
ମଦଭର୍ତ୍ତି କାର ଜବତ୍ – ୩ ଗିରଫ
ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ହୋଇ ଚୋରା ଦେଶୀମଦ ଭର୍ତ୍ତି କାର ସହ ୩ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇଛି। ଗିରଫ ଯୁବକମାନେ ହେଲେ...
ଦିନକରେ ୧୨୦ ପଜିଟିଭ୍ ୪୩୩୦କୁ ବୃଦ୍ଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା
ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ଅନୁପାତ କମ ଥିଲେ...
ମେଡିକାଲ କ୍ରିୟାନୁଷ୍ଠାନ ପକ୍ଷରୁ ଦିବଂଗତ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଆୟୋଜିତ ବୈଠକରେ ଉପସଭାପତି ପ୍ରଭାକର...
ପିସିସି ପ୍ରତିନିଧି ଦଳ ପକ୍ଷରୁ ତଳସାହି ବନ୍ୟା ବିପନ୍ନଙ୍କୁ ରିଲିଫ୍
ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ଏଆଇସିସି ଦ୍ୱାରା ଗଠିତ ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ସହ ବିପନ୍ନଙ୍କୁ...
କରୋନାରେ ସାମ୍ବାଦିକ ସୋଲୋମାନ ସାହୁଙ୍କ ଦେହାନ୍ତ
ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ମହାମାରୀ କରୋନାରେ ଆକ୍ରାନ୍ତ ସହ ଜିଲ୍ଳା କୋଭିଡ୍ ହସପିଟାଲରେ ଗତ ୩ ଦିନଧରି ଚିକିତ୍ସିତ ହେଉଥିବା ‘ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି’ର ବାଲେଶ୍ୱର ପ୍ରତିନିଧି, ତଥା ଓଡ଼ିଶା କର୍ମଜୀବୀ...
ଛାତ୍ରଛାତ୍ରୀଙ୍କ ଫି’ଛାଡ଼ ପାଇଁ ଏବିଭିପିର ଦାବି
ବାଲେଶ୍ୱର, ୫ା୯ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ଯୋଗୁଁ ଜୀବନ ଜୀବିକା ପ୍ରତି ବିପଦ ଦେଖା ଦେଇଥିବା ବେଳେ ସ୍କୁଲ ଓ କେଲେଜରେ ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ...
ଦିନକରେ ୧୫୩ ପଜିଟିଭ୍ – ୪୨୧୦କୁ ବୃଦ୍ଧି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା
ବାଲେଶ୍ୱର, ୫ା୯ (ଓଡ଼ିଆ ପୁଅ/ଅଭୟ ଦାସ) : ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ଅନୁପାତ...
‘ଆମେ ଭାରତୀୟ’ପକ୍ଷରୁ ଜନଜାଗରଣ କାର୍ଯ୍ୟକ୍ରମ
ବାଲେଶ୍ୱର, ୫ା୯(ଓଡ଼ିଆ ପୁଅ/ଅଭୟ ଦାସ): ହେତୁବାଦୀ ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ଶହୀଦ ଦିବସରେ ଦେଶବ୍ୟାପୀ ଆଜି ଜନଜାଗରଣ କାର୍ଯ୍ୟକ୍ରମ ପାଳନ କରାଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଏହାର ପ୍ରତିଫଳନ ଲକ୍ଷ୍ୟ କରାଯାଇଛି। ‘ଆମେ...
ସଂସ୍କୃତି-ପରମ୍ପରା ଉପରେ କରୋନାର ପ୍ରଭାବ : ଚଳିତ ବର୍ଷ ଶିକ୍ଷାନୁଷ୍ଠାନରେ ପୂଜା ପାଇଲେନି ଗୁରୁ
ବାଲେଶ୍ୱର, ୫ା୯(ଓଡ଼ିଆ ପୁଅ/ଅଭୟ ଦାସ): ସମ୍ପ୍ରତି ମହାମାରୀ କରୋନାର କୟାବିସ୍ତାର ଦେଶର ଅର୍ଥନୀତି ସାଙ୍ଗକୁ ସାମାଜିକ ସ୍ଥିତ ଦୋହଲି ଦେଇଥିବା ବେଳେ ଏହାର ପ୍ରଭାବ ସାଂସ୍କୃତିକ କ୍ଷେତ୍ରରେ ବି ବେଶ୍ ଅନୁଭୁତ ହୋଇଛି।...