Abhay Das
ରାଜ୍ୟ ଉପଭୋକ୍ତା ମହିଳା କଲ୍ୟାଣ ମହାସଂଘ ପକ୍ଷରୁ ସଚେତନତା
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଗ୍ରାହକ ସଚେତନତା ସପ୍ତାହ ପାଳନ ଅବସରରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଅନୁବନ୍ଧିତ ରାଜ୍ୟ ଉପଭୋକ୍ତା ମହିଳା କଲ୍ୟାଣ ମହାସଂଘର ବାଲେଶ୍ୱର ଶାଖା ପକ୍ଷରୁ ଏକ...
ସାପ୍ତାହିକ ସମ୍ବାଦପତ୍ର ଅଭିନନ୍ଦନର ଦ୍ୱାଦଶ ସ୍ୱନକ୍ଷତ୍ର
ବାଲେଶ୍ୱର, ୨୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱରରୁ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର ଅଭିନନ୍ଦନର ଦ୍ୱାଦଶତମ ସ୍ୱନକ୍ଷତ୍ର ଓ ବାର୍ଷିକ ଉତ୍ସବ ସ୍ଥାନୀୟ ଶିଳ୍ପାଂଚଳସ୍ଥିତ ଉଦ୍ୟୋଗ ଭବନରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସଦାନନ୍ଦ ଦୀକ୍ଷିତଙ୍କ ପୌରହିତ୍ୱରେ...
ନବ ବିବାହିତାଙ୍କ ମୃତଶରୀର ଉଦ୍ଧାର, ବାପଘର ଲୋକଙ୍କ ହତ୍ୟା ଅଭିଯୋଗ
ବାଲେଶ୍ୱର, ୨୪ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଶୋଇବାଘରୁ ଝୁଲନ୍ତା ଜନୈକ ମହିଳାଙ୍କ ଝୁଲନ୍ତା ମୃତଦେହକୁ ବୁଧବାର ଦିନ ଉଦ୍ଧାର କରାଯାଇଛି। ଶୋଇବାଘର ସିଲିଂଫ୍ୟାନ୍ରେ ଫାଶୀ ଅବସ୍ଥାରେ ତାଙ୍କୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳା...
ପରୀହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି: ସଦର ବିଜେପି ପକ୍ଷରୁ ପଦଯାତ୍ରା-ବିକ୍ଷୋଭ
ବାଲେଶ୍ୱର, ୨୪ା୧୨ (ଓଡ଼ିଆ ପୁଅ/ଅଭୟ ଦାସ): ପରୀ ହତ୍ୟା ମାମଲାରେ ତା’ର ପିତାମାତଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦାବିରେ ବିଜେପି ସଦରମଣ୍ଡଳ ପକ୍ଷରୁ ବିଶାଳ ପଦଯାତ୍ରା ଓ ପ୍ରତିବାଦ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ...
ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ ଦାବିରେ‘ଏବିଭିପି’ର ସ୍ମାରକପତ୍ର
ବାଲେଶ୍ୱର, ୨୩ା୧୨(ଓଡ଼ିଆ ପୁଅ/ଅଭୟ ଦାସ): କରୋନା ଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ଫି’ ଛାଡ଼ ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ବୁଧବାର ଦିଦ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ...
‘ବାଲେଶ୍ୱରର ଔଦ୍ୟୋଗିକ ବିକାଶ’ସମ୍ପର୍କିତ କର୍ମଶାଳା
ବାଲେଶ୍ୱର, ୨୩ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ସେଂଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫୟ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ‘ସିପେଟ୍’ ପକ୍ଷରୁ ‘ବାଲେଶ୍ୱରରେ ଉଦ୍ୟୋଗୀ ବିକାଶ’ ଶୀର୍ଷକ ଏକ କର୍ମଶାଳା ସ୍ଥାନୀୟ ନୋସି ବିଜନେସ ପାର୍କ ପରିସରରେ...
‘ଓଡ଼ିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, ୨୩ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲା ରକ୍ତଭଣ୍ଡାର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ସୁବାସିନୀ ଜେନା ଏହାକୁ ଆନୁଷ୍ଠାନିକ ଭାବେ...
ସମାଜସେବୀ ଗୀତାଞ୍ଜଳି ବିଶ୍ୱାଳଙ୍କ ଦେହାନ୍ତ
ବାଲେଶ୍ୱର, ୨୩ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଆଇସିଡିଏସ ବିଭାଗର ଅବସରପ୍ରାପ୍ତ ଅଧିକାରୀ ସମାଜସେବୀ ଗୀତାଞ୍ଜଳି ବିଶ୍ୱାଳଙ୍କର ବୁଧବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କର ୬୯ ବର୍ଷ ହୋଇଥିଲା। ଗତ କିଛିଦିନ ଧରି...
ଓଭର ବ୍ରିଜ୍ ମରାମତି କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ପାଇଁ ଦାବି
ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଶାର ପ୍ରଥମ ଓଭରବ୍ରିଜ୍ ତଥା ବାଲେଶ୍ୱରକୁ ମୁଖ୍ୟ ସଂଯୋଗପଥ ମରାମତି ଅଭାବରୁ ଦୁର୍ବଳ ହୋଇଯାଇଛି। ବାଲେଶ୍ୱର ଉଡ଼ନ୍ତାପୋଲ ସୁରକ୍ଷା ମଞ୍ଚ, ବାଲେଶ୍ୱର ସିଭିଲ୍ ସୋସାଇଟି ଓ ବହୁ...
ଚାଷୀ ସଚେତନତା ପାଇଁ ୩୫ ହଜାର ମଣ୍ଡିକୁ ଯିବ ବିଜେପି କୃଷକ ମୋର୍ଚ୍ଚା
ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ଭାରତୀୟ କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ କୃଷି ଆଇନ୍ ଏକ ମାଇଲଖୁଣ୍ଟ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ...
ବାତଜ୍ୱର ପାଇଁ ସାମୂହିକ ଔଷଧ ସେବନ ପ୍ରସ୍ତୁତି
ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ସଭାଗୃହରେ ସାମୂହିକ ବାତଜ୍ୱର(ଫାଇଲେରିଆ) ଔଷଧ ସେବନ କାର୍ଯ୍ୟକ୍ରମ ସମ୍ପର୍କିତ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ...
ମୁସଲିମ ୱେଲଫେୟର ସୋସାଇଟି ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବର
ବାଲେଶ୍ୱର, ୨୧ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମୁସଲିମ ୱେଲଫେୟାର ସୋସାଇଟି ପକ୍ଷରୁ ଏକ ପ୍ରିଭେଌକ୍ଷଗ୍ଧ;ିଭ ହେଲଥ କ୍ୟାମ୍ପ ସହରର ପୁଲ ବଜାରସ୍ଥିତ ନିକାହ ମହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ ନିୟମ ପାଳନ...
‘ଜାଗୋ’ ସଂଗଠନ ପକ୍ଷରୁ ଚାନ୍ଦିପୁର ବେଳାଭୂମି ସଫେଇ
ବାଲେଶ୍ୱର, ୨୦ା୧୨ (ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜୟ ଜଗନ୍ନାଥ ଗ୍ରୁପ ଅଫ୍ ଓଡ଼ିଶା’(ଜାଗୋ) ପକ୍ଷରୁ ରବିବାରରେ ଚାନ୍ଦିପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁରରେ...
ଆନ୍ଦୋଳନରେ ମୃତ କୃଷକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି, ପ୍ରତ୍ୟେକ ଜିଲାରୁ କୃଷକ ପ୍ରତିନିଧିଙ୍କ ଦିଲ୍ଲୀଯାତ୍ରା ନିଷ୍ପତି
ବାଲେଶ୍ୱର, ୨୦ା୧୨ (ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଦୀର୍ଘ ୨୪ ଦିନଧରି ଦିଲୀରେ ଆନ୍ଦୋଳନ ଜାରି ରଖିଥିବା କୃଷକଙ୍କ ମଧ୍ୟରୁ ପ୍ରବଳ ଥଣ୍ଡାରେ ୩୦ଜଣଙ୍କର...
‘ନେସ୍କୋ’ସହ ଆଲୋଚନା ବିଫଳ: ୨୨ରେ ମୁଖ୍ୟ କାର୍ଯ୍ୟାଳୟ ଘେରାଓ ନିଶ୍ଚିତ
ବାଲେଶ୍ୱର, ୧୯ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ଆସନ୍ତା ୨୨ ତାରିଖର ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଶ୍ରମିକନେତାଙ୍କୁ ଆଲୋଚନାକୁ ବୈଠକକୁ ଆମନ୍ତ୍ରଣ କରି ନେସ୍କୋ ମୁଖ୍ୟ ପ୍ରାଧିକୃତ ଅଧିକାରୀ (ଏ.ଓ.) ଉପସ୍ଥିତ ନରହିବାରୁ...
ୱାର୍ଡ଼ବାସୀଙ୍କୁ ଭେଟିଲେ ସଦର ବିଧାୟକ
ବାଲେଶ୍ୱର, ୧୯ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ନିର୍ବାଚିତ ହେବା ପରେ ପ୍ରଥମଥର ପାଇଁ ସଦର ବିଧାୟକ ସ୍ୱରୂପ ଦାସ ନିଜ ଘରପାଖ ୧୬ ୱାର୍ଡ଼କୁ ଯାଇ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି...
ବିଜେପି ପକ୍ଷରୁ ରେମୁଣାରେ ବିଶାଳ ପଦଯାତ୍ରା
ବାଲେଶ୍ୱର, ୧୯ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ପରୀକୁ ନ୍ୟାୟ ପ୍ରଦାନ ଓ ରାଜ୍ୟରେ ନିଖୋଜ ଶିଶୁଙ୍କ ଉଦ୍ଧାର ଦାବିରେ ବଜେପି ରେମୁଣା ମଣ୍ଡଳ ପକ୍ଷରୁ ସାମୂହିକ ପଦଯାତ୍ରା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି।...
ଜିଏନଏମ କର୍ମୀଙ୍କ ଗଣଧାରଣା ଦ୍ୱିତୀୟ ଦିନରେ
ବାଲେଶ୍ୱର, ୧୯ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ସ୍ଥାୟୀ ନିଯୁକ୍ତି ଦାବିରେ ଛଟେଇ ଜିଏନଏମ କର୍ମୀଙ୍କ ମୁଖ୍ୟ ଚିିକିତ୍ସାଳୟରେ ଗଣଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଜୀବନକୁ ବାଜି ଲଗାଇ କୋଭିଡ୍ ହସପିଟାଲରେ ଦୀର୍ଘ...
ଚନ୍ଦ୍ରଭାଗୋତ୍ସବରେ ଚିତ୍ରକର୍ମଶାଳା ପାଇଁ ପ୍ରସ୍ତୁତି
ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ବ୍ୟାସକବି ଫକୀରମୋହନଙ୍କ ଜନ୍ମପୀଠ ଶାନ୍ତିକାନନ ପରିସରରେ ‘ୟଙ୍ଗ୍ ହାର୍ଟସ୍’ ଚିତ୍ରାନୁଷ୍ଠାନ ପକ୍ଷରୁ ଚିତ୍ରଶିଳ୍ପୀ ମରୁତ ରାଉତଙ୍କ ଆବାହକତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ...
ଧାମନଗର ବିଧାୟକଙ୍କ ବିବାଦୀୟ ମନ୍ତବ୍ୟକୁ ନିନ୍ଦା – ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସଂଘର...
ବାଲେଶ୍ୱର, ୧୮ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ବକ୍ତବ୍ୟ ମାଧ୍ୟମରେ ଧାମନଗର ବିଧାୟକ ବିଷ୍ଣୁ ସେଠୀ ମହିଳାମାନଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ବିରୋଧରେ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ସ୍ଥାନୀୟ ଫାଣ୍ଡିଛକଠାରେ...







