Home 2020
Yearly Archives: 2020
ମହିଳାଙ୍କୁ ଯୁବକ ବିବାହ ପରେ ନିର୍ଯ୍ୟାତନା ଥାନାରେ ଅଭିଯୋଗ
ନୟାଗଡ/୨୩/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ଅନେକ ଯାଗାରେ ପ୍ରେମ ବିବାହ ପରେ ପ୍ରେମିକ ମହିଳାଙ୍କୁ ନିଯ୍ରା୍ୟତନା ଦେବା ଯୋଗୁଁ ନିର୍ଯ୍ୟାତିତା ମହିଳା ଥାନାରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ସେହିଭଳି ଏକ ଘଟଣାକୁ ନେଇ...
ପାନୀୟ ଜଳ ପ୍ରକଳ୍ପ ଟାଙ୍କିରୁ ଗଳୁଛି ପାଣି ନିମ୍ନ ମାନର କାମ ଅଭିଯୋଗ
ନୟାଗଡ/୨୩/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଲୋଧାଚୁଆ ଗ୍ରାମ ପଂଚାୟତ ବଗଲ ଗ୍ରାମ ପାନୀୟ ଜଳ ପ୍ରକଳ୍ପରେ ଥିବା ପାଣି ଟାଙ୍କିରୁ ଜଳ ଯୋଗାଣ ଆରମ୍ଭ ପୁର୍ବରୁ ଟାଙ୍କିରୁ ପାଣି ଗଳୁଥିବା...
ସଡ଼କରେ ଓହ୍ଲେଇ ପଡ଼ିଲା ବିମାନ ! ହେଲେ କାହିଁକି ?
ଗାଜିଆବାଦ ୨୩-୧ : ଏକ ବିମାନ ଆଜି ଉତ୍ତର ପ୍ରଦେଶର ସଦରପୁର ଗାଁ ନିକଟରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେ ରେ ଜରୁରୀକାଲୀନ ଲ୍ୟାଣ୍ଡିଙ୍ଗ କରିଛି। ତେବେ କୁହାଯାଉଛିଯେ, ଯାନ୍ତ୍ରୀକ ତୃଟି ଯୋଗୁଁ...
ଶସ୍ତା ହେଲା ପେଟ୍ରୋଲ ଡିଜଲ ଦର, ଜାଣନ୍ତୁ କେତେ
ନୂଆ ଦିଲ୍ଲୀ ୨୩-୧ (ଓଡ଼ିଆ ପୁଅ) ଆଜି ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ତଥା ଅନ୍ୟ ସହର ଗୁଡ଼ିକରେ ବୁଧବାର ତୁଳନାରେ ପେଟ୍ରୋଲ ଡିଜଲ ଦର କମ ହୋଇଛି। ବୁଧବାରଦିନ ତୈଳ...
୭୧ ତମ ଗଣତନ୍ତ୍ର ଦିବସ : ୭୧, ୦୦୦ ଟୁଥପିକ୍ସକୁ ନେଇ ୪୦ ଦିନରେ ଶିକ୍ଷକ ବନାଇଲେ ଜାତୀୟ...
ପଞ୍ଜାବ ୨୩-୧ (ଓଡ଼ିଆ ପୁଅ) : ଅମୃତସରର ଏକ ସରକାରୀ ସ୍କୁଲର ଶିକ୍ଷକ ବଲଜିନ୍ଦର ସିଂହ, ଟୁଥପିକକୁ ବ୍ୟବହାର କରି ଜାତୀୟ ପତାକା ବନାଇଛନ୍ତି। ସେ କହିଛନ୍ତି "ମୁଁ ୭୧ ତମ ଗଣତନ୍ତ୍ର...
UPSC ଜାରୀ କଲା ସିଭିଲ୍ ସର୍ଭିସ୍ ୨୦୧୯ ଇଣ୍ଟରଭ୍ୟୁ ତାରିଖ
ନୂଆ ଦିଲ୍ଲୀ ୨୩-୧ (ଓଡ଼ିଆ ପୁଅ) : ସଂଘ ଲୋକ ସେବା ଆୟୋଗ (UPSC) ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୧୯ (UPSC Civil Services Mains 2019) ଇଣ୍ଟରଭ୍ୟୁର ତାରିଖ ଘୋଷଣା କରିଛି।...
ଆଠ ପ୍ରତିବନ୍ଧିତ ସଂଗଠନର ୬୪୪ ଆତଙ୍କବାଦୀଙ୍କର ସଶସ୍ତ୍ର ଆତ୍ମସମର୍ପଣ
ଗୌହାଟୀ, ୨୩ ଜାନୁଆରୀ (ଓଡ଼ିଆ ପୁଅ) ଆସାମରେ ଆଠଟି ପ୍ରତିବନ୍ଧିତ ସଂଗଠନର ୬୪୪ ଆତଙ୍କବାଦୀମାନେ ୧୭୭ ହତିଆର ସହିତ ଗୁରୁବାରଦିନ ଆତ୍ମସମର୍ପଣ କରିଛନ୍ତି। ପୋଲିସ୍ କହିଛି କି ଉଲ୍ଫା (ଆଇ), ଏନଡିଏଫବି, ଆରଏନଏଲଏଫ,...
କନ୍ଧମାଳ ଜିଲା: ପ୍ରଥମ ପର୍ଯ୍ୟାୟରେ ୬୦୦ ଆଦର୍ଶ ଅଙ୍ଗନୱାଡ଼ି ଲକ୍ଷ୍ୟ
ବାଲିଗୁଡା, ୨୨ା୧-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ଆଜିକାଲିର ପ୍ରତିଯୋଗୀଭାବ ସମ୍ପନ୍ନ ସମାଜରେ ପିଲାକୁ ପଢ଼ାଇବା ପାଇଁ ଅଭିଭାବକମାନେ ପ୍ରଥମେ ପ୍ଲେ ସ୍କୁଲ ପରଖୁଛନ୍ତି। ଯେଉଁଠି ପିଲା ପ୍ରିନର୍ସରୀ ସାରି ନର୍ସରୀ ପଢ଼ିବା ପାଇଁ ପ୍ରସ୍ତୁତ...
ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ
ବାଲିଗୁଡା, ୨୨/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ଗୃହେ ଗୃହେ ଯଜ୍ଞ ବର୍ଷ ଏବଂ ଶକ୍ତିପୀଠ ବାର୍ଷିକ ଉତ୍ସବ ଉପଲକ୍ଷେ ନବକୁଣ୍ଡୀୟ ଗାୟତ୍ରୀ...
ମଣିଜଙ୍ଗାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ
ଜଗତସିଂହପୁର ୨୨/୧ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ୍) - ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ପଞ୍ଚାୟତ ଜଳସମ୍ପଦ ବିଭାଗ ଡ଼ାକବଙ୍ଗଳା ପରିସରରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି। ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ...
ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଂଟରୁ ୫ ଲକ୍ଷ ଟଙ୍କା ଦୁର୍ବୁତ ଉଠାଇନେଇଥିବା ଟଙ୍କା ଜମାକାରୀଙ୍କୁ ବ୍ୟାଙ୍କ ଫେରାଇଲା
ଜଗତସିଂହପୁର, ତା୨୨/୧(ଓଡିଆ ପୁଅ / ନୃସିଂହ ଚରଣ ବାରିକ): ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଂଟରୁ ୫ ଲକ୍ଷ ଟଙ୍କା ଦୁର୍ବୁତ ଉଠାଇନେଇଥିବା ଟଙ୍କାକୁ କୋର୍ଟ ନିର୍ଦେଶରେ ଜମାକାରୀଙ୍କୁ ଆକାଉଂଟରେ ବ୍ୟାଙ୍କ କର୍ତୁପକ୍ଷ ଫେରାଇଲେ।...
ସାମାଜର ଗରିବଙ୍କ କଲ୍ୟାଣ ପାଇଁ ଏକାଠି ହୁଅନ୍ତୁ ସେଲ୍ କର୍ମଚାରୀ – ଧର୍ମେନ୍ଦ୍ର ପ୍ରଧାନ
ସେଲ୍ କର୍ମଚାରୀଙ୍କ ପାଇଁ ‘ସର୍ଭିସ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୨୨ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ସେଲ୍ର କର୍ମଚାରୀ ମାନଙ୍କ ପାଇଁ ସ୍ୱୟଂସେବୀ ଯୋଜନା...
ସିଏଏକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି ବିରୋଧୀ : ରୂପା ଗାଙ୍ଗୁଲୀ
ମାଲକାନଗିର ଏବଂ ଜୟପୁରଠାରେ ବିଶାଳ ଜନସାମବେଶରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସମ୍ଭୋଧିତ କଲେ ସାଂସଦ ରୂପା ଗାଙ୍ଗୁଲୀ
ମାଲକାନଗିର/ଜୟପୁର/ଭୁବନେଶ୍ୱର, ତା.୨୨/୦୧(ଓଡ଼ିଆ ପୁଅ): ନାଗରିକତା ଦେବା ପାଇଁ ଆସିଛି ନାଗରିକତା ସଂଶୋଧନ ଆଇନ। କିନ୍ତୁ...
ଚାଷୀଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନ କରିବାର ଦାୟିତ୍ୱ ନିଅନ୍ତୁ ପଂଚାୟତ ପ୍ରତିନିଧି: ପ୍ରତାପ ଜେନା
ଭୁବନେଶ୍ୱର ୨୩-୧ (ଓଡ଼ିଆ ପୁଅ) ଭୁବନେଶ୍ୱର ଜନତା ମଇଦାନରେ ‘କୃଷି ଓଡ଼ିଶା-୨୦୨୦’‘କୃଷି ଓଡ଼ିଶା’ ରେ ବୁଧବାର ଥିଲା ପଂଚାୟତିରାଜ ଜନପ୍ରତିନିଧି ଦିବସଯୋଗଦେଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାପ୍ରତି ବ୍ଲକରେ କୃଷି ଉପରେ ହେବ...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ୍ ଅଏଲ ଏବଂ ଘାନାର ଏନ୍ପିଏ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୨୨ (ଓଡ଼ିଆ ପୁଅ) – ଭାରତ ଏବଂ ଘାନା ମଧ୍ୟରେ ଥିବା ସମ୍ପର୍କକୁ ଅହୁରି ମଜବୁତ୍ କରିବା ପାଇଁ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ୍...
ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ପରଲୋକ
ପାଟଣା ୨୩-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାଏକଙ୍କ ହଲଦୀବଟା ସ୍ଥିତ ବାସ ଭବନରେ ଦେହାନ୍ତ ହୋଇଛି। ଶ୍ରୀ ନାଏକ ସ୍ନାୟୁ...
ଦେଶର ସ୍ୱାର୍ଥ ନୁହେଁ ବରଂ କ୍ଷମତା ହାତେଇବା ପାଇଁ ବିରୋଧୀ ଚଲାଇଛନ୍ତି ଅପପ୍ରଚାର: ସମୀର ମହାନ୍ତି
ଯାଜପୁରଠାରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲି ଏବଂ ବିଶାଳ ଜନସମାବେଶରେ ଯୋଗଦେଲେ ରାଜ୍ୟ ସଭାପତି
ଭୁବନେଶ୍ୱର ୨୨-୧ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନିବିରୋଧୀ...
ଆଦର୍ଶ କୃଷକଙ୍କ ପରଲୋକ
କେନ୍ଦ୍ରାପଡା ୨୨/୧ - (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁର ଗ୍ରାମର ଆଦର୍ଶ କୃଷକ ବାନାମ୍ବର ନାୟକଙ୍କ ମଙ୍ଗଳବାର ଅପରାହ୍ନରେ ୮୨ବର୍ଷ ବୟସରେ ତାଙ୍କ ବାସଗୃହରେ ହୃଦଘାତରେ...
ଗୁଳିମାଡରେ ମହିଳା ଗୁରୁତ୍ତର, କଟକ ସ୍ଥାନାନ୍ତର
କେନ୍ଦ୍ରାପଡା ୨୨/୧ - (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ବନ୍ଧୁକ ଗୁଳି ମାଡରେ ଜନୈକା ମହିଳା ଗୁରୁତ୍ତର ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିବା...
ଜିଲ୍ଲା ସ୍ତରୀୟ ନିଯୁକ୍ତିମେଳା ପାଇଁ ପ୍ରସ୍ତୁତି କମିଟି ବୈଠକ
କେନ୍ଦ୍ରାପଡା ୨୨/୧ - (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି କମିଟି ବୈଠକ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଆନୁକୁଲ୍ୟରେ ଜିଲ୍ଲା କାର୍ଯ୍ୟାଳୟ...







