Home ଓଡ଼ିଶା UPSC ଜାରୀ କଲା ସିଭିଲ୍ ସର୍ଭିସ୍ ୨୦୧୯ ଇଣ୍ଟରଭ୍ୟୁ ତାରିଖ

UPSC ଜାରୀ କଲା ସିଭିଲ୍ ସର୍ଭିସ୍ ୨୦୧୯ ଇଣ୍ଟରଭ୍ୟୁ ତାରିଖ

333

ନୂଆ ଦିଲ୍ଲୀ ୨୩-୧ (ଓଡ଼ିଆ ପୁଅ) : ସଂଘ ଲୋକ ସେବା ଆୟୋଗ (UPSC) ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୧୯ (UPSC Civil Services Mains 2019) ଇଣ୍ଟରଭ୍ୟୁର ତାରିଖ ଘୋଷଣା କରିଛି। UPSC ମୁଖ୍ୟ ପରୀକ୍ଷା (UPSC Mains examination) ରେ କ୍ୱାଲିଫାଇ କରିଥିବା ପରୀକ୍ଷାର୍ଥୀ ଇଣ୍ଟରଭ୍ୟୁରେ ସାମିଲ ହେବେ। ପରୀକ୍ଷାର୍ଥୀଙ୍କୁ UPSC ୱେବସାଇଟ୍ ଯାଇ ନିଜ ନିଜର ଇଣ୍ଟରଭ୍ୟୁର ତାରିଖ ଚେକ କରିପାରିବେ।

ଆୟୋଗ UPSC ସିଭିଲ୍ ସର୍ଭିସ୍ ମୁଖ୍ୟେ ପରୀକ୍ଷା ୨୦, ୨୨, ୨୮ ଏବଂ ୨୯ ସେପ୍ଟେମ୍ବର ୨୦୧୯ କୁ ଆୟୋଜିତ କରିଥିଲା। ନୋଟିଫିକେଶନ ଅନୁସାରେ ଆୟୋଗ ୟୁପିଏସସି ଇଣ୍ଟରଭ୍ୟୁ ୨୦୧୯ (UPSC Civil Services Mains Personality Test) ର ଆୟୋଜନ ୧୭ ଫେବୃଆରି ୨୦୨୦ ରୁ ଆରମ୍ଭ କରିବ ଏବଂ ତା’ ପରେ ଜାରୀ ରହିବ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.