Home ଓଡ଼ିଶା ୭୧ ତମ ଗଣତନ୍ତ୍ର ଦିବସ : ୭୧, ୦୦୦ ଟୁଥପିକ୍ସକୁ ନେଇ ୪୦ ଦିନରେ ଶିକ୍ଷକ...

୭୧ ତମ ଗଣତନ୍ତ୍ର ଦିବସ : ୭୧, ୦୦୦ ଟୁଥପିକ୍ସକୁ ନେଇ ୪୦ ଦିନରେ ଶିକ୍ଷକ ବନାଇଲେ ଜାତୀୟ ପତାକା

357

ପଞ୍ଜାବ ୨୩-୧ (ଓଡ଼ିଆ ପୁଅ) : ଅମୃତସରର ଏକ ସରକାରୀ ସ୍କୁଲର ଶିକ୍ଷକ ବଲଜିନ୍ଦର ସିଂହ, ଟୁଥପିକକୁ ବ୍ୟବହାର କରି ଜାତୀୟ ପତାକା ବନାଇଛନ୍ତି। ସେ କହିଛନ୍ତି “ମୁଁ ୭୧ ତମ ଗଣତନ୍ତ୍ର ଦିବସ ଅବସରରେ ସ୍ମୃତି ପାଇଁ ୭୧, ୦୦୦ ଟୁଥପିକ୍ସକୁ ଉପଯୋଗ କରି ରାଷ୍ଟ୍ରୀୟ ପତାକା ବନାଇଛି। ଏଥିପାଇଁ ମୋତେ ୪୦ ଦିନ ସମୟ ଲାଗିଛି”।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.