Home ଓଡ଼ିଶା ଶସ୍ତା ହେଲା ପେଟ୍ରୋଲ ଡିଜଲ ଦର, ଜାଣନ୍ତୁ କେତେ

ଶସ୍ତା ହେଲା ପେଟ୍ରୋଲ ଡିଜଲ ଦର, ଜାଣନ୍ତୁ କେତେ

807

ନୂଆ ଦିଲ୍ଲୀ ୨୩-୧ (ଓଡ଼ିଆ ପୁଅ) ଆଜି ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ତଥା ଅନ୍ୟ ସହର ଗୁଡ଼ିକରେ ବୁଧବାର ତୁଳନାରେ ପେଟ୍ରୋଲ ଡିଜଲ ଦର କମ ହୋଇଛି। ବୁଧବାରଦିନ ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏହା ପୂର୍ବରୁ କ୍ରମାଗତଭାବେ ଛଅ ଦିନ ପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲର ଦରରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଆଜି ଗ୍ରାହକମାନଙ୍କୁ ପେଟ୍ରୋଲ-ଡିଜେଲ ପାଇଁ ବୁଧବାର ତୁଳନାରେ କମ ଦେବାକୁ ପଡ଼ିବ।

ଚାରି ମହାନଗରରେ ପେଟ୍ରୋଲ-ଡିଜେଲର ଦାମ –

ଦିଲ୍ଲୀ ଏବଂ ମୁମ୍ବାଇ ଏକ ଲିଟର ପେଟ୍ରୋଲର ଦାମ ୧୭ ପଇସା କମ ହୋଇଛି। କୋଲକାତାରେ ୧୬ ପଇସା ଏବଂ ଚେନ୍ନାଇରେ ୧୮ ପଇସା। ତା’ ପରେ ପେଟ୍ରୋଲର ଦାମ କ୍ରମଶଃ ୭୪.୬୫, ୮୦.୨୫, ୭୭.୨୬ ଏବଂ ୭୭.୫୪ ଟଙ୍କା ପ୍ରତି ଲିଟର ହୋଇଛି। ସେହିପରି ଡିଜେଲ ଦିଲ୍ଲୀ ଏବଂ କୋଲକାତାରେ ୧୯ ପଇସା କମ ହୋଇଛି। ମୁମ୍ବାଇ ଏବଂ ଚେନ୍ନାଇରେ ୨୦ ପଇସା କମ ହୋଇଛି। ଦାମ କ୍ରମଶଃ ୬୭.୮୬, ୭୦.୨୨, ୭୧.୧୫ ଏବଂ ୭୧.୭୦ ଟଙ୍କା ପ୍ରତି ଲିଟର ହୋଇଛି।

ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲର ଦର

ସହର-ପେଟ୍ରୋଲର ଦାମ (୨୨ ଜାନୁଆରୀ ୨୦୨୦)-ପେଟ୍ରୋଲର ଦାମ (୨୩ ଜାନୁଆରୀ ୨୦୨୦)

ନୂଆଦିଲ୍ଲୀ-୭୪.୮୨ ଟଙ୍କା-୭୪.୬୫ ଟଙ୍କା
କୋଲକାତା-୭୭.୪୨ ଟଙ୍କା-୭୭.୨୬ ଟଙ୍କା
ମୁମ୍ବାଇ-୮୦.୪୨ ଟଙ୍କା-୮୦.୨୫ ଟଙ୍କା
ଚେନ୍ନାଇ-୭୭.୭୨ ଟଙ୍କା-୭୭.୫୪ ଟଙ୍କା
ଭୁବନେଶ୍ୱର ୭୩.୬୭ ଟଙ୍କା-୭୩.୯୦ ଟଙ୍କା
ଗୁଡ଼ଗାଁଓ–୭୪.୧୫ ଟଙ୍କା-୭୪.୧୭ ଟଙ୍କା
ନୋଏଡା-୭୬.୧୦ ଟଙ୍କା-୭୬.୦୪ ଟଙ୍କା
ଚଣ୍ଡିଗଡ଼-୭୦.୭୦ ଟଙ୍କା-୭୦.୫୪ ଟଙ୍କା
ଲକ୍ଷ୍ନୌ-୭୬.୦୪ ଟଙ୍କା-୭୫.୯୦ ଟଙ୍କା
ଆଗରା-୭୫.୮୮ ଟଙ୍କା-୭୫.୭୯ ଟଙ୍କା
ଆଲିଗଢ଼-୭୬.୦୪ ଟଙ୍କା-୭୫.୯୩ ଟଙ୍କା
ଆଲାହାବାଦ-୭୬.୦୧ ଟଙ୍କା-୭୬.୧୪ ଟଙ୍କା
ଗାଜିଆବାଦ-୭୫.୯୮ ଟଙ୍କା-୭୫.୬୫ ଟଙ୍କା
ବାରାଣସୀ-୭୬.୩୮ ଟଙ୍କା-୭୫.୯୭ ଟଙ୍କା
ଭୋପାଳ-୮୩.୦୩ ଟଙ୍କା-୮୨.୮୩ ଟଙ୍କା
ଇନ୍ଦୋର-୮୩.୨୩ ଟଙ୍କା-୮୨.୯୮ ଟଙ୍କା
ବିକାନିର-୮୦.୬୭ ଟଙ୍କା-୮୦.୩୬ ଟଙ୍କା
ଜୟପୁର-୭୮.୯୩ ଟଙ୍କା-୭୮.୬୪ ଟଙ୍କା

ଲିଟର ଡିଜେଲର ଦାମ

ସହର-ଡିଜେଲର ଦାମ (୨୨ ଜାନୁଆରୀ ୨୦୨୦)-ଡିଜେଲର ଦାମ (୨୩ ଜାନୁଆରୀ ୨୦୨୦)

ନୂଆଦିଲ୍ଲୀ-୬୮.୦୫ ଟଙ୍କା-୬୭.୮୬ ଟଙ୍କା
କୋଲକାତା-୭୦.୪୧ ଟଙ୍କା-୭୦.୨୨ ଟଙ୍କା
ମୁମ୍ବାଇ-୭୧.୩୫ ଟଙ୍କା-୭୧.୧୫ ଟଙ୍କା
ଚେନ୍ନାଇ-୭୧.୯୦ ଟଙ୍କା-୭୧.୭୦ ଟଙ୍କା
ଭୁବନେଶ୍ୱର-୭୨.୮୭ ଟଙ୍କା-୭୩.୦୬ ଟଙ୍କା
ଗୁଡ଼ଗାଁଓ-୬୬.୮୭ ଟଙ୍କା-୬୬.୮୬ ଟଙ୍କା
ନୋଏଡା-୬୮.୩୨ ଟଙ୍କା-୬୮.୨୧ ଟଙ୍କା
ଚଣ୍ଡିଗଡ଼-୬୪.୭୮ ଟଙ୍କା-୬୪.୫୯ ଟଙ୍କା
ଲକ୍ଷ୍ନୌ-୬୮.୨୬ ଟଙ୍କା-୬୮.୦୭ ଟଙ୍କା
ଆଗ୍ରା-୬୮.୦୩ ଟଙ୍କା-୬୭.୯୧ ଟଙ୍କା
ଆଲୀଗଡ଼-୬୮.୨୩ ଟଙ୍କା-୬୮.୦୬ ଟଙ୍କା
ଆଲାହାବାଦ-୬୮.୨୪ ଟଙ୍କା-୬୮.୩୫ ଟଙ୍କା
ଗାଜିଆବାଦ-୬୮.୧୮ ଟଙ୍କା-୬୭.୭୫ ଟଙ୍କା
ବାରାଣସୀ-୬୮.୬୭ ଟଙ୍କା-୬୮.୧୫ ଟଙ୍କା
ଭୋପାଳ-୭୪.୨୦ ଟଙ୍କା-୭୪.୩୮ ଟଙ୍କା
ଇନ୍ଦୋର-୭୪.୫୯ ଟଙ୍କା-୭୪.୩୨ ଟଙ୍କା
ବିକାନୀର-୭୫.୦୧ ଟଙ୍କା-୭୪.୬୮ ଟଙ୍କା
ଜୟପୁର-୭୩.୩୯ ଟଙ୍କା-୭୩.୦୮ ଟଙ୍କା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.