Home ଓଡ଼ିଶା ସଡ଼କରେ ଓହ୍ଲେଇ ପଡ଼ିଲା ବିମାନ ! ହେଲେ କାହିଁକି ?

ସଡ଼କରେ ଓହ୍ଲେଇ ପଡ଼ିଲା ବିମାନ ! ହେଲେ କାହିଁକି ?

912

ଗାଜିଆବାଦ ୨୩-୧ : ଏକ ବିମାନ ଆଜି ଉତ୍ତର ପ୍ରଦେଶର ସଦରପୁର ଗାଁ ନିକଟରେ ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେ ରେ ଜରୁରୀକାଲୀନ ଲ୍ୟାଣ୍ଡିଙ୍ଗ କରିଛି। ତେବେ କୁହାଯାଉଛିଯେ, ଯାନ୍ତ୍ରୀକ ତୃଟି ଯୋଗୁଁ ଏହି ବିମାନକୁ ଏମର୍ଜେନ୍ସି ଲ୍ୟାଣ୍ଡି କରାଯାଇଥିଲା। ଚଳନ୍ତା ସଡ଼କ ଉପରେ ଏହି ବିମାନକୁ ଓହ୍ଲାଇ ଦିଆଯାଇଛି।

ବିମାନର ଏପରି ଅବତରଣ ପରେ ସ୍ଥାନୀୟ ଲୋକମାନଙ୍କର ଭୀଡ଼ ଦୋଖିବାକୁ ମିଳିଛି। ବିମାନର କିଛି ଅଂଶ ଭାଙ୍ଗି ଯାଇଥିବାର ପରିଲକ୍ଷିତ ହୋଇଛି। ତେବେ ଏହି ଘଟଣାରେ କୌଣସି ହତାହତ ହେବାର ଖବର ନାହିଁ। ବିଶେଷ ଖବର ପାଇଁ ଅପେକ୍ଷା କରାଯାଇଛି।

ବମାନଟି ଚଳନ୍ତା ସଡ଼କରେ ଓହ୍ଲାଇବା ପରେ ମଧ୍ୟ ଗାଡ଼ିଗୁଡ଼ିକର ଯାତାୟାତ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.