Home 2020

Yearly Archives: 2020

ସୈନିକର ଆଖିବୁଜା ଗୁଳିଚାଳନା – ୧୭ ମୃତ, ଅନେକ ବନ୍ଧକ – ଆକ୍ରମଣ ପରେ ସେଲ୍ଫି ନେଲା

ଥାଇଲ୍ୟାଣ୍ଡ/ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ଥାଇଲ୍ୟାଣ୍ଡର କୋରାତ ସହରରେ ଶନିବାରଦିନ ଜଣେ ସୈନିକ ସାଧାରଣ ଲୋକମାନଙ୍କ ଉପରେ ଗୁଳିବର୍ଷା କରିଛି। ଜାକରାପନ୍ଥ ନାମକ ଏହି ବ୍ୟକ୍ତି ଏପର୍ଯ୍ୟନ୍ତ ପ୍ରାୟ ୧୭ ଜଣ...

ବ୍ରାହ୍ମଣ ସମାଜର ବୈଠକ ଧର୍ମଗଡ ଠାରେ ଅନୁଷ୍ଠିତ, ଆଗାମୀ ପାଂଚ ବର୍ଷ ପାଇଁ କାର୍ଯ୍ୟକର୍ତା ମନୋନୀତ

କଳାହାଣ୍ଡି – ତା.୦୮.୦୨.୨୦୨୦ ( ଓଡିଆପୁଅ) ବ୍ରାହ୍ମଣ ସମାଜର ଏକ ବୈଠକ ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶନିବାର ଦିନ ଗାୟତ୍ରୀ ପରିବାରର ସୁରେଶ...

ଦିଲ୍ଲୀରେ ପୁଣି କେଜରୀୱାଲ୍, ବହୁ ପଛରେ ବିଜେପି – କ’ଣ କହୁଛନ୍ତି ଏକଜିଟ୍ ପୋଲ ଜାଣନ୍ତୁ

0
ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ଆସି ସାରିଛି ଏକଜିଟ୍ ପୋଲର ବିଭିନ୍ନ ସର୍ଭେ ରିପୋର୍ଟ। ସମସ୍ତ ସର୍ଭେ ରିପୋର୍ଟରେ ଅରବିନ୍ଦ କେଜରୀୱାଲ ପୁଣିଥରେ...

ଦିଲ୍ଲୀର ଏବିପି ନ୍ୟୁଜ୍ ସି-ଭୋଟର ଏଗ୍ଜିଟ ପୋଲ – କାହାକୁ କେତେ ଆସନ ମିଳିବ ?

0
ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇସାରିଛି। ଏବେ ଫଳାଫଳକୁ ଅପେକ୍ଷା। ସମସ୍ତ ମନରେ ପ୍ରଶ୍ନ କି ଶେଷରେ ଆମ ଆଦମୀ ପାର୍ଟୀ (ଆପ),...

କାର ଦୁର୍ଘଟଣାରେ ଜଣେ ମୃତ ଜଣେ ଆହାତ

ଘଟଗାଁ,୮/୦୨-କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ଦେବନ୍ଧ ଛକ ନିକଟରେ ଭାରସ୍ୟାମ ହରାଇ ଓଲଟିଲା କାର ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ କାର ଥିବା ଜଣେ ଶିଶୁ ଗୁରୁତର...

ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ମାଲକାନଗିରି କାଲିମେଳା ରାଜରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ ଆନ୍ଦୋଳ କଲେ ଚାଷୀ

ମାଲକାନଗିରି,୮ ।୨ (ଓଡିଆ ପୁଅ ) ମଣ୍ଡିରୁ ଚାଷୀମାନଙ୍କ ଠାରୁ ଧାନକ୍ରୟ କରାଯାଉନଥିବାରୁ ଆଜି ସକାଳେ ଜିଲ୍ଲାର ବିଭିନ୍ନ ଅଚଂଳରୁ ଶତାଧିକ ଚାଷୀ ଧାନବସ୍ତା ରାସ୍ତାରେ ପକାଇ ରାସ୍ତା ରୋକ ଆନ୍ଦୋଳନ କରିଛନ୍ତି...

କୋରୋନା ଭାଇରସ୍ : ଜାପାନର ଜାହାଜରେ ୬୪ କରୋନା ସଂକ୍ରମିତ, ୨୦୦ ରୁ ଅଧିକ ଭାରତୀୟ ଫସିଛନ୍ତି ଏହି...

ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ଚୀନରେ କୋରୋନା ଭାଇରସ୍ (Coronavirus) ରେ ଆଜିପର୍ଯ୍ୟନ୍ତ ୭୨୨ ଲୋକମାନଙ୍କର ମୃତ୍ୟୁ ହୋଇସାରିଲାଣି। କୋରୋନା ଭାଇରସ୍ ଯୋଗୁଁ ବିଶ୍ୱର ଅନ୍ୟ ସମସ୍ତ ପ୍ରାୟ ଦେଶ ଚୀନରେ...

ସଂରକ୍ଷଣ, ମୌଳିକ ଅଧିକାର ନୁହେଁ : ସଂରକ୍ଷଣ ପାଇଁ କୌଣସି କୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇପାରିବେ ନାହିଁ...

0
ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ସଂରକ୍ଷଣ ବ୍ୟାକ୍ତିଗତ ମୌଳିକ ଅଧିକାର ନୁହେଁ। ରାଜ୍ୟ ସରକାର ପଦୋନ୍ନତିରେ ସଂରକ୍ଷଣ ଦେବା ପାଇଁ ବାଧ୍ୟ ନୁହଁନ୍ତି। ପଦୋନ୍ନତିରେ ମଧ୍ୟ ସଂରକ୍ଷଣ ଦାବି କରିବା କୌଣସ...

ନ୍ୟୁଜିଲ୍ୟାଣ୍ଡ, ଭାରତକୁ ଦେଲା ୨୭୪ ରନର ବିଜୟ ଲକ୍ଷ

0
ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ (India vs New Zealand) ମଧ୍ୟରେ ୩ଟି ମ୍ୟାଚର ୱାନଡେ ସିରିଜ୍ ର ଦ୍ୱିତୀୟ ମ୍ୟାଚ୍ ଅକଲ୍ୟାଣ୍ଡର ଇଡେନ ପାର୍କରେ ଖେଳାଯାଉଛି।...

କୋରୋନା ଭାଇରସ୍ – ମୃତ୍ୟୁ ସଂଖ୍ୟା ୭୨୨ କୁ ବୃଦ୍ଧି – SARS ରେକର୍ଡ଼ ଭାଙ୍ଗିବା ପଥରେ !

ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) କୋରୋନା ଭାଇରସ୍ ମହାମାରୀରେ ମୃତ୍ୟୁ ସଂଖ୍ୟା ଆଜି ୭୨୨ କୁ ବୃଦ୍ଧି ପାଇଛି। ପ୍ରାୟ ୨ ଦଶକ ପୂର୍ବର SARS (ମହାମାରୀ) ପ୍ରକୋପରେ ମୃତ୍ୟୁସଂଖ୍ୟା ସମଗ୍ର...

ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଜାରୀ, ପୋଲିଂ ବୁଥ ବାହରେ ବହୁ ସଂଖ୍ୟାରେ ଭୋଟ ଦେବାକୁ ଭିଡ଼

0
ନୂଆ ଦୀଲ୍ଲୀ ୮-୨ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭାର ସମସ୍ତ ୭୦ ଆସନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହେବ। ପୋଲିଂ ବୁଥରେ ସକାଳୁ ବଡ଼ ସଂଖ୍ୟାରେ...

ମାଲ୍ୟବନ୍ତ ମହୋତ୍ସବ ଉଦଘାଟନ,ପ୍ରଥମ ସନ୍ଧ୍ୟାରେ ଆସାମର ବୋଡା ନୃତ୍ୟ ଦର୍ଶକ ଙ୍କ ମନମୋହିଲା

ମାଲକାନଗିରି,୭ା୨ (ଓଡିଆ ପୁଅ )ଐତିହ୍ୟ,ପରମ୍ପରା,କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ-୨୦୧୯ର ଶୁଭାରମ୍ଭ ଆଜି ରାତ୍ରରେ ଆରମ୍ଭ ହୋଇ ଯାଇଛି । ମାଲକାନଗିରି ଜିଲ୍ଲା ରେ ଆଦିବାସୀ...

ମାଲ୍ୟବନ୍ତ ମହୋତ୍ସବ ଶୁଭାରମ୍ଭ ,ଦୁଲଦୁଲି ବାଜାସାଙ୍ଗକୁ ବିରାଟ କଳସ ଯାତ୍ରା

ମାଲକାନଗିରି,୭ା୨ (ଓଡିଆ ପୁଅ ) ଐତିହ୍ୟ,ପରମ୍ପରା,କଳା,ସଂସ୍କୃତି ଓ ଆଦିବାସୀ ଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ-୨୦୧୯ର ଶୁଭାରମ୍ଭ ଆଜି ହୋଇଯାଇଛି । ମାଲକାନଗିରି ଜିଲ୍ଲା ରେ ଆଦିବାସୀ କଳାସଂସ୍କୃତିକୁ ବଚାଂଇ...

ମାଲକାନଗିରି ଜିଲ୍ଲା ପୁଲିସର ସଫଳତା,ମାଓକ୍ୟାମ୍ପଉପରେ ଚଡଉ ବିପୁଳ ପରିମାଣର ବନ୍ଧୁକ, ଗୋଳାବାରୁଦ ଜବତ

ମାଲକାନଗିରି,୭ା୨(ଓଡିଆ ପୁଅ ) ମାଓବାଦୀ ପୁଲିସର ଛକାପଝାଂ ଲୁଚକାଳି ଖେଳ ମଧ୍ୟରେ ମାଲକାନଗିରି ଜିଲ୍ଲାପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ସ୍ୱାଭିମାନ ଅଚଂଳର ବିଭିନ୍ନ ମାଓକ୍ୟାମ୍ପରୁ ବିପୁଳପରିମାଣର ଅତ୍ୟାଧୁନିକ ବନ୍ଧୁକ,ଗୋଳାବାରୁଦ,ମାଓସାମଗ୍ରୀ ପୁଲିସ...

ବସ୍ତାରେ ବନ୍ଧା ହୋଇ ବୈତରଣୀ ନଦୀରେ ଭାସୁଛି ଅଚିହ୍ନା ଶବ ହତ୍ୟା ସନ୍ଦେହ

0
ପାଟଣା ୭-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) - କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀ ର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ହୋଇ ଅଚିହ୍ନା ବ୍ୟକ୍ତି ଙ୍କ...

ପାଗର ପ୍ରତିକୂଳତା ଯୋଗୁ କନ୍ଦରା ରାଜଦରବାର ଓ ତୁଳସୀ ବିବାହ ମହୋତ୍ସବ କୁ ଚଳିତମାସ ୧୫ଓ୧୬ତାରିଖକୁ ଘୁଁଚାଇ ଦିଆଗଲା

0
କେନ୍ଦ୍ରାପଡା ୭/୨ -(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କନ୍ଦରା ରାଜ ଦରବାର ଓ ତୁଳସୀ ବିବାହ ମହୋତ୍ସବକୁ ଚଳିତମାସ ୧୫ ଓ ୧୬ତାରିଖକୁ ଘୁଁଚାଇ ଦିଆଗଲା। ଏହି ଅବସରରେ ମହୋତ୍ସବ କମିଟିର ସଭାପତି ରଞ୍ଜିତ...

ବୋଡୋ ରାଜିନାମା ଆସାମ ପାଇଁ ନୂତନ ସୂର୍ଯ୍ୟୋଦୟ ଆଣିବ: ପ୍ରଧାନମନ୍ତ୍ରୀ

0
ଆସାମର କୋକ୍ରାଝର ଠାରେ ଐତିହାସିକ ବୋଡୋ ରାଜିନାମା ସ୍ୱାକ୍ଷର ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ - ବୋଡୋ କ୍ଷେତ୍ର ପାଇଁ ବିକାଶ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ - ନୂଆ ଆଭିମୁଖ୍ୟ ଉତରପୂର୍ବାଂଚଳର...

ଭଲ ଖବର : କୋରୋନା ଭାଇରସ୍ କୁ ନେଇ ପୂର୍ବ ଘୋଷିତ “ରାଜ୍ୟ ବିପତ୍ତି” ସ୍ଥିତିକୁ ପ୍ରତ୍ୟାହାର କରିନେଲେ...

0
କୋଚି ୭-୨ (ଓଡ଼ିଆ ପୁଅ) ରାଜ୍ୟରେ କୋରୋନା ଭାଇରସ୍ ର କୌଣସି ନୂଆ କେସ୍ ସାମନାକୁ ଆସିନାହିଁ ଏବଂ ପ୍ରାୟତଃ ୬୭ ସଂଦିଗ୍ଧଙ୍କର ପରୀକ୍ଷଣରୁ କୋରନା ଭାଇରସ୍ ଟେଷ୍ଟ ନେଗେଟିଭ୍ ଆସିଛି। ଏହି...

୨୦୨୩ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା : କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ

0
ନୂଆ ଦିଲ୍ଲୀ ୭-୨ (ଓଡ଼ିଆ ପୁଅ) ଆସନ୍ତା ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ତାଳଚେର ସାର କାରଖାନା (ତାଳଚେର ଫର୍ଟିଲାଇଜର୍ସ ଲିଃ-ଟିଏଫଏଲ) କାର୍ଯ୍ୟକ୍ଷମ ହେବ। ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର...

ଶ୍ରାମ୍ବୁଲି ଡିମ୍ବୁଲି ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା, ୭/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମ କନ୍ଧମାଳ ଜିଲ୍ଲା ତରଫରୁ ୧୪୦ ଗୋଟି କୁଇ କ୍ଲାମ୍ବୁ ମୁଖିଆ ମାନଙ୍କୁ ନେଇ ଶ୍ରାମ୍ବୁଲି ଡିମ୍ବୁଲି ମହୋତ୍ସବ ନିମନ୍ତେ...