Home ଆନ୍ତର୍ଜାତୀୟ କୋରୋନା ଭାଇରସ୍ – ମୃତ୍ୟୁ ସଂଖ୍ୟା ୭୨୨ କୁ ବୃଦ୍ଧି – SARS ରେକର୍ଡ଼ ଭାଙ୍ଗିବା...

କୋରୋନା ଭାଇରସ୍ – ମୃତ୍ୟୁ ସଂଖ୍ୟା ୭୨୨ କୁ ବୃଦ୍ଧି – SARS ରେକର୍ଡ଼ ଭାଙ୍ଗିବା ପଥରେ !

125

ନୂଆ ଦିଲ୍ଲୀ ୮-୨ (ଓଡ଼ିଆ ପୁଅ) କୋରୋନା ଭାଇରସ୍ ମହାମାରୀରେ ମୃତ୍ୟୁ ସଂଖ୍ୟା ଆଜି ୭୨୨ କୁ ବୃଦ୍ଧି ପାଇଛି। ପ୍ରାୟ ୨ ଦଶକ ପୂର୍ବର SARS (ମହାମାରୀ) ପ୍ରକୋପରେ ମୃତ୍ୟୁସଂଖ୍ୟା ସମଗ୍ର ବିଶ୍ୱରେ ୭୭୪ ଥିଲା।

ଚୀନରେ ଏହି କରୋଲନା ଭାଇରସ୍ ରେ ଆଉ ୮୬ଜଣଙ୍କର ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୭୨୨ କୁ ବୃଦ୍ଧି ପାଇଛି। ଚୀନ ବାହାରେ ହଂଗକଂଗ ଜଣେ ଏବଂ ଫିଲିପାଇନ୍ସରେ ଜଣେ ଲୋକର ମୃତ୍ୟୁ ହୋଇଛି। ଏହି ଭାଇରସ୍ ରେ ରାଗୀଙ୍କ ସଂଖ୍ୟା ୮୦୯୮ ରେ ପହଁଚିଥିବା ବେଳେ ଚୀନ ବାହାରେ ବିଶ୍ୱର ୨୭ଟି ଦେଶରେ ୩୩୨ଟି ରୋଗୀ ଚିହ୍ନିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.