Home ଓଡ଼ିଶା ବସ୍ତାରେ ବନ୍ଧା ହୋଇ ବୈତରଣୀ ନଦୀରେ ଭାସୁଛି ଅଚିହ୍ନା ଶବ ହତ୍ୟା ସନ୍ଦେହ

ବସ୍ତାରେ ବନ୍ଧା ହୋଇ ବୈତରଣୀ ନଦୀରେ ଭାସୁଛି ଅଚିହ୍ନା ଶବ ହତ୍ୟା ସନ୍ଦେହ

188

ପାଟଣା ୭-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀ ର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ହୋଇ ଅଚିହ୍ନା ବ୍ୟକ୍ତି ଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି। କେହି ହତ୍ୟା କରି ଆଣି ନଦୀରେ ଫିଙ୍ଗି ଦେଇ ପଳାଇ ଥିବା ସନ୍ଦେହ କରାଯାଉଛି।

ମୃତକଙ୍କ ପରିଚୟ ମିଳି ନଥିବା ବେଳେ ମୃତଦେହ କୁ ପଥର ରେ ବାନ୍ଧି ପାଣି ରେ ପକା ଯାଇଛି। ଘଟଣା ସ୍ଥଳରେ ବାରିଆ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣା ପଡ଼ିଛି ସନ୍ଧ୍ୟା ହେବାରୁ ଶବ ଉଧାର ହୋଇ ନଥିବା ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.