Home 2020

Yearly Archives: 2020

ଖ୍ୟାତନାମା ଅଭିନେତା ଏବଂ ପୂର୍ବତନ ସାଂସଦ ତାପସ ପାଲଙ୍କର ପରଲୋକ

0
କୋଲକାତା ୧୮-୨ (ଓଡ଼ିଆ ପୁଅ) ବଂଗାଲୀ ସିନେମାର ଖ୍ୟାତନାମା ଅଭିନେତା ଏବଂ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲଙ୍କର ମଙ୍ଗଳବାର ସକାଳେ ହୃଦଘାତରେ ନିଧନ ହୋଇଯାଇଛି। ସେ ୬୧ ବର୍ଷର ଥିଲେ।...

ଗୁଣିଆ ସନ୍ଦେହରେ ହତ୍ୟା,ଏତଲାର ଦୁଇଘଟାଂ ମଧ୍ୟରେ ଅଭିଯୁକ୍ତ ଗିରଫ

ମାଲକାନଗିରି,୧୭ା୨(ଓଡିଆ ପୁଅ ) ଇଟଂର ନେଟ ଓ ବିଜ୍ଞାନ ଯେତେ ଆଗେଇ ଛି ଏ ସଭ୍ୟଶିକ୍ଷତ ସମାଜର ମଣିଷ ମାନେ ଏବେ ବି କୁସଂସ୍କାର ଅନ୍ଧବିଶ୍ୱାସକୁ ଛାଡିପାରିନାହାଁନ୍ତି, ବିଶ୍ବାସ ଅନ୍ଧବିଶ୍ବାସର ଅନ୍ଧଗଳିରେ ଏବେ...

କିଏ ସେହି ୪ ଲୋକ, ଯାହାଙ୍କୁ ସୁପ୍ରୀମ କୋର୍ଟ ଦେଲେ ଶାହୀନ ବାଗ ପ୍ରଦର୍ଶନକାରୀଙ୍କୁ ମନାଇବାର ଦାୟୀତ୍ୱ

0
ନୂଆ ଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟରେ ଶାହୀନ ବାଗରେ ନାଗରିକତା ସଂଶୋଧନ ଆଇନ୍ (CAA) ବିରୁଦ୍ଧରେ ଧାରଣା ଦେଉଥିବା ପ୍ରଦର୍ଶନକାରାମାନଙ୍କୁ ହଟାଇବାର ଯାଚିକା ଉପରେ ଶୁଣାଣି ହୋଇଛି। କୋର୍ଟ କହିଛନ୍ତି...

ନିର୍ଭୟାର ଦୋଷୀମାନଙ୍କ ବିରୁଦ୍ଧରେ ନୂଆ ଡେଥ ୱାରେଣ୍ଟ ଜାରୀ, ଏବେ ୩ ମାର୍ଚ୍ଚ ସକାଳ ୬ଟା ବେଳେ ହେବ...

0
ନୂଆ ଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ନିର୍ଭୟା ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ସୋମବାରଦିନ ଦିଲ୍ଲୀ କୋର୍ଟ ଦୋଷୀମାନଙ୍କ ବିରୁଦ୍ଧରେ ନୂଆ ଡେଥ ୱାରେଣ୍ଟ ଜାରୀ କରିଛନ୍ତି। ନିର୍ଭୟାର ଦୋଷୀମାନଙ୍କୁ ୩ ମାର୍ଚ୍ଚ...

ରଣପୁର ରାଜ୍ୟସ୍ତରୀୟ କପ୍ ଫୁଟ୍‌ବଲ୍‌…….. ଏହି ସ୍ୱତନ୍ତ୍ର ମ୍ୟାଚ୍ ରେ ଭୁବନେଶ୍ୱର ମହିଳା ଦଳ ୩-୦ ରେ ବିଜୟୀ

0
ନୟାଗଡ/୧୭/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର କପ୍ ଫୁଟ୍‌ବଲ୍ ୩ୟ ଦିବସଟି ଦୁଇ ମହିଳା ଦଳକୁ ନେଇ ଅନୁଷ୍ଠିତ ହୋଇଥିଲା । ଏହା ଏକ ଆକର୍ଷଣୀୟ ମ୍ୟାଚ୍ ଥିଲା । ଖୋର୍ଦ୍ଧା ନିଳମାଧବ...

ପୁରୀ କଂଗ୍ରେସ ଭବନରେ ଗୋଷ୍ଠି ସଘର୍ଷ ; ୩ ଜଣ ଗୁରୁତର

ପୁରୀ ୧୭ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ପୁରୀ କଂଗ୍ରେସ ଭବନରେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତିଙ୍କ ଉପସ୍ଥିତରେ ଦୁଇଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ ହେବା ଦେଖିବାକୁ ମିଳିଛି । ଦୁଇଗୋଷ୍ଠିଙ୍କ...

ବଣ୍ଡାଘାଟିରେ ଗୁଳିବିନିମୟ,ମାଓକ୍ୟାମ୍ପ ଉପରେ ଚଡଉ ବିପୁଳ ପରିମାଣର ମାଓସାମଗ୍ରୀ ଜବତ

ମାଲକାନଗିରି,୧୭ା୨(ଓଡିଆ ପୁଅ ) ପୁଣି ମାଲକାନଗିରି ଜିଲ୍ଲାପୁଲିସକୁ ମିଳିଛି ଏକ ବଡଧରଣର ସଫଳତା । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନାସ୍ଥ ଦୁର୍ଗମ ବଣ୍ଡାଘାଟି ରେ ମାଓବାଦୀ ପୁଲିସର ଗୁଳିବିନିମୟ ରେ...

ଅନୁପସାଏ ଓ ସହଯୋଗୀଙ୍କୁ ରିମାଇଣ୍ଡରରେ ନେବ ପୁଲିସ

ଛତିଶଗଡ୧୭ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଝାରସୁଗୁଡାର କଳ୍ପନା ଦାସ ଓ ତାଙ୍କ ଝୀଅକୁ ହତ୍ୟା ମାମଲାରେ ଛତିଶଗଡର ଚକ୍ରଧରପୁ ପୁଲିସ ତଦନ୍ତ ଜାରି ରଖଛି । ଆସନ୍ତା କାଲି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଇନ୍ନୋଭା...

ଭ୍ୟାନର ଟାୟାର ଫାଟି ଟ୍ରକ ସହିତ ଧକ୍କା, ନିଆଁ ଲାଗିଲା: ୭ ଜଣ ଜୀଅନ୍ତା ଜଳିଗଲେ

0
ଉନ୍ନାବ ୧୭-୨ (ଓଡ଼ିଆ ପୁଅ) ଲକ୍ଷ୍ନୌ-ଆଗରା ଏକ୍ସପ୍ରେସ-ୱେ ସ୍ଥିତ ବାଙ୍ଗରମଉ କଟ ନିକଟରେ ହରଦୋଇ ଆଡ଼କୁ ଯାଉଥିବା ଏକ ଭ୍ୟାନ ଟାୟାର ଫାଟିଯିବାରୁ ଅନିୟନ୍ତ୍ରିତ ହୋଇ ସାମନାରୁ ଆସୁଥିବା ଟ୍ରକ ସହିତ ଧକ୍କା...

ପାକିସ୍ତାନରେ ନ୍ୟୁକ୍ଲିୟର ଗ୍ୟାସ୍ ଲିକ ହେବାର ଆଶଙ୍କା, ୬ ମୃତ, ଶତାଧିକ ହସ୍ପିଟାଲରେ ଭର୍ତ୍ତି

କରାଚି ୧୭-୨ (ଓଡ଼ିଆ ପୁଅ) ପାକିସ୍ତାନର କରାଚିରୁ ବଡ଼ ଆସିଛି ଖବର। କରାଚିରେ ବିଷାକ୍ତ ଗ୍ୟାସ୍ ଲିକ ହେବାଯୋଗୁଁ ଏପର୍ଯ୍ୟନ୍ତ ୬ଜଣଙ୍କର ମୃତ୍ୟୁ ହୋଇଛି। ନ୍ୟୁକ୍ଲିୟର ଗ୍ୟାସ୍ ଲିକ ହେବାର ଆଶଙ୍କା କରାଯାଉଛି।...

କଳାହାଣ୍ଡି ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି- ତା. ୧୬.୦୨.୨୦୨୦ ( ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ପୋଲିସ ପକ୍ଷରୁ ଗତ ୧୫ ତାରିଖ ଦିନ...

ସୋତି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଯାଜପୁର୧୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଶ ପତ୍ରୀ) କୋରାଇ ବ୍ଲକ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ସୋତି ଗ୍ରାମରେ ମହାପ୍ରଭୁ ଚତୁର୍ଦ୍ଧାମୁର୍ତିଙ୍କ ମନ୍ଦିର ପ୍ରତିଷ୍ଠା ଶେଷ ହୋଇଛି । ଅଙ୍କୁରାରୋପଣ ପରେ ଶୁଭାଧିବାସ, କଳସ ଶୋଭାଯାତ୍ରା ଓ ଗ୍ରାମଦେବତୀ...

ମାଲକାନଗିରି ଜିଲ୍ଲାରେ ୭୯୫୧୬ଜଣ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସାମିଲ ହେବେ

ମାଲକାନଗିରି,୧୬ା୨(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ୭୯୫୧୬ଜଣ ଚାଷୀଙ୍କୁ ଭାରତ ସରକାର ମିଶନ ମୋଡରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ସାମିଲ କରାଯାଇ ସେମାନଙ୍କୁ ସମସ୍ତପ୍ରକାର କୃଷିଭିତିକ...

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡିଶା ଗ୍ରସ୍ତ

ଭୁବନେଶ୍ୱର ୧୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା । ନାଗରିକତା ଆଇନ ସମର୍ଥନରେ ଭୁବନେଶ୍ୱରରେ...

ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍ ମ୍ୟାଚ୍ ର ଦ୍ୱିତୀୟ ଦିନରେ ରଣପୁର ବିଜୟୀ

0
ନୟାଗଡ/୧୬/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁରରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ଫୁଟ୍‌ବଲ୍  ମ୍ୟାଚ୍ ୨ୟ ଦିବସରେ ରଣପୁର ସ୍ପୋର୍ଟସ୍ ଆସୋସିଏସନ୍ ବିଜୟ ଲାଭ କରିଥିବା ଜଣା ପଡିଛି । ଏହି ୨ୟ...

ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ୪ ଟି ନିର୍ବାଚନରେ ସତ୍ୟପାଠରେ ୩ପ୍ରକାର ତଥ୍ୟ ଉଲ୍ଲେଖ କରିଥିବା ଅଭିଯୋଗ

ଭୁବନେଶ୍ୱର ୧୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପଦ୍ମନାଭ ବେହେରା ୪ ଟି ନିର୍ବାଚନ ସମୟରେ ସତ୍ୟପାଠରେ ୩ପ୍ରକାର ତଥ୍ୟ ଉଲ୍ଲେଖ କରିବାକୁ ନେଇ ଆଜି ମନ୍ତ୍ରୀ ପଦ୍ମନାଭଙ୍କ ବିରୁଦ୍ଧରେ ମାମଲା...

ଏକ ଅନନ୍ୟ ବ୍ୟକ୍ତିତ୍ୱ …ପ୍ରଫୁଲ୍ଲ ଚନ୍ଦ୍ର ରଥ

0
- ଦେବପ୍ରସାଦ ମିଶ୍ର ରାଜ୍ୟ ପୁଲିସ ପ୍ରଶାସନର ଜଣେ ଅନନ୍ୟ ପ୍ରତିଭାଶାଳୀ ବ୍ୟକ୍ତି ଅବସର ପ୍ରାପ୍ତ ପୁଲିସ ଡିଜି ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ୮୫ ବର୍ଷ ବୟସରେ ଦେହାନ୍ତର ଘଟଣା ସମସ୍ତଙ୍କୁ ବ୍ୟଥିତ...

ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ : ଘଟାଇଲା ସିରିଜ ଦୁର୍ଘଟଣା, ବାରିପଦାରେ ଚାଞ୍ଚଲ୍ୟ ଖେଳାଇଲା

0
ବାରିପଦା, ୧୬/୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) : ବାରିପଦାରେ ଭୟର ପରିବେଶ ଖେଳାଇଲା ମଦ୍ୟପ ଡ୍ରାଇଭର। ଆଜି ରାତି ପ୍ରାୟ ୯.୪୫ ରେ ଜେ ଏଚ-୦୫ ବିସି ୩୩୬୮ ନମ୍ବର ବିଶିଷ୍ଟ ମାରୁତି ସୁଜୁକି...

ଆଜିଠାରୁ କଟିବ ବିଦ୍ୟୁତ୍ କନେକସନ୍‌

ଭୁବନେଶ୍ୱର ୧୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସାଉଥ୍‌କୋ ଓ ନେସ୍‌କୋ ବିଦ୍ୟୁତ୍ ବିତରଣ କମ୍ପାନୀ ବିଦ୍ୟୁତ୍ ବିଲ୍ ବାକି ଥିବା ୧ ଲକ୍ଷ ୯୭ ହଜାର ଗ୍ରାହକଙ୍କୁ ସେମାନଙ୍କର ବକେୟା ବିଲ ପୈଠ କରିବାକୁ...

ସମ୍ବଲପୁର ବିଶ୍ୱବିଦ୍ୟାଳୟ; ବିକଳ୍ପ ପ୍ରଶ୍ନପତ୍ରରେ ହେଲା ପରୀକ୍ଷା

ସମ୍ବଲପୁର ୧୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତକାଲି ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ବିଜ୍ଞାନର ଗଣିତ ସମ୍ମାନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଆଶଙ୍କା ହୋଇଥିଲା। ପ୍ରଶ୍ନପତ୍ର ମୋବାଇଲ୍‌ରେ ଘୂରି ବୁଲୁବାକୁ ଆଖିଆଗରେ ରଖି ସମ୍ବଲପୁର...