Home ଓଡ଼ିଶା ଆଜିଠାରୁ କଟିବ ବିଦ୍ୟୁତ୍ କନେକସନ୍‌

ଆଜିଠାରୁ କଟିବ ବିଦ୍ୟୁତ୍ କନେକସନ୍‌

924

ଭୁବନେଶ୍ୱର ୧୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସାଉଥ୍‌କୋ ଓ ନେସ୍‌କୋ ବିଦ୍ୟୁତ୍ ବିତରଣ କମ୍ପାନୀ ବିଦ୍ୟୁତ୍ ବିଲ୍ ବାକି ଥିବା ୧ ଲକ୍ଷ ୯୭ ହଜାର ଗ୍ରାହକଙ୍କୁ ସେମାନଙ୍କର ବକେୟା ବିଲ ପୈଠ କରିବାକୁ ଦେଇଥିବା ନୋଟିସ ର ଗତ କାଲି ଶେଷ ଦିନ ଥିଲା ।

 

ଗ୍ରାହକ ମାନଙ୍କ ଉପରେ ସାଉଥ୍‌କୋ ୧୩୭୫ କୋଟି ଓ ନେସ୍‌କୋର ୧୫ ସହ କୋଟି ଟଙ୍କା ଅନାଦେୟ ହୋଇଥିବାରୁ ଆଜି ଠାରୁ ଗ୍ରାହକ ମାନଙ୍କର ବିଦ୍ୟୁତ୍ କାଟ ହେବ ବୋଲି ଦୁଇଟି କମ୍ପାନୀଙ୍କ ପକ୍ଷରୁ ୨୨ ଟି ଟିମ୍ ଗଠନ କରାଯାଇ ଗ୍ରାହକ ମାନଙ୍କୁ ନୋଟିସ ପ୍ରେରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.