Home ଅପରାଧ ଅନୁପସାଏ ଓ ସହଯୋଗୀଙ୍କୁ ରିମାଇଣ୍ଡରରେ ନେବ ପୁଲିସ

ଅନୁପସାଏ ଓ ସହଯୋଗୀଙ୍କୁ ରିମାଇଣ୍ଡରରେ ନେବ ପୁଲିସ

135

ଛତିଶଗଡ୧୭ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଝାରସୁଗୁଡାର କଳ୍ପନା ଦାସ ଓ ତାଙ୍କ ଝୀଅକୁ ହତ୍ୟା ମାମଲାରେ ଛତିଶଗଡର ଚକ୍ରଧରପୁ ପୁଲିସ ତଦନ୍ତ ଜାରି ରଖଛି । ଆସନ୍ତା କାଲି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଇନ୍ନୋଭା ଓ ବୋଲେରୋର କାଗଜପତ୍ର ଦାଖଲ ପାଇଁ ନୋଟିସ୍ ଜାରି କରିବା ଜଣାପଡିଛି ।

 

ଉକ୍ତ ଘଟଣାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପୁତୁରା ଓ ମୃତ କଳ୍ପନାର ବଡଭାଇଙ୍କୁ ଆସନ୍ତା କାଲି ପୁଲିସ ନିକଟରେ ହାଜର ହେବାକୁ ନୋଟିସ୍ ଜାରି ହୋଇଥିବା ସୁଚନା ମିଳିଛି । ହତ୍ୟାକାଣ୍ଡର ଡେମୋ କରିବାକୁ ଆସନ୍ତା କାଲି ଅନୁପ ଓ ସହଯୋଗୀ ବର୍ଦ୍ଧନକୁ ରିମାଣ୍ଡରେ ଆଣିବ ବୋଲି ରାୟଗଡା ଏସପି ସନ୍ତୋଷ ସିଂହ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.