Home ଓଡ଼ିଶା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡିଶା ଗ୍ରସ୍ତ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୁଇଦିନିଆ ଓଡିଶା ଗ୍ରସ୍ତ

310

ଭୁବନେଶ୍ୱର ୧୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା । ନାଗରିକତା ଆଇନ ସମର୍ଥନରେ ଭୁବନେଶ୍ୱରରେ ୨ ଦିନିଆ ଓଡ଼ିଶା ଗସ୍ତରେ ସଭା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।ଆସନ୍ତା ୨୮,୨୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବkର କାର୍ଯ୍ୟକ୍ରମ ସ୍ଥିର ହୋଇତିବା ଦଳିୟ ସୁତ୍ରରୁ ଜଣାପଡିଛି ।

 

୨୮ ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ଏକ ବିଶାଳ ସଭାରେ ଯୋଗ ଦେଇ ନାଗରିକତା ଆଇନ ସମ୍ପର୍କରେ ଜନତାଙ୍କୁ ସଚେତନ କରିବାର ପ୍ରୟାସ କରିବେ ଅମିତ ଶାହା । ୨୮ ତାରିଖର ବିଶାଳ ସଭା ପରେ ୨୯ ତାରିଖ ପୁରୀ ଶ୍ରୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଯାଇ ଠାକୁର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.