Home 2020

Yearly Archives: 2020

ପୁରୀ ସହରରେ ଚାଲିଛି ବେଆଇନ ଛାତ୍ର ଓ ଛାତ୍ରୀ ନିବାସ

ପୁରୀ, ୨୩/୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ପୁରୀ ସହରର ବିଭିନ୍ନ ମୁଖ୍ୟ ରାସ୍ତା ଓ ସାହି ବସ୍ଥି ଗୁଡିକରେ ଛତୁ ଫୁଟିଲା ଭଳି ଘରୋଇ କୋଚିଙ୍ଗ ସେଂଟର ଓ କମ୍ପୁଟର ସେଂଟର...

ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ବାଲନ୍ଦାପଡ଼ା, ଗୋଚ୍ଛାପଡା ପିଏଚ୍‌ସିରେ ଡାକ୍ତର ନାହାନ୍ତି

କନ୍ଧମାଳ, ୨୩/୨.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଧିନରେ ଥିବା ବାଲନ୍ଦାପଡା ଏବଂ ଗୋଚ୍ଛାପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ବହୁ ଦିନ ହେଲା ଡାକ୍ତର...

୧୯ତମ ରାଜ୍ୟ ସ୍ତରୀୟ ରାଜସୁନାଖଳା କପ୍ ୨୦୨୦ ଉଦ୍‌ଘାଟିତ ୩-୨ ଗୋଲ୍ ରେ ଭୁବନେଶ୍ୱର ୟୁନାଇଟେଡ୍ କ୍ଲବ୍ ବିଜୟୀ

0
ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୩/୦୨-ନୟାଗଡ ଜିଲ୍ଲା ରାଜସୁନାଖଳା ଫ୍ରେଣ୍ଡ୍‌ସ୍ କ୍ଲବ୍ ତରଫରୁ ୧୯ ବର୍ଷ ହେଲା ଚାଲିଥିବା ରାଜ୍ୟ ସ୍ତରୀୟ ରାଜସୁନାଖଳା କପ୍ ୨୦୨୦ ଫେବୃୟାରୀ ୨୩ ତାରିଖରେ ରାଜସୁନାଖଳାଠାରେ ଉଦ୍‌ଘାଟିତ ହୋଇଯାଇଅଛି ।...

କନ୍ଧମାଳ:ଜେଲ ପରିଦର୍ଶନ କଲେ ବିଭାଗୀୟ ଡିଜି

କନ୍ଧମାଳ,୨୩/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ଗସ୍ତରେ ଜେଲ ବିଭାଗ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ଆସି ଶନିବାର ଅପରାହ୍ନରେ ଫୁଲବାଣୀସ୍ଥିତ କାରାଗାର ପରିଦର୍ଶନ କରିଛନ୍ତି। ଜେଲରେ ପହଂଚିବା ପରେ...

ସାମାଜିକ ବାର୍ତ୍ତା ନେଇ କ୍ରିକେଟ୍ ଖେଳିଥିଲେ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ ନେତା, ଅଭିନେତା, ସାମ୍ବାଦିକ ଓ ସମାଜସେବୀ

0
ଭୁବନେଶ୍ୱର ୨୩.୦୨ (ଓଡ଼ିଆ ପୁଅ) ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ "ୟୁଥ୍ ଫର୍ ଭଲ୍ୟୁଣ୍ଟାରି ୱାର୍କ' ଓ "କର ଫାଉଣ୍ଡେସନ୍‌' ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ୟୁନିଟ୍‌୬ସ୍ଥିତ ପ୍ରଗତି ସ୍ପୋର୍ଟିଂରେ "ସେଲିବ୍ରିଟି ଚାରିଟି କ୍ରିକେଟ୍‌' ଅନୁଷ୍ଠିତ...

କେନ୍ଦ୍ରାପଡାକଲେଜ ଇଂରାଜୀସମ୍ମାନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

କେନ୍ଦ୍ରାପଡା ୨୩/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ପୂର୍ବାହ୍ନରେ “ଉପନିବେଶ ଯୁଗରୁ ଜଗତୀକରଣ ପର୍ଯ୍ୟନ୍ତ ଭାରତୀୟ ଇଂରାଜୀ ରଚନା” ଶୀର୍ଷକ ଆଲୋଚନାଚକ୍ର କଲେଜ...

ପୋଲସରାରେ ପୋଡିହୋଇ ପିଲାଙ୍କ ମୃତ୍ୟୁ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

0
ଭୁବନେଶ୍ୱର, ଫେବୃୟାରୀ ୨୩ (ଓଡ଼ିଆ ପୁଅ) – ଗଞ୍ଜାମ ଜିଲ୍ଲା ପୋଲସରା ଖଇରଛଟାରେ ପାଳ ଘର କରି ଖେଳୁଥିବା ବେଳେ ନିଆଁ ଲାଗିଯିବାରୁ ଛୋଟ ଛୋଟ ପିଲାମାନେ ପୋଡିହୋଇ ମୃତ୍ୟୁବରଣ ଘଟଣାରେ ସାମାଜିକ...

ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ରାଜ୍ୟସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ : ବିଜେପି

0
ରାଜ୍ୟ ବିଜେପି ସମବାୟ ପ୍ରକୋଷ୍ଠର କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର, ୨୩/୦୨ (ଓଡ଼ିଆ ପୁଅ) : ଭାରତୀୟ ଜନତାପାର୍ଟିର ସମବାୟ ପ୍ରକୋଷ୍ଠ ତରଫରୁ ରାଜ୍ୟ ବିଜେପି କାର୍ଯ୍ୟାଳୟର କୁଷାଭାଇ ଠାକ୍‌ରେ ପ୍ରକୋଷ୍ଠରେ ଏକ ବୈଠକ ଅନୁଷ୍ଠିତ...

ଭାଇରାଲ ହେଉଛି ଟ୍ରମ୍ପଙ୍କ ଏହି ବାହୁବଳୀ ଭିଡ଼ିଓ – ନିଜେ ରିଟ୍ୱିଟ କରିଛନ୍ତି ଟ୍ରମ୍ପ – ଦେଖନ୍ତୁ

ନୂଆ ଦିଲ୍ଲୀ ୨୩-୨ (ଓଡ଼ିଆ ପୁଅ) ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତ ଯାତ୍ରା ଆରମ୍ଭ ହେବାକୁ କିଛି ସମୟ ବାକିଅଛି। ଆମେରିକାର ପ୍ରଥମ ମହିଳା ମିଲେନିୟା ଟ୍ରମ୍ପ ଏବଂ ତାଙ୍କ ଝିଅ...

ବାଲିଗୁଡା : ପୁଇଗୁଡ଼ା ଘାଟିରେ ଓଲଟିଲା ଅଟୋ, ୮ ଆହତ…

0
ବାଲିଗୁଡା, ୨୨/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୁଇଗୁଡ଼ା ଘାଟିରେ ଶନିବାର ଅପରାହ୍ନରେ ଏକ ଅଟୋ ଓଲଟି ୮ ଜଣ...

ନିର୍ଭୟା ଦୋଷୀ ବିନୟର ଯାଚିକା ଖାରଜ

0
ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ଦିଲ୍ଲୀ କୋର୍ଟ, ନିର୍ଭୟା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପାଶୀ ଦଣ୍ଡ ପାଇଥିବା ଚାରି ଦୋଷୀମାନଙ୍କ ମଧ୍ୟରୁ ବିନୟ ଶର୍ମାର ଯାଚିକା ଖାରଜ କରିଛନ୍ତି। ଏହି...

ସୋନଭଦ୍ରରେ ୩୦୦୦ ଟନ ସୁନା ମିଳିବାର ଦୃଢ଼ୋକ୍ତି ଭୁଲ: ଜିଏସଆଇ କହିଲା ଏତିକି ମିଳିବ ସୁନା

0
ନୂଆ ଦିଲ୍ଲୀ ୨୨-୨ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର ସୋନଭଦ୍ର ବର୍ତ୍ତମାନ ସୁନାଖଣିକୁ ନେଇକରି ଚର୍ଚ୍ଚାରେ ଅଛି। ଜିଓଲୋଜିକାଲ ସର୍ବେ ଅଫ ଇଣ୍ଡିଆ (ଜିଏସ୍ଆଇ) ଶନିବାରଦିନ ଖଣିରେ ୩୦୦୦ ହଜାର ଟନ ନାହିଁ,...

ମାଲକାନଗିରି ରେ କାକଟପୁର ମା ମଙ୍ଗଳାଙ୍କ ଦଣ୍ଡ ଯାତ୍ରା

ମାଲକାନଗିରି,୨୨ା୨(ଓଡିଆ ପୁଅ ) ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଗତ କାଲି ଠାରୁ କାକଟପୁର ମା ମଙ୍ଗଳାଙ୍କ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି । ମାଲକାନଗିରି ସହର ପ୍ରବେଶଦ୍ୱାର ଠାରୁ ମା...

ଜଙ୍ଗଲରୁ ପୋଷାକ ପିନ୍ଧା ନରକଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

ମାଲକାନଗିରି,୨୨ା୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ଦନ୍ଦେଓ୍ୟାର୍ଡା ଜିଲ୍ଲା ଓରପାଲ ଜଙ୍ଗଲରେ ସନ୍ଦେହଜନକ ଅବସ୍ତାରେ ପୋଷାକ ପରିଧାନ କରିଥିବା ନରକଙ୍କାଳ ମିଳିଛି । ଓରପାଲ ଜଙ୍ଗଲକୁ ଗାଇ ଚରାଇବାକୁ କିଛି...

ଜନ୍ମଦିନ ଉତ୍ସବ ବଦଳରେ ଗରିବ ରୋଗୀଙ୍କ ପାଇଁ ରକ୍ତଦାନ କରି ମାନବିକତା ଦେଖାଇଲେ ଯୁବକ

ମାଲକାନଗିରି,୨୨ା୨(ଓଡିଆ ପୁଅ ) ଜନ୍ମଦିନରେ କେକ ଓ ଭୋଜିଭାତ ଉତ୍ସବ ବଦଳରେ ରକ୍ତଦାନ କରି ମାନବିକତା ର ପରିଚୟ ଦେଇଛନ୍ତି ଜଣେ ଯୁବକ । ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ଛକ ନିକଟରେ...

ମାଲକାନଗିରି ସହରରେ ବାର୍ଡ ଫ୍ଲୁ ଆତଙ୍କ ୧୫ଦିନରେ ୮୦୦ରୁଉର୍ଦ୍ଦ କୁକୁଡା ମଡକ

ମାଲକାନଗିରି,୨୨ା୨ (ଓଡିଆ ପୁଅ ) ଜିଲ୍ଲାରେ ବାର୍ଡଫ୍ଲୁ ଆତଙ୍କ ଦେକାଦେଇଛି, ଗତ ୧୫ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ  ୮୦୦ରୁ ଉର୍ଦ୍ଦ କୁକୁଡା ମଡକ ହୋଇଥିବାର ଜଣାପଡିଛି ,ସପ୍ତାହକ ତଳେ ଚିତ୍ରକୋଣ୍ଡା...

ମଲ୍ଲିକେଶ୍ୱର ପାହଡ ଶୈବପୀଠ ପାହଚ ରେଲିଂ ଖସି ଅଳ୍ପକେ ବର୍ତିଲେ ଭକ୍ତ

ମାଲକାନଗିରି,୨୨ା୨ (ଓଡିଆ ପୁଅ ) ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ହାତୀବାରି ପାହଡରେ ଥିବା ଜଟିଆ ଶୈବପୀଠରୁ ପଥର ଖସି ୨୪ଜଣ ଭକ୍ତ ଆହତ ହେବା ଘଟଣାର ଭକ୍ତମାନଙ୍କ ମନରୁ ନ ଯାଉଣୁ...

ଅର୍ଥନୀତିରେ ମହିଳାଙ୍କ ସହଭାଗୀତା ଦ୍ୱାରା ଦେଶର ବିକାଶ ସମ୍ଭବ: ବିଜୟା ରାହଟକର

0
ଭୁବନେଶ୍ୱର, ୨୨/୦୨ (ଓଡ଼ିଆ ପୁଅ) : ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ନେତୃତ୍ୱରେ ଦେଶରେ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ ହାସଲ କରାଯିବ। ଏହି ଅର୍ଥନୀତିରେ ମହିଳାଙ୍କ ସହଭାଗୀତା...

ରଣପୁର ବନାଂଚଳ ଗୁଣ୍ଡୁରିବାଡି ଗ୍ରାମରୁ ବିରଳ ପକ୍ଷୀ ଶାଗୁଣା ଉଦ୍ଧାର

0
ନୟାଗଡ/୨୨/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଗତ ୧୯୯୯ ମହାବାତ୍ୟା ପରେ ପକ୍ଷୀ ଜଗତରୁ ବିଲୁପ୍ତ ହେବାକୁ ଯାଉଥିବା କେତେକ ପକ୍ଷୀଙ୍କୁ ଏବେ କେବଳ ଚିଡିଆଖାନାରେ ଦେଖିବାକୁ ମିଳୁଛି । ସେ ମଧ୍ୟରୁ ଘର ଚଟିଆ...

ବିଜୁ ଜନତା ଦଳର ଇଂରାଜୀ ଭାଷା ପ୍ରତି ଏତେ ଦରଦ କାହିଁକି ? : ବିଜେପି

0
ଭୁବନେଶ୍ୱର, ୨୨/୦୨ (ଓଡ଼ିଆ ପୁଅ) : ଇଂରାଜି ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁ ବହୁତ ବାଧୁଛି। ଭୁବନେଶ୍ୱର ଏମ୍ସରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜୁ ଜନତା...