Home 2020

Yearly Archives: 2020

ରଣପୁର ଉପର ମଣିନାଗରେ………… ବିଶ୍ୱଶାନ୍ତି ମହାଶକ୍ତି ମହାଯଜ୍ଞ ଆରମ୍ଭ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୩-ରଣପୁର ଜନସାଧାରଣ ଓ ମଣିନାଗ ସେନା ଆନୁକୁଲ୍ୟରେ ରଣପୁର ଶିଖର ବାସିନୀ ଉପର ମଣିନାଗ ପୀଠରେ କୁମ୍ଭ ୨୯ ଦିନ ଫାଲଗୁନ  ତୃତୀୟା ଗୁରୁବାର ମାର୍ଚ୍ଚ ୧୨ ତାରିଖରେ ପଂଚଦଶ...

ଆଣ୍ଟି-CAA ହିଂସା – ସୁପ୍ରିମକୋର୍ଟ ଯୋଗୀ ସରକାରଙ୍କୁ ପଚାରିଲେ – କେଉଁ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ହୋର୍ଡିଂ ଲଗାଯାଇଛି

0
ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ଲକ୍ଷ୍ନୌରେ ନାଗରିକତା ସଂଶୋଧନ ଅଧିନିୟମ (CAA) ବିରୋଧରେ ପ୍ରଦର୍ଶନରେ ହିଂସା ଘଟାଇଥିବା ଅଭିଯୁକ୍ତମାନଙ୍କ ପୋଷ୍ଟର ପ୍ରଶାସନ ତରଫରୁ ବିଭିନ୍ନ ଛକ ଯାଗାମାନଙ୍କରେ ଲଗାଯାଇଥିଲା। ଏହାକୁ ହଟାଇବା...

ଶେଷରେ ସିନେ-ଅଭିନେତ୍ରୀକୁ ବିବାହ କଲେ ସୁକିନ୍ଦା ବିଧାୟକ

ଭୁବନେଶ୍ୱର୧୨ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିଜେଡି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡେଇଙ୍କ ବିଧାୟକ ପୁଅ ପ୍ରୀତିରଞ୍ଜନ ଅଭିନେତ୍ରୀ ଝିଲିକ୍ ଭଟ୍ଟଚାର୍ଯ୍ୟ ଙ୍କୁ ବିବାହ କରିଛନ୍ତି । ବଙ୍ଗିୟ ଅଭିନେତ୍ରୀ...

ଏପ୍ରିଲ୍ ୧ ରୁ କେବଳ ବିଏସ୍-୬ (BSVI) କାର୍, ବାଇକ୍ ଏବଂ ସ୍କୁଟର ରେଜିଷ୍ଟ୍ରେସନ ହେବ

0
ନୂଆଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେବଳ ନିର୍ମିତ ବିଏସ- ୦୬ (BS- VI) ର ବାହାନଗୁଡ଼ିକର ପଞ୍ଜିକରଣ ଏପ୍ରିଲ ୧ ତାରିଖରୁ ଉପଲବ୍ଧ ହେବ।...

ରଜନୀକାନ୍ତଙ୍କର ଘୋଷଣା : ଗଠନ କରିବେ ରାଜନତିକ ଦଳ – ନିଜେ ମୁଖ୍ୟମନ୍ତ୍ରୀ ହେବେ ନାହିଁ

0
ଚେନ୍ନାଇ ୧୨-୩ (ଓଡ଼ିଆ ପୁଅ) ତାମିଲ ସୁପରଷ୍ଟାର ରଜନୀକାନ୍ତ ଗୁରୁବାରଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ତାମିଲନାଡୁରେ ରାଜନୀତି କରିବା ପାଇଁ ଏକ ରୋଡମ୍ୟାପ ଉପସ୍ଥାପନ କରିଛନ୍ତି। ରଜନୀକାନ୍ତ ଚେନ୍ନାଇରେ ଅନୁଷ୍ଠିତ ସାମ୍ବାଦିକ...

ହଲିଉଡ଼୍ ସୁପରଷ୍ଟାର ଟମ୍ ହଙ୍କସ୍, ପତ୍ନୀ ରୀତା ୱିଲସନ ଏବେ କରୋନା ଆକ୍ରାନ୍ତ – ଟେଷ୍ଟ ପଜିଟିଭ୍

ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ହଲିଉଡର ସୁପରଷ୍ଟାର ଟମ ହ୍ୟାଙ୍କ ଏବଂ ତାଙ୍କ ପତ୍ନୀ ରୀତା ୱିଲସନ ଘୋଷଣା କରିଛନ୍ତି ଯେ ସେମାନେ ନୋଭେଲ୍ କରୋନାଭାଇରସରେ ପୀଡ଼ିତ ଏବଂ ତାଙ୍କର ସାମ୍ପଲ...

କରୋନା ଡର : ବାତିଲ ହୋଇପାରେ ଆଇପିଏଲ୍ – ୧୪ ମାର୍ଚ୍ଚରେ ଗଭର୍ଣ୍ଣିଙ୍ଗ କାଉନସିଲ୍ ବୈଠକ

0
ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) : ବିଶ୍ୱର ସର୍ବବୃହତ କ୍ରିକେଟ୍ ଲିଗ୍ ଆଇପିଏଲ୍ କୁ ଏବେ କରୋନା ଭୟ ଘାରିଲାଣି। ଖବର ଅନୁଯାୟୀ, ବର୍ତ୍ତମାନ ରାଜ୍ୟ ସରକାର ମଧ୍ୟ ଏ ସମ୍ପର୍କରେ...

କଳାହାଣ୍ଡିରେ ହାଇକୋର୍ଟ ବେଂଚ ସ୍ଥାପନ ଦାବୀ ନେଇ ଜିଲ୍ଲା ଓକିଲ ସଂଘ ର ଦିଲ୍ଲୀ ଯାତ୍ରା

କଳାହାଣ୍ଡି, ତା.୧୧.୦୩.୨୦୨୦ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା)) କଳାହାଣ୍ଡିରେ ହାଇକୋର୍ଟ ବେଂଚ ଦାବୀ ନେଇ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନରୁ ଦାବୀ ହୋଇଆସୁଥିବା ବେଳେ ସଂପ୍ରତି ଏହି ଦାବୀ ନେଇ ଦିଲ୍ଲୀ...

କରୋନାଭୟ : ଇଟାଲୀ, ଦକ୍ଷୀଣ କୋରିଆକୁ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ ମାର୍ଚ୍ଚ ୧୨ (ଓଡ଼ିଆ ପୁଅ) ଦେଶରେ କରୋନା ଭାଇରସ୍ ବ୍ୟାପିବାର ଭୟକୁ ଦୃଷ୍ଟିରେ ରଖି ଇଟାଲୀ, ଦକ୍ଷୀଣ କୋରିଆକୁ ଏୟାର ଇଣ୍ଡିଆ ମାର୍ଚ୍ଚ ୨୫ ଏବଂ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଏହାର...

ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ହାର୍ଭେ ୱେନଷ୍ଟାଇନ୍ ଙ୍କୁ ଯୌନଶୋଷଣ ଅଭିଯୋଗରେ ୨୩ ବର୍ଷ ଜେଲ୍

ନୂଆ ଦିଲ୍ଲୀ ୧୧-୩ (ଓଡ଼ିଆ ପୁଅ) ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ୬୭ ବର୍ଷିୟ ହାର୍ଭେ ୱେନଷ୍ଟାଇନ୍ ଙ୍କୁ ଯୌନଶୋଷଣ ଅଭିଯୋଗରେ ୨୩ ବର୍ଷ ଜେଲ୍ ଦଣ୍ଡ ମିଳିଛି। ଅକ୍ଟୋବର ୨୦୧୭ ରେ ଯୌନ...

୬୦ ପାର ହେଲା ଭାରତରେ କରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା – ଚିକିତ୍ସା କେମିତି ହେଉଛି ଜାଣନ୍ତୁ

0
ନୂଆ ଦିଲ୍ଲୀ ୧୧-୩ (ଓଡ଼ିଆ ) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ମାର୍ଚ୍ଚ ୧୧ ବୁଧବାର ପର୍ଯ୍ୟନ୍ତ ଭାରତରେ ପଜିଟିଭ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ ପହଁଚିଛି। ସମଗ୍ର ବିଶ୍ୱରେ ଏହି ଭୁତାଣୁ...

ଦୁଷ୍କର୍ମ ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ଯାଜପୁର୧୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ କରଦା ନୋଡାଲ ଉପ୍ରା ବିଦ୍ୟାଳୟ ସମ୍ମୁଖରେ ଆଜି ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ଧାରଣା ଓ ଅନ୍ଦୋଳନ କରାଯାଇଥିଲା । ଗତ ୬ ତାରିଖ ସେହି...

ଭଲ ଖବର: ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଖାତାଧାରୀଙ୍କୁ ମିନିମମ ବାଲାନ୍ସ ରଖିବାର ଆବଶ୍ୟତା ନାହିଁ

0
ନୂଆ ଦିଲ୍ଲୀ ୧୧-୩ (ଓଡ଼ିଆ ପୁଅ) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବୁଧବାରଦିନ ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର ଆଣିଛି। ଏହା ନିଶ୍ଟିତ ଭାବରେ ଗ୍ରାହାକମାନଙ୍କ ପାଇଁ ଖୁସି ଖବର। ସୂଚନା...

କରୋନା ସଚେତନତା ବାର୍ତାଦେଇ ଗ୍ରାମ ସଫେଇ କରି ଭିନ୍ନଶୈଳିରେ ଆଦିବାସୀ ପାଳିଲେ ହୋଲି ଉତ୍ସବ

ମାଲକାନଗିରି,୧୧ା୩ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ରଙ୍ଗର ପବ ର୍ହୋଲି । ଜାତି ବଣ୍ଣ ର୍ ,ଧର୍ମ, ବଡ ସାନ ନିବି...

ଅସହାୟ ବୃଦ୍ଧାଙ୍କୁ ରକ୍ତଦେଇ ମାନବିକତାର ପରିଚୟ ଦେଲେ ମହିଳା

ମାଲକାନଗିରି,୧୧ା ୩ (ଓଡିଆ ପୁଅ) ଜଣେ ଅସହାୟ ଆହତ ବୃଦ୍ଧାଙ୍କୁ ଅପରେସନ ରେ ସହ ଯୋଗକରିବା ସହ ରକ୍ତଦାନ କରି ମାନବିକତା ର ପରିଚୟ ଦେଇଛନ୍ତି ଜଣେ ମହିଳା । ମାଲକାନଗିରି ଜିଲ୍ଲାସଦର...

କନିଆ ଘରକୁ ବରଘର ଲୋକେ ଭୋଜିଖର୍ଚ ଦେବାକୁ ଯାଉଥିବା ବେଳେ ଗାଡି ଓଲଟି ୧୪ ଆହତ,୨ଗୁରୁତର

ମାଲକାନଗିରି,୧୧ା୩ ( ଓଡିଆ ପୁଅ ) କନିଆ ଘରକୁ ବର ପରିବାର ଓ ଗ୍ରାମବାସୀ ବିବାହର ଖର୍ଚ୍ଚ ଦେବାକୁୁ ଯାଉଥିବା ବେଳେ ରାସ୍ତାରେ ଟ୍ରକ ଓଲଟି ପଡି ୧୪ଜଣ ଆହତ ହେବାସହ ୨ଜଣ...

ସର୍ବଭାରତୀୟ କ୍ରିଡାରେ ଓଡିଶା ପୁଲିସକୁ ମିଳିଲା ବ୍ରୋଞ୍ଚପଦକ

କଟକ୧୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଓଡିଶା ପୁଲିସରେ ଲାନ୍ସ ନାୟକ ଭାବେ କାର୍ଯ୍ୟରତ ବିଘ୍ନରାଜ ମିରିଡିଆ । ୬୮ ତମ ସର୍ବଭାରତୀୟ ଦୈାଡକୁଦ ପ୍ରତିଯୋଗିତାରେ ୪୦୦ ମିଟର ଦୈାଡରେ ତୃତାୟ ସ୍ଥାନ ଅଧିକାର କରି...

ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ସମାରୋହ,ପ୍ରଥମ ପର୍ଯ୍ୟାୟରେ ୬୩ଲକ୍ଷ ୪ହଜର ଟଙ୍କା ସହାୟତା ପ୍ରଦାନ

ମାଲକାନଗିରି,୧୧ା୩(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ସମାରୋହ ସ୍ଥାନୀୟ ସଂସ୍କୃତିଭବନ ଠାରେ ଜିଲ୍ଲାଶ୍ରମ ଅଧିକାରୀ ମଦନମୋହନ ପାଇକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ସମାରୋହ...

ମଦପିଇବାକୁ ଟଙ୍କା ନଦେବାରୁ କିରୋସିନ ଢାଳି ସ୍ତ୍ରୀ କୁ ହତ୍ୟାଉଦ୍ୟମ,୮୫ଭାଗ ପୋଡିଗଲେ ପତ୍ନୀ

ମାଲକାନଗିରି,୧୧ା୩ (ଓଡିଆ ପୁଅ ) ମଦ ପିଇବାକୁ ଟଙ୍କା ନ ଦେବାରୁ ନିଜ ସ୍ତ୍ରୀକୁ କିରୋସିନ ଢାଳି ପୋଡି ମାରିଦେବା ପାଇଁ ଉଦ୍ୟମକରିବା ଓ ପତ୍ନୀଙ୍କ ଦେହ୮୫ଭାଗ ପୋଡି ହୋଇ ହସପିଟାଲରେ ଜୀବନ...

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ୪ ଜଣ ବିଜେଡିର ପ୍ରାର୍ଥୀ

ଭୁବନେଶ୍ୱର୧୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ରାଜ୍ୟସଭା ନିର୍ବାଚନ ପାଇଁ ୪ଜଣ ବିଜେଡି ଦଳର ପ୍ରାର୍ଥୀ ବିଧାନସଭା ସଚିବାଳୟ ପରିସରରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ...