Home ଆନ୍ତର୍ଜାତୀୟ ହଲିଉଡ଼୍ ସୁପରଷ୍ଟାର ଟମ୍ ହଙ୍କସ୍, ପତ୍ନୀ ରୀତା ୱିଲସନ ଏବେ କରୋନା ଆକ୍ରାନ୍ତ – ଟେଷ୍ଟ...

ହଲିଉଡ଼୍ ସୁପରଷ୍ଟାର ଟମ୍ ହଙ୍କସ୍, ପତ୍ନୀ ରୀତା ୱିଲସନ ଏବେ କରୋନା ଆକ୍ରାନ୍ତ – ଟେଷ୍ଟ ପଜିଟିଭ୍

134

ନୂଆ ଦିଲ୍ଲୀ ୧୨-୩ (ଓଡ଼ିଆ ପୁଅ) ହଲିଉଡର ସୁପରଷ୍ଟାର ଟମ ହ୍ୟାଙ୍କ ଏବଂ ତାଙ୍କ ପତ୍ନୀ ରୀତା ୱିଲସନ ଘୋଷଣା କରିଛନ୍ତି ଯେ ସେମାନେ ନୋଭେଲ୍ କରୋନାଭାଇରସରେ ପୀଡ଼ିତ ଏବଂ ତାଙ୍କର ସାମ୍ପଲ ଟେଷ୍ଟ ପଜିଟିଭ୍ ବାହାରିଛି।

କୁଇନ୍ସଲ୍ୟାଣ୍ଡରେ ଥଣ୍ଡା ଏବଂ ସାଧାରଣ ଜ୍ୱରର ଲକ୍ଷଣ ଅନୁଭବ କରିବା ପରେ ହଙ୍କସ୍ ଏବଂ ୱିଲସନ ଉଭୟ ୬୩, ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ।

ହଙ୍କ୍ସ ତାଙ୍କର ଟ୍ୱିଟର ପୋଷ୍ଟରେ ଲେଖିଛନ୍ତିଯେ, ଯେପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଆବଶ୍ୟକ ସେତେ ଦିନ ପର୍ଯ୍ୟନ୍ତ ଆମେ ହ୍ୟାଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ନିୟମ ପାଳନ କରିବୁ ଏବଂ ଅଲଗା ରହିବୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.