Home 2020

Yearly Archives: 2020

କଟକଣା ସତ୍ତ୍ୱେ ଶ୍ରୀମନ୍ଦିରକୁ ଧସେଇ ପଶିବା ମହଙ୍ଗା ହେଲା : ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

କଟକ୨୦ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗତ କାଲି ସରକାରୀ ନିୟମକୁ ଉଲଙ୍ଘନ କରି ଜଣେ ପୁଲିସ ଅଧିକାରୀ ଶ୍ରୀମନ୍ଦିରରେ ଜବରଦସ୍ତ ପ୍ରବେଶ ଘଟଣାରେ ଆଜି ଅଧିକାରୀ ଜଣଙ୍କ ନିଳମ୍ବିତ ହେବା ସୂଚନା ମିଳିଛି। ନିଜ...

ଲକ୍‌ଡାଉନ୍‌ରେ ସକ୍ରିୟ ଚୋରା ମଦ ବେପାରୀ: ୪ ମହୁଲି ମଦ ଭାଟି ଭାଙ୍ଗିଲା ଜି.ଉଦୟଗିରି ପୋଲିସ

ବାଲିଗୁଡା, ୨୦-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ମୁକାବିଲାକୁ ନେଇ ଜାରି ରହିଥିବା ଲକ୍‌ ଡାଉନ୍‌ ସମୟରେ ପ୍ରାୟ ସବୁକିଛି ବନ୍ଦ ରହିଛି। ଏହାର ସୁଯୋଗ ନେଇ ଚୋରା ମଦ ବେପାରୀ...

ମବ୍ ଲିଞ୍ଚିଂ; ଦୁଇ ସାଧୂ ଏବଂ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା: ସାଧୂ ସମାଜ କ୍ଷୁବ୍ଧ

0
ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ମବ୍ ଲିଞ୍ଚିଂ ଘଟି ଦୁଇଜଣ ସାଧୂ ଏବଂ ଜଣେ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା କରିଛନ୍ତି ଲୋକ। ମୃତକ ଦୁଇଜଣ ସାଧୁ ସୁଶୀଲ ଗିରୀ ମହାରାଜ, ନୀଲେଶ ତେଲଗଡେ...

ଭଦ୍ରକ ଜିଲ୍ଲାର ୫ଟି ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା

ଭୁବନେଶ୍ୱର୨୦ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ରାଜ୍ୟର ଭଦ୍ରକ ଓ ଭାଲେଶ୍ୱର ଜିଲ୍ଲାରୁ ପୁଣି ୭ଜଣ କରୋନା ପଜେଟିଭ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ୭ ପଜିଟିଭଙ୍କ...

ଜଙ୍ଗଲରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି

0
କେନ୍ଦୁଝର,ତା ୨୦ ଅପ୍ରେଲ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ତୀର୍ଥ ପାତ୍ରଙ୍କ ରିପୋର୍ଟ, କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜାମିର୍ତ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲି ସଂନ୍ଧ୍ୟା ସମୟରେ...

ଓଡ଼ିଶାରେ ପୁଣି ୭ ନୂଆ କରୋନା ପଜିଟିଭ – ସଂଖ୍ୟା ୬୮ କୁ ବୃଦ୍ଧି

0
ଭୁବନେଶ୍ୱର ୨୦-୪ (ଓଡ଼ିଆ ପୁଅ) : ଓଡ଼ିଶାରେ ଆଉ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା...

ବିବାଦ ସୃଷ୍ଟି କରୁଛନ୍ତି ସୋଫିୟା ..

0
ଭୁବନେଶ୍ୱର: କଲର୍ସ ଟିଭିରେ ପ୍ରସାରିତ ସଲମାନ୍ ଖାନଙ୍କ ରିଆଲିଟି ସୋ 'ବିଗ୍ ବସ୍ ସିଜନ୍ -୭'ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ସୋଫିୟା ହାୟାତ୍ ପୁଣି ଥରେ ବିବାଦ ସୃଷ୍ଟି କରିଛନ୍ତି। ସୋସିଆଲ୍ ମିଡିଆରେ...

ଶ୍ରୀମନ୍ଦିରରେ କୋରୋନା କଟକଣା ଉଲ୍ଲଂଘନ କଲେ ଥାନାବାବୁ – ମାମଲା ରୁଜୁ

0
ପୁରୀ ୧୯-୪ (ଓଡ଼ିଆ ପୁଅ) ପୁରୀ ଶ୍ରୀମନ୍ଦିରରେ କୋରୋନା କଟକଣା ଉଲ୍ଲଂଘନ କରିଛନ୍ତି ଥାନାବାବୁ। ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ନାଁରେ ମାମଲା ରୁଜୁ ହୋଇଛି। ବଡଚଣା ଥାନା ଅଧିକାରୀ...

କରୋନା ମୁକାବିଲା ପାଇଁ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୯ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରୋନା ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇ ଆଇନଗତ ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କୋରୋନା ମୁକାବିଲାରେ ଗୋଷ୍ଠୀ ଓ ପଞ୍ଚାୟତର...

ଆସନ୍ତା କାଲି ଠାରୁ ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲାଯିବ

ଭୁବନେଶ୍ୱର ୧୯ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା କାଲି ଅର୍ଥାତ୍ ଏପ୍ରିଲ ୨୦ ତାରିଖ ଠାରୁ ସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।...

ଭୋକିଲା ବୁଲା ଗୋରୁ ଗାଈ କୁକୁରଙ୍କ ପେଟକୁ ଦାନା ଯୋଗାଇଲେ ଯୁବଗୋଷ୍ଠି ଓ ବଡ ଦିଦି

0
ମାଲକାନଗିରି,୧୯ । ୪( ଓଡିଆ ପୁଅ )ସମଗ୍ର ବିଶ୍ୱରେ ମହାମାରୀ କରୋନା ପାଇଁ ଲକଡାଉନ ହୋଇ ଯାଇଥିବାରୁ ମଣିଷଙ୍କ ପାଇଁ ସରକାର ଓ ଜିଲ୍ଲାପ୍ରଶାନ ରନ୍ଧାଖାଦ୍ୟ ଠାରୁ ଆରମ୍ଭ କରି ରାସନ ସାମଗ୍ରୀ...

ତାଳଚେର ସୁରକ୍ଷା ମଂଚ ସଭାପତିଙ୍କ ପତ୍ନୀ ବିୟୋଗ

0
ତାଳଚେର,୧୯/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ସୁରକ୍ଷା ମଂଚର ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମୂରଲୀଧର ସାହୁଙ୍କ ଧର୍ମପତ୍ନୀ ମଣି ସାହୁ(୫୫ବର୍ଷ)ଙ୍କ ଆଜି ଅକାଳ ବିୟୋଗ ଘଟିଛି । ସେ...

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ୫୦୦ ଓ ମୁହଁରେ ମାସ୍କ ନପିନ୍ଧିଲେ ୨୦୦୦ଟଙ୍କା ଜରିମାନା

0
ମାଲକାନଗିରି,୧୯ । ୪(ଓଡିଅ ପୁଅ ) ସମଗ୍ର ବିଶ୍ୱ କରୋନା କବଳରେ କବଳିତ ହୋଇ ଛଟପଟ ହେଉଥିବା ବେଳେ ଏହାର ସଂକ୍ରମଣ ଠାରୁ ରକ୍ଷାପାଇବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଲକ ଡାଉନ...

ବିଜେପି ଯୁବ ନେତାଙ୍କ ଦ୍ୱାରା ବିଭିନ୍ନ ବସ୍ତିରେ ଖାଦ୍ୟ ସାମଗ୍ରୀ ବଂଟନ

0
ତାଳଚେର,୧୯/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟ ନେଇ ସରକାରଙ୍କ ଦ୍ୱାରା ଲକ୍ ଡାଉନ୍ ଘୋଷଣା ହୋଇଛି । ତେବେ ଏଥିଯୋଗୁଁ ବିଭିନ୍ନ ବସ୍ତିରେ ରହୁଥିବା ଗରିବ,ଦିନ ମଜୁରିଆ...

ସେଂଟଜନସ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଲିଙ୍ଗରାଜ ହଟିଂରେ ଖାଦ୍ୟସାମଗ୍ରୀ ବଂଟନ

0
ତାଳଚେର,୧୯/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସମଗ୍ର ଦେଶରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲକ୍ ଡାଉନ୍ ଜାରି ରହିଥିବା ବେଳେ ବିଶେଷ କରି ବିଭିନ୍ନ...

ଲକ ଡାଉନ ସମୟରେ ଆଦିବାସୀ ଗ୍ରାମରେ ରକ୍ତଦାନ ଶିବିର,୨୦ୟୁନିଟ ରକ୍ତ ସଂଗ୍ରହ

0
ମାଲକାନଗିରି,୧୯ା୪ (ଓଡିଆ ପୁଅ ) ସମଗ୍ର ଦେଶରେ କରୋନା ମହାମାରୀ ର ଆତଙ୍କ ଦେଖାଦେଇ ଲକ ଡାଉନ ପରିସ୍ଥି୍‌ିତି ସୃଷ୍ଟି ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଦେଖା ଦେଇଛି ରକ୍ତର ଅଭାବ...

କୋଭିଡ-୧୯ ଲକଡାଉନ ସମୟରେ ପିଏଫଏମଏସ ଜରିଆରେ ୩୬, ୬୫୯ କୋଟି ଟଙ୍କାର ସହାୟତା

0
- ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର(ଡିବିଟି) ମାଧ୍ୟମରେ ବ୍ୟାଙ୍କ ଆକାଉଂଟରେ ଟଙ୍କା ପାଇଲେ ୧୬.୦୧ କୋଟି ହିତାଧିକାରୀ - ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଘୋଷିତ ନଗଦ ଲାଭ ମଧ୍ୟ ଡିବିଟି ଡିଜିଟାଲ ପେମେଂଟ ବ୍ୟବସ୍ଥାରେ...

ଲକଲଡାଉନ କାଳରେ ରେଳବାଇ ତରଫରୁ ଦେଶବ୍ୟାପୀ 1150 ଟନ ଔଷଧ ସାମଗ୍ରୀ ପରିବହନ

0
ଲକଡାଉନ କାଳରେ ଔଷଧ ଏବଂ ଅନ୍ୟ ଚିକିତ୍ସା ଉପକରଣର ପରିବହନକୁ ଜୋନାଲ ରେଳବାଇ ଦ୍ଵାରା ପରିଚାଳିତ ସମୟବଦ୍ଧ ପାର୍ସଲ ଟ୍ରେନ ବଳ ଯୋଗାଉଛି କୋଭିଡ-19 ମହାମାରୀ ଯୋଗୁଁ ଦେଶବ୍ୟାପୀ ଘୋଷିତ ଲକଡାଉନ...

ଲକଡାଉନ ସମୟରେ ଇ-କମର୍ସ ଜରିଆରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ପ୍ରତିବନ୍ଧକ ଲାଗୁ କଲେ ସରକାର

0
ନୂଆ ଦିଲ୍ଲୀ ୧୯-୪ (ଓଡ଼ିଆ ପୁଅ) କୋଭିଡ- 19 ମୁକାବିଲା ଲାଗି ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସମୟରେ କେତେକ କାର୍ଯ୍ୟକଳାପ ଉପରେ କଟକଣା କୋହଳ କରିବା ଲାଗି ସମସ୍ତ ମନ୍ତ୍ରଣାଳୟ...

ଯୁବକକୁ ମରଣାନ୍ତକ ଆକ୍ରମଣ

0
ଦେବଗଡ଼, ୧୯/୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ କିଛି ଯୁବକ ଆକ୍ରମଣ କରିଥିବା ଜଣାପଡ଼ିଛି। ଏ ନେଇ ଆଜି ଦେବଗଡ଼ ଥାନାରେ ଲିଖିତ...